ଏମିତି ବି ହୁଏ: କୋଟିପତି ମାଲିକ ଏବେ ଭିକାରୀ
ବ୍ରିଟେନ୍: ଭାଗ୍ୟ ମଣିଷ ସହିତ କି ଖେଳ ଖେଳିବ ତାକୁ କେହି ବି ଆକଳନ କରିବା କଷ୍ଟ । ଆମେ ସମସ୍ତେ ନିଜେ ନିଜ କାମ କରିଥାଉ ଆଗକୁ ବଢିବା ପାଇଁ । ସେ ଭିତରୁ କାହାକୁ ଢେର ସଫଳତା ମିଳେ ତ ଆଉ କାହାକୁ ହତାଶ ହେବାକୁ ପଡ଼େ । ଏମିତି ଏକ ଭାଗଚକ୍ରରେ ପେଶି ହୋଇଥିବା ବ୍ୟକ୍ତିର କାହାଣୀ ବିଷୟରେ…