Latest Odisha News

BREAKING NEWS

ରାଜ୍ୟରେ ୩ ଜିଲ୍ଲାକୁ ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର : ରାଜ୍ୟରେ ୩ ଜିଲ୍ଲା ଢେଙ୍କାନାଳ, କଟକ ଓ ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷା ହେଇପାରେ। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟାସାରା କୋହଲାପାଗ ରହୁଥିବା ବେଳେ ସେତେଟା ବର୍ଷା ଦେଖାଯାଇ ନାହିଁ। ତେବେ ଶନିବାର ଢେଙ୍କାନାଳ, କଟକ,…

କବିତା : ମାୟା ଫଗୁଣ

ସ୍ମୃତି ରଞ୍ଜନ ତ୍ରିପାଠୀ  ଏଇ ଏଇନା ଖଳି ହେଉଛନ୍ତି ବସନ୍ତର କାମଳ ରୋଗୀ ସବୁ, ଏଇ ଏଇନା ବକ୍ତା ସବୁ ଆକାଶ ମୁହାଁ ପୁଣି ଗଢ଼ିବାକୁ, ଶିହରିବାକୁ ଫଗୁଣକୁ ତା'କୁ ଆହୁରି ଗେହ୍ଲେଇ ନାଚିବାକୁ ଆଉଥରେ ବଇଦ ସାଜିବାକୁ।। ବାଃରେ ଶୀତ ସବୁ କମ୍ବଳର ସ୍ୱେଦ ତୁ ନେଲୁ ମୋ ପାଇଁ…

ଧାରାବାହିକ ଉପନ୍ୟାସ: ବେଳାଭୂମିର ଚିହ୍ନ (୭୭)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଶୁଣିଥିଲି, ମଣିଷ ଜୀବନର ସବୁ ନିର୍ଣ୍ଣୟ ଈଶ୍ୱର ନେଇଥିଲେ ବି ମନୁଷ୍ୟକୁ କର୍ମ କରିବାକୁ ପଡ଼େ, ବିବେକାନୁଗତ ଭାବେ । ସେଥିରେ ଶତ ପ୍ରତିଶତ ସଫଳତା ମିଳି ନପାରେ । ତଥାପି କର୍ମ ହିଁ ମଣିଷର ପୁରୁଷାର୍ଥ । ମହାଭାରତର…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବେଶ ପରମ୍ପରା ଆଲୋଚନା ସମୟରେ ଆମେ ଜାଣିଲେ ପ୍ରଭୁଙ୍କର କିଛି ବେଶ ନିଜ ଭକ୍ତଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ହୋଇଥାଏ। ଯେପରି ଭକ୍ତ ମନୋହର ଦାସଙ୍କ ଇଚ୍ଛାକୁ ସମ୍ମାନ…

ଭାଷା ଭାଗବତ : ଅତୀତ ଅନୁସାରୀ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ସଂସ୍କୃତ ହେବାରୁ ଦୁର୍ବୋଧ୍ୟ ଲେଖକେ କଲେ ଅନୁବାଦ ଅନେକ ସ୍ଥାନୀୟ ଭାଷାରେ ବ୍ୟାପିଲା ସମଗ୍ର ଦେଶରେ ଲୌକିକ ଭାଷାକୁ ଆଶ୍ରୟି ଗ୍ରଂଥ, ପୁରାଣ କାଳଜୟୀ ହୋଇଲେ, ପାଇଲେ ସ୍ବୀକୃତି ଏପରି ହେଲା ଜ୍ଞାନୋନ୍ନତି ଏବେ ପୁଣି ପଛକୁ ଫେରି ହେଲେ…

ବିଧାନସଭାରେ ବିଜୁଳି ତାତି: ସରକାର ଓ ବିତରଣ କମ୍ପାନୀକୁ ନେଇ ବର୍ଷିଲେ ବିରୋଧୀ

ଭୁବନେଶ୍ୱର: ବିଜୁଳି ଦର ବୃଦ୍ଧି କରୁଛି ଟାଟା ପାଓ୍ୱାର। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି। ହେଲେ ରାଜ୍ୟ ସରକାର ଏହି ଘରୋଇ କମ୍ପାନୀକୁ ସୁରକ୍ଷା ଦେଉଥିବା ଅଭିଯୋଗ କରି ବିଜେପି ଓ କଂଗ୍ରେସ ବିଧାନସଭାରେ କହିଛନ୍ତି। ଆଉ ଏହାକୁ ନେଇ ଶୁକ୍ରବାର ବିଧାନସଭାରେ ବିଜୁଳି ତାତି…

ଜଙ୍ଗଲରେ ନିଆଁ: ଓଃ ବର୍ଷା ବଞ୍ଚେଇଦେଲା!

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ଜଙ୍ଗଲରେ ଅଗ୍ନିକାଣ୍ଡ ଘଟିଥିବା ନେଇ ଚର୍ଚ୍ଚା ଭିତରେ ଏକ ଆଶ୍ୱସ୍ତି କରିବା ଭଳି ଖବର ଆସିଛି। ବଦଳିଥିବା ପାଣିପାଗ ଆଧାରରେ କିଛି ସ୍ଥାନରେ ବର୍ଷା ହୋଇଛି। ଆଉ ଏହି କାରଣରୁ ଜଙ୍ଗଲରେ ଯେଉଁଭଳି ଭାବେ ହୁତୁ ହୁତୁ ହୋଇ ନିଆଁ ଜଳୁଥିଲା ତାହା ଏବେ ପ୍ରଶମିତ…

ଡ୍ରାଇଭର ସଂଘ ଆନ୍ଦୋଳନ ଭିତରେ ଚର୍ଚ୍ଚାରେ ପ୍ରଶାନ୍ତ ମେଣ୍ଡୁଲି

ଅନୁଗୁଳ: ଦୀର୍ଘ ତିନି ଦିନ ଧରି ଡ୍ରାଇଭର ମହାସଂଘ ଆନ୍ଦୋଳନକୁ ଓଲ୍ହାଇଥିଲା । ଯାହାର ପ୍ରଭାବ ଜନଜୀବନ ଉପରେ ପଡିଥିଲା । ଏହାକୁ ହୃଦୟଙ୍ଗମ କରି ମୁଖ୍ୟ ଶାସନ ସଚିବ ଗୁରୁବାର ଦିନ ଡ୍ରାଇଭର ମହାସଂଘର କର୍ମକର୍ତ୍ତା ମାନଙ୍କୁ ଡାକି ଆଲୋଚନା କରି ୩ ମାସ ମଧ୍ୟରେ ଦାବି ଗୁଡିକ ଉପରେ ଆଲୋଚନା…

ପୁଟିନଙ୍କ ବିରୋଧରେ ଗିରଫ ପରଓ୍ୱାନା ଜାରି କଲେ ଅନ୍ତର୍ଜାତୀୟ ଅପରାଧିକ ନ୍ୟାୟାଳୟ

ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବର୍ଷେରୁ ଅଧିକ ସମୟ ଧରି ଚାଲିଛି। ଦୁଇ ଦେଶ ପଛଘୁଞ୍ଚା ଦେବାକୁ ପ୍ରସ୍ତୁତ ନୁହଁନ୍ତି। ଏହି ସମୟରେ, ୟୁକ୍ରେନରେ ଯୁଦ୍ଧ ଘଟାଇଥିବାରୁ ଋଷର ରାଷ୍ଟ୍ରପତି ପୁଟିନଙ୍କୁ ଅନ୍ତର୍ଜାତୀୟ ଅପରାଧିକ କୋର୍ଟ ଗିରଫ କରିବାକୁ ୱାରେଣ୍ଟ ଜାରି କରିଛନ୍ତି।…

‘ଦୂତ’ ଭାବେ ଅଖିଳେଶ ଭେଟିବା ପରେ ବଦଳିଗଲା ମମତାଙ୍କ ମନ; ନବୀନଙ୍କୁ ସାକ୍ଷାତ ଚର୍ଚ୍ଚା ପଛରେ ରହିଛି କି…

ଭୁବନେଶ୍ୱର: ଯଦିଓ ସାଧାରଣ ନିର୍ବାଚନରେ ଟିଏମସି ଏକାକୀ ନିର୍ବାଚନ ଲଢିବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି କିନ୍ତୁ ସମାଜବାଦୀ ପାର୍ଟି ସୁପ୍ରିମୋ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ଭେଟି ଓଡିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ତଥା…