Latest Odisha News

BREAKING NEWS

ମୁକେଶ ଅମ୍ବାନୀ କିଆରା ଓ ସିଦ୍ଧାର୍ଥଙ୍କୁ କଣ ଉପହାର ଦେଲେ ଜାଣନ୍ତୁ….

ମୁମ୍ବାଇ:  ସାତ ଜନ୍ମ ପାଇଁ ସାଥି ବି ଟାଉନ୍‌ର କ୍ୟୁଟ୍‌ କପଲ୍‌ କିଆରା ଓ ସିଦ୍ଧାର୍ଥ । ବର୍ତ୍ତମାନ ଖୁବ୍ ଚର୍ଚ୍ଚାରେ ଅଛନ୍ତି ସିଦ୍ଧାର୍ଥ ଏବଂ କିଆରା । ଉଭୟ ୭ ଫେବୃଆରୀରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ବେଳେ ୧୨ରେ ମୁମ୍ବାଇରେ ଏକ ଗ୍ରାଣ୍ଡ ରିସେପଶନ ପାର୍ଟି ହୋଷ୍ଟ କରିବାକୁ…

ଆମୀରଙ୍କୁ କଟାକ୍ଷ କରି ଟ୍ୱିଟ୍‌ କଲେ କଙ୍ଗନା, କହିଲେ ବିଚରା…ଆମୀର

ମୁମ୍ବାଇ : ପୁଣି ଚର୍ଚ୍ଚାରେ ବଲିଉଡର ବିବାଦୀୟ କୁଇନ୍‌ କଙ୍ଗନା ରାନାଓ୍ବାତ  । ସୋଶିଆଲ ମିଡିଆରେ ସବୁବେଳେ ବିବାଦ ଘେରରେ ରହୁଥିବା କଙ୍ଗନା ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି । କଙ୍ଗନା ମୁହଁ ଖୋଲି କିଛି କହି ନଥିବା ବେଳେ ତାଙ୍କ ଟ୍ୱିଟ୍‌ ଚର୍ଚ୍ଚାରେ ରହିଛି  । ସେ ଟ୍ବିଟ୍‌ କରି…

ଚାକିରି ପାଇଁ ଅଜବ ସର୍ତ୍ତ: ଇଣ୍ଟରଭ୍ୟୁ ବେଳେ ପରୀକ୍ଷାର୍ଥୀ, ନିଯୁକ୍ତିଦାତା ମାସ୍କ ପିନ୍ଧିବା ଜରୁରୀ

ଚାକିରି ପାଇଁ ଅଜବ ସର୍ତ୍ତ । ଇଣ୍ଟରଭ୍ୟୁ ସମୟରେ ଉଭୟ ପରୀକ୍ଷାର୍ଥୀ ଓ ନିଯୁକ୍ତିଦାତା ମାସ୍କ ପିନ୍ଧିବାକୁ ବାଧ୍ୟ । ତେବେ କୋଭିଡ଼ ପାଇଁ ପାଟି ଓ ନାକ କଭର କରୁଥିବା ମାସ୍କ ନୁହେଁ ବରଂ ମୁହଁକୁ ସମ୍ପୂର୍ଣ୍ଣ ଆଚ୍ଛାଦିତ କରୁଥିବା ମାସ୍କ ପିନ୍ଧିବା ଜରୁରୀ । ଏଭଳି ଏକ ଅଜବ ସର୍ତ୍ତ ରଖିଛି…

ଯାଉ ଯାଉ ଭାଇ ପାଖରେ ଅଟକି ଗଲେ ଭଉଣୀ; ବିମାନ ବନ୍ଦରରେ ଦେଖିବାକୁ ମିଳିଲା ଭାବ ବିହ୍ୱଳ ଦୃଶ୍ୟ

ଭୁବନେଶ୍ୱର: ଦୁଇଦିନିଆ ଓଡ଼ିଶା ଗସ୍ତ ସାରି ଫେରି ଯାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ୨ୟ ଦିନରେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବା ପରେ କଟକସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ରକୁ ଯାଇଥିଲେ । ସେଠାରେ ୨ୟ ନାସନାଲ ରାଇସ କଂଗ୍ରେସକୁ ଉଦଘାଟନ କରିଥିଲେ । ସେଠାରେ…

ବେଦାନ୍ତର ଜାମକାନୀ କୋଇଲା ଖଣିରେ ଆରମ୍ଭ ହେଲା ଖନନ କାର୍ଯ୍ୟ

ସୁନ୍ଦରଗଡ : ଆନ୍ଦୋଳନରେ ବସିଥିବା ବିସ୍ଥାପିତ ମାନଙ୍କ ସହ ବେଦାନ୍ତ କମ୍ପାନୀ କର୍ତ୍ତୃପକ୍ଷଙ୍କ ଆଲୋଚନା ସଫଳ ହୋଇଛି । ସମସ୍ତଙ୍କ ସହମତିରେ ଚୁକ୍ତିନାମା କରାଯାଇ ଆନ୍ଦୋଳନ ପ୍ରତ୍ୟାହାର କରିବା ସହ ଖଣି କାର୍ଯ୍ୟ ଆରମ୍ଭ କରାଯାଇଛି। ବିଭିନ୍ନ ଦାବି  ଉପରେ ଆଲୋଚନା କରାଯାଇ ଆଜି ଏହି…

ବିଗ୍‌ବସ ଫିନାଲେରେ ଜଲ୍‌ୱା ଦେଖାଇବେ ଅବ୍ଦୁ

ନୂଆଦିଲ୍ଲୀ: ଲୋକପ୍ରିୟ ରିଅଲିଟି ଶୋ ‘ବିଗ୍ ବସ ସିଜିନ ୧୬’ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏବେ ଏହାର ଫିନାଲେ ୱିକ୍ ବା ଶେଷ ସପ୍ତାହର କାର୍ଯ୍ୟକ୍ରମ ପ୍ରସାରଣ ହେଉଛି । ୧୨ ତାରିଖରେ ଅନୁଷ୍ଠିତ ହେବ ଏହାର ଫିନାଲେ । ଏହାକୁ ନେଇ ବିଗ୍ ବସ୍‌ର ଦର୍ଶକଙ୍କ ମଧ୍ୟରେ ଭରପୂର ଉତ୍କଣ୍ଠା ଲାଗି ରହିଛି…

ଚାଉଳ ଆମ ଜୀବନର ଶସ୍ୟ; ସମ୍ପର୍କର ସେତୁ..ଧାନକୁ ଇକୋ ଫ୍ରେଣ୍ଡଲି କରିବାକୁ ଆହ୍ୱାନ ଦେଲେ ରାଷ୍ଟ୍ରପତି

ଭୁବନେଶ୍ୱର: ଓଡ଼ିଶା ଗସ୍ତର ୨ୟ ଦିନରେ ବିଦ୍ୟାଧରପୁର ସ୍ଥିତ ଏନଆରଆରଆଇ   କାର୍ଯ୍ୟକ୍ରମରେ ଶନିବାର ଯୋଗଦେଇ ରାଷ୍ଟ୍ରପତି  ଦ୍ରୌପଦୀ ମୁର୍ମୁ ସାରଗର୍ଭକ ଅଭିଭାଷଣ ଦେଇଛନ୍ତି । ଧାନ ବିଷୟରେ କହୁ କହୁ ସୁଦାମାଙ୍କ ଖୁଦଭଜା ପାଖରେ ପହଞ୍ଚି ଯାଇଥିଲେ ରାଷ୍ଟ୍ରପତି  । ରାଷ୍ଟ୍ରପତି କହିଥିଲେ,…

 ୨୪ ଘଣ୍ଟାରେ ୨ ଥର ଭୂକମ୍ପ ଝଟକା; ଥରିଲା ସୁରଟ ଓ କଚ୍ଛ

ସୁରଟ: ତୁର୍କି ଓ ସିରିଆ ଭୂକମ୍ପ ଭୟାବହତା ମନରୁ ଲିଭିନି, ଭାରତରେ ଅନୁଭୂତ ହେଲା ଭୂକମ୍ପ ଝଟକା  । ଗୁଜରାଟରେ ୨୪ ଘଣ୍ଟା ମଧ୍ୟରେ ୨ ଥର ଭୂକମ୍ପ ଝଟକ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୮ ଓ ୩.୭ ରହିଛି । ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇ ନ ଥିଲେ ହେଁ ଲୋକମାନେ…

ଫିଲ୍ମ ଷ୍ଟାଇଲରେ ଲୁଟିନେଲେ ଏଟିଏମ, ସିସିଟିଭିରେ କଏଦ ହେଲା ଦୃଶ୍ୟ

କୋରାପୁଟ: ଦାମୀ ଗାଡିରେ ଆସିଲେ, ଫିଲ୍ମ ଷ୍ଟାଇଲରେ ଲୁଟ୍ କରି ଜାଳିଦେଲେ ଏଟିଏମ୍ । ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାଡୁଆ ଥାନା ଅନ୍ତର୍ଗତ ବାଲଡ଼ା ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ । ରାତି ପ୍ରାୟ ୩ଟା ୩୦ମି ରୁ ୩ଟା ୪୫ମି ମଧ୍ୟରେ ଏସବିଆଇ ଏଟିଏମରୁ ଚୋରି ହୋଇଛି ।…

ଜିଲ୍ଲା ମହୋତ୍ସବରେ ଆୟୁସମାନ ଖୁରାନାଙ୍କ ଗୀତରେ ଝୁମିଲେ ଦର୍ଶକ

ଯାଜପୁର : ଜିଲ୍ଲା ମ‌ହୋତ୍ସବର ତୃତୀୟ ସଂଧ୍ୟା । ଜିଲ୍ଲା ମହୋତ୍ସବର ତୃତୀୟ ସନ୍ଧ୍ୟାରେ ବଲିଉଡ କଳାକାର ଆୟୁସମାନ ଖୁରାନାଙ୍କ ଗୀତରେ ଝୁମିଲେ ଦର୍ଶକ  । ଆୟୁସମାନ ମଞ୍ଚ ଉପରକୁ ଆସି ଦର୍ଶକଙ୍କୁ ଉତ୍ସାହିତ କରିବା ସହ ଗୋଟିଏ ପରେ ଗୋଟିଏ ଗୀତ ଗାଇ ନିଜ ଗୀତରେ ଦର୍ଶକଙ୍କୁ ହଜେଇ ଦେଇଥିଲେ ।…