ଡକାୟତି ଅଭିଯୋଗରେ୨ କଲେଜ ଛାତ୍ର ଗିରଫ
ସୁବର୍ଣ୍ଣପୁର : ଧରାପଡ଼ିଲେ ଡକାୟତି ଦଳ । ଉଲୁଣ୍ଡା ଥାନା ଅନ୍ତର୍ଗତ ଚଡେଇପଙ୍କ ଛକ ଠାରେ ଏକ ବାଲି ବୋଝେଇ ହାଇଓ୍ବାର ଚାଳକ ଓ ହେଲପରକୁ ବନ୍ଧୁକ ଦେଖାଇ ଟଙ୍କା ଓ ମୋବାଇଲ ଲୁଟ କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ଦୁଇ ନାବାଳକ ସମେତ ୪ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇଜଣଙ୍କୁ…