ବିନା ପୋଷାକରେ ରୁହନ୍ତି ମହିଳା, ଶତାବ୍ଦୀ ଶତାବ୍ଦୀ ଧରି ଚାଲିଆସୁଛି ଏହି ପ୍ରଥା
ଦୁନିଆ ବହୁତ ବଡ ଏବଂ ବିଚିତ୍ର । ଏହାର ପ୍ରତ୍ୟେକ କୋଣରେ ରହୁଥିବା ଲୋକମାନଙ୍କର ରୀତିନୀତି ଓ ପରମ୍ପରା ମଧ୍ୟ ଭିନ୍ନ । ଆମ ରୀତିନୀତି ବିଷୟରେ ତ ଆମେ ଜାଣୁ । ହେଲେ ଏମିତି କିଛି ପ୍ରଥା, ପରମ୍ପରା ରହିଛି ଯାହା ଆମେ ଜାଣିନୁ । ଜାଣିଲେ ବି ସହଜରେ ବିଶ୍ୱାସ କରି ପାରି ନ ଥାଉ । ଏମିତି ଏକ…