Latest Odisha News

BREAKING NEWS

ଓକେସିଏଲର ବାର୍ଷିକ ଉତ୍ସବ-୨ଠ୨୩

ଭୁବନେଶ୍ୱର: ଓଡ଼ିଶା ନଲେଜ୍ କର୍ପୋରେସନ୍ ଲିମିଟେଡର ବାର୍ଷିକ ଉତ୍ସବ “ଗରୁଡ଼ ଉଡ଼ାଣ-୨ଠ୨୩", କିମ୍᠎᠎ସ ଅଡିଟୋରିୟମ ଠାରେ ମହାସମାରୋହରେ ପାଳିତ ହୋଇ ଯାଇଛି । ସମାରୋହରେ ୪୫ଠରୁ ଉର୍ଦ୍ଧ୍ୱ ସ୍ୱୀକୃତିପ୍ରାପ୍ତ ଶିକ୍ଷାକେନ୍ଦ୍ରର ୬୩ଠରୁ ଉର୍ଦ୍ଧ୍ୱ ପ୍ରତିନିଧି ତଥା ୩ଠ ଜିଲ୍ଲାର ଜିଲ୍ଲା ଅଗ୍ରଣୀ…

ଅଟୋରେ ଚାଲାଣ ହେଉଥିଲା ବ୍ରାଉନ ସୁଗାର, ମାଡ଼ି ବସିଲା ପୋଲିସ

ଖୋର୍ଦ୍ଧା: ନିଶାଦ୍ରବ୍ୟ ଚୋରା ଚାଲାଣ ଉପରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଖୋର୍ଦ୍ଧା ଟାଉନ୍ ପୁଲିସ ବୁଧବାର ୫୬ ଲକ୍ଷ ଟଙ୍କା ମୂଲ୍ୟର ୫୬୦ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ କରିଛି। ଏଥିସହ ଜଣେ ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,…

୬୩ ବର୍ଷ ବୟସରେ ମହିଳାଙ୍କ ବଡ଼ି ବିଲ୍ଡିଂ

ନିଜକୁ ଫିଟ୍ ରଖିବା ପାଇଁ କିଏ ବା ନ ଚାହେଁ । କିନ୍ତୁ ସମସ୍ତଙ୍କୁ ଏଥିରେ ସମୟ ଓ ସଫଳତା ମିଳେ ନାହିଁ । ଆଉ ଯଦି ମହିଳାମାନଙ୍କ କଥା କୁହାଯାଏ ତାହାହେଲେ ସେମାନେ ସବୁଠାରୁ ଅଧିକ ନିଜକୁ ଅବହେଳା କରିଥାନ୍ତି । ଏହାର କାରଣ ହେଲା ଘର ପରିବାର ଓ କର୍ମଜୀବୀ ହୋଇଥିଲେ ଚାକିରିକୁ ଗୁରୁତ୍ୱ ଦେଇ ନିଜ…

ବିବାଦ ଭିତରେ ବାଉନ୍ସ ବ୍ୟାକ କଲେ କି ଗୌତମ ଆଦାନୀ?

ନୂଆଦିଲ୍ଲୀ: ହିଣ୍ଡେନବର୍ଗ ରିପୋର୍ଟକୁ ନେଇ ବିବାଦରେ ରହିଥିବା ବିଜନେସ ଟାଇକୁନ ଗୌତମ ଆଦାନୀ ବାଉନ୍ସ ବ୍ୟାକ କଲେ କି? ଏଭଳି କହିବାର କାରଣ ଗୌତମ ଆଦାନୀଙ୍କ କମ୍ପାନୀଗୁଡିକର ଅଂଶଧନ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଭଲ ଅଭିବୃଦ୍ଧି ଦେଖିଛି। ମାତ୍ର ୨୭୦ ମିନିଟରେ ଆଦାନୀଙ୍କ ନେଟଓ୍ୱର୍ଥ ମୂଲ୍ୟ…

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ: ଏଣିକି ଶୁକ୍ରବାର ଖଦି, ଶନିବାର ବିଦ୍ୟୁତ୍‌ ଗାଡ଼ି

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କ୍ୟାମ୍ପସରରେ ଏକ ସକରାତ୍ମକ ପରିବର୍ତ୍ତନ ଆଣିବା ଦିଗରେ ଭିନ୍ନ ଏକ ପଦକ୍ଷେପ ଗ୍ରହଣ କରାଯାଇଛି। ଏଣିକି ବିଶ୍ବବିଦ୍ୟାଳୟର କର୍ମଚାରୀମାନେ ଶୁକ୍ରବାର ଖଦି ପୋଷାକ ଏବଂ ଶନିବାର ବିଦ୍ୟୁତ୍‌ ଚାଳିତ ଗାଡ଼ି ଧରି କ୍ୟାମ୍ପସକୁ ଆସିବେ। କ୍ୟାମ୍ପସକୁ…

ଓଡ଼ିଶାର ୨୦% ଲୋକଙ୍କ ପାଖରେ ପହଞ୍ଚି ପାରିନି ମୋବାଇଲ୍ ସେବା

ଭୁବନେଶ୍ୱର: ଡିଜିଟାଲ୍ ଇଣ୍ଡିଆ କଥା ଉଠୁଛି । ସରକାର ଅନଲାଇନ୍ ଦେଣନେଣ ଠୁ ନେଇ ସବୁ ସେବା ଡିଜିଟାଲ୍ ମୋଡରେ ଯୋଗାଇବାକୁ ଚେଷ୍ଟା କରୁଛନ୍ତି । ଏପରିକି ଜନ୍ମ, ମୃତ୍ୟୁ ପଞ୍ଜିକରଣ ଆବେଦନ ବି ଅନଲାଇନରେ କରାଯାଉଛି । ଅଥଚ ଓଡ଼ିଶାର ସମସ୍ତଙ୍କ ପାଖରେ ମୋବାଇଲ୍ ସେବା ପହଞ୍ଚି ପାରିନି ।…

ଭୂମିକମ୍ପ ପରେ ତୁର୍କୀରେ ଫସିଛନ୍ତି ୧୦ ଭାରତୀୟ, ଜଣେ ନିଖୋଜ

ନୂଆଦିଲ୍ଲୀ: ତୁର୍କୀରେ ଭୟଙ୍କର ଭୂମିକମ୍ପ ପରେ ମୃତାହତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୱାର୍କ ଭିଜିଟରେ ତୁର୍କୀ ଯାଇଥିବା ଜଣେ ଭାରତୀୟ ନିଖୋଜ ଥିବା ଜଣାପଡ଼ିଛି । ଭୂମିକମ୍ପରେ ତୁର୍କୀରେ ପ୍ରାୟ ୮ ହଜାର ୫୦୦ରୁ ଅଧିକ ଲୋକ ଜୀବନ ହରାଇଛନ୍ତି । କେନ୍ଦ୍ର ସରକାରଙ୍କ ସୂଚନା ଅନୁସାରେ,…

‘ଖୁବଶୀଘ୍ର ଭଦ୍ରକ ଏବଂ ଢେଙ୍କାନାଳ ଗସ୍ତରେ ଆସିବେ ଅମିତ ଶାହ’

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ। ଏହି ଗସ୍ତ ସମ୍ପୂର୍ଣ୍ଣ ଭାବରେ ଦଳୀୟ ଗସ୍ତ ରହିବ ବୋଲି ସୂଚନା ରହିଛି। ଯଦିଓ ଆସିବା ସୁନିଶ୍ଚିତ ହେଲେ ତାରିଖ ସ୍ଥିର ହୋଇନଥିବା ରାଜ୍ୟ ବିଜେପି ସଂପାଦକ କାଳନ୍ଦୀ ସାମଲ କହିଛନ୍ତି। ସେ କହିଛନ୍ତି, ଲୋକସଭା…

ସାନି ଏତଲା ପରେ ବିଜୟଙ୍କୁ ନେଇ ତିର୍ତ୍ତୋଲ ଗରମ, ପୋଲିସ କାହିଁକି ଚୁପ୍ ?

ଜଗତସିଂହପୁର: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ଲାଗି ଅଡ଼ୁଆ ବଢ଼ିବାରେ ଲାଗିଛି । ପ୍ରେମିକା ସୋମାଲିକାଙ୍କ ସାନି ଏତଲା ପରେ ବିଜୟ ଶଙ୍କରଙ୍କ ବିରୋଧରେ ରାଜନୈତିକ ପ୍ରତିବାଦ ଶାଣିତ ହେବାରେ ଲାଗିଛି । ମଙ୍ଗଳବାର କଂଗ୍ରେସ ବିଧାୟକ ବିଜୟ ଶଙ୍କରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି…

ଋଷଭ ପନ୍ତଙ୍କୁ ‘ଚାପୁଡା’ ମାରିବାକୁ କାହିଁକି ଚାହୁଁଛନ୍ତି କପିଲ ଦେବ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାରତୀୟ ଦଳର ଓ୍ବିକେଟ୍ କିପର ବ୍ୟାଟସମ୍ୟାନ ଋଷଭ ପନ୍ତ ଆହତ ହେବା ପରେ ଏବେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ଏବେବି ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ଆଗାମୀ ବିଶ୍ୱକପରେ ଋଷଭ ପନ୍ତ ଖେଳିବା ସମ୍ଭାବନା ନାହିଁ। ଏପରି ସ୍ଥିତିରେ ଦଳର ପୂର୍ବତନ ଅଧିନାୟକ…