Latest Odisha News

BREAKING NEWS

୨୧ ମାସ ବାସନ୍ଦ ହେଲେ ଜିମ୍ନାଷ୍ଟ ଦୀପା କର୍ମାକାର

ନୂଆଦିଲ୍ଲୀ: ଭାରତର ଷ୍ଟାର ଜିମ୍ନାଷ୍ଟ ଦୀପିକା କର୍ମାକାର ଡୋପ ଟେଷ୍ଟରେ ଦୋଷୀ ସାବ୍ୟସ୍ତ ହୋଇଛି । ଆନ୍ତର୍ଜାତୀୟ ଟେଷ୍ଟିଂ ଏଜେନ୍ସି ତାଙ୍କୁ ୨୧ ମାସ ପାଇଁ ସସପେଣ୍ଡ କରିଛି । ୧୦ ଜୁଲାଇ ୨୦୨୩ରୁ ଏହି ଦଣ୍ଡାଦେଶ ଲାଗୁ କରାଯିବ । ୱାଡା ଦ୍ୱାରା ପ୍ରତିବନ୍ଧିତ ଡ୍ରଗ୍ସ ହାଇଜେନାମାଇନ ତାଙ୍କ…

ଓଡ଼ିଆ ଫିଲ୍ମକୁ ବିଶ୍ୱରେ ମିଳିଲା ସ୍ୱତନ୍ତ୍ର ପରିଚୟ : ବାବୁସାନ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଓ ଲୋକାଦୃତ ଓଡ଼ିଆ ଫିଲ୍ମ ‘ଦମନ' ହିନ୍ଦୀ ଭାଷାରେ ମୁକ୍ତିଲାଭ ପରେ ଆଜି ଅପରାହ୍ନରେ ଓଡ଼ିଶା ଫେରିଛନ୍ତି ପୁରା ଦମନ ଫିଲ୍ମର ଟିମ୍ । ଅଭିନେତା ବାବୁଶାନ ଓ ଦମନ ଟିମ୍‌କୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସମ୍ୱର୍ଦ୍ଧନା ଦିଆଯାଇଛି ।…

ରାଜାଙ୍କ କାର ସଉକ: ଉଦୟପୁର ରାଜପ୍ରାସାଦରେ ଶୋଭା ପାଉଛି ବହୁ ପୁରୁଣା କାର

ରାଜସ୍ଥାନ: ଭାରତରେ ବିଭିନ୍ନ ସମୟରେ ଶାସନକ୍ଷମତାରେ ଥିବା ରାଜରାଜୁଡ଼ାମାନଙ୍କର ଅନେକ ସଉକ ଥିବା ନଜରକୁ ଆସେ । ଯେମିତି କିଛି ରାଜାଙ୍କର ରାଜପ୍ରାସାଦ ନିର୍ମାଣ କରିବା ସଉକ ଥିବା ବେଳେ ଅନ୍ୟ କିଛି ରାଜାଙ୍କ ଶୀକାର ସଉକ, କିଛି କିଛି ରାଜାଙ୍କର ବିଦେଶରୁ ବିଭିନ୍ନ ପ୍ରକାର ସାମଗ୍ରୀ ସଂଗ୍ରହ…

ନିର୍ମଳାଙ୍କ ବଜେଟକୁ ତାଲିବାନ ସରକାରର ଭୁରି ପ୍ରଶଂସା

କାବୁଲ: କେନ୍ଦ୍ର ବଜେଟକୁ ନେଇ ବିରୋଧୀ ମୋଦି ସରକାରଙ୍କୁ ଘେରିଥିବାବେଳେ ଆଫଗାନିସ୍ତାନର ତାଲିବାନ ସରକାର ଏହାକୁ ଭୁରି ଭୁରି ପ୍ରଶଂସା କରିଛି । କେନ୍ଦ୍ର ବଜେଟ ୨୦୨୩-୨୪କୁ ସ୍ୱାଗତ କରିବା ସହ ତାଲିବାନ ସରକାର କହିଛି ଏହି ବଜେଟରେ ଆଫଗାନିସ୍ତାନ ପାଇଁ ସହାୟତା ଘୋଷଣା କରିଛି ଯାହା ଦୁଇ…

ଅଧିକାରୀଙ୍କ ଅବହେଳା ଯୋଗୁଁ NMMS ପରୀକ୍ଷାରୁ ବଞ୍ଚିତ ହେଲେ ମେଧାବୀ ଛାତ୍ରୀ

କାମାକ୍ଷାନଗର : ଜାତୀୟ ସ୍ତରରେ ଆୟୋଜିତ ହେବାକୁ ଥିବା NMMS ପରୀକ୍ଷାରୁ ବଞ୍ଚିତ ହୋଇଛନ୍ତି ଜଣେ ମେଧାବୀ ଛାତ୍ରୀ  । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ସରାଙ୍ଗ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ରୀ ଶର୍ମିଷ୍ଠା ସୁପ୍ରାଜ ଭୂୟାଁ । ଚଳିତ ବର୍ଷ ଫେବୃଆରୀ…

ପଦ୍ମଭୂଷଣ ପାଇଁ ମନୋନୀତ ହୋଇଥିଲେ, ପାଇବା ପୂର୍ବରୁ ଚାଲିଗଲେ ଲୋକପ୍ରିୟ କଣ୍ଠଶିଳ୍ପୀ ବାଣୀ ଜୟରାମ

ଚେନ୍ନାଇ: ଆଉ ନାହାନ୍ତି କଣ୍ଠଶିଳ୍ପୀ ବାଣୀ ଜୟରାମଙ୍କ । ସୁନାମଧନ୍ୟ କଣ୍ଠଶିଳ୍ପୀ ବାଣୀ ଜୟରାମଙ୍କର ଆଜି  ଚେନ୍ନାଇର ନୁଙ୍ଗାମ୍ବକ୍କମସ୍ଥିତ ତାଙ୍କ  ବାସଭବନରେ ଦେହାନ୍ତ  ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା ।   ପଦ୍ମଭୂଷଣରେ ସମ୍ମାନ ପାଇଁ ମନୋନୀତ  ହୋଇଥିଲେ…

ମିଳିଛି ପଟ୍ଟା ହେଲେ ହଜିଯାଇଛି ଜମି

ସୁବର୍ଣ୍ଣପୁର : ବିସ୍ଥାପିତଙ୍କ ଜମି ଚିହ୍ନଟ ହେଉନଥିବା ଅଭିଯୋଗ । ୨୦୧୩ରେ ବିସ୍ତଥାପିତଙ୍କୁ ମିଳିଥିଲା ପଟ୍ଟା  । ହେଲେ ଆଜିଯାଏଁ ଚିହ୍ନଟ ହୋଇନି ଜମି  । ତେଣୁ ଆଜି କହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ଗାଁ ଲୋକେ  । ସରକାର ଗରିବ, ବିସ୍ଥାପିତ ଓ ଭୂମିହୀନ…

ପାଇଖାନା ଟାଙ୍କି କାଗଜ ପରେ ଏବେ ଡାଏରୀରୁ ହତ୍ୟା ସୁରାକ ଖୋଜିବ କ୍ରାଇମବ୍ରାଞ୍ଚ

ଝାରସୁଗୁଡା: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା ଦିନକୁ ଦିନ ଅଡୁଆ ସୁତା ପରି ଗୁଡେଇ ହୋଇଯାଉଛି । ଯେତେ ଫିଟାଇଲେ ସେତେ ଗଣ୍ଠି ବାହାରୁଛି । ଦିନକୁ ଦିନ ସାମ୍ନାକୁ ଆସୁଛି ଚମକାଇ ଦେବା ପରି ଘଟଣା । ଅଭିଯୁକ୍ତ ଗୋପାଳ ଅଳ୍ପ ଅଳ୍ପ କହୁଛନ୍ତି ।  ତାଙ୍କର ଗୋଟିଏ ଗୋଟିଏ…

ଡେଣା ଥିଲେ କିଛି ହୁଏ ନାହିଁ, ସାହସର ସହିତ ଉଡ଼ିବାକୁ ପଡେ

ସ୍ୱପ୍ନ ସେମାନଙ୍କର ସାକାର ହୁଏ, ଯିଏ ଖୋଲା ଆଖିରେ ସ୍ୱପ୍ନ ଦେଖିଥାନ୍ତି । ଡେଣା ଥିଲେ କିଛି ହୁଏ ନାହିଁ, ସାହସର ସହିତ ଉଡ଼ିବାକୁ ପଡେ । ଏମିତି ସାହାସ ଦେଖାଇ ନିଜର ସ୍ୱପ୍ନ ସାକାର କରିଛନ୍ତି ସିମରଜିତ କୈର । ଯିଏକି ସିଆଇଡି ଆଇବି ଓ ଜୟପୁର କମିଶନରେଟ ପାଇଁ ଚୟନ ହୋଇଛନ୍ତି। କିନ୍ତୁ ସେ…

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କର୍ଣ୍ଣାଟକ ପ୍ରଭାରି ନିଯୁକ୍ତି କଲା ବିଜେପି

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବଡ଼ ଦାୟିତ୍ୱ। ଆଗକୁ ନିର୍ବାଚନ ଆସୁଥିବାରୁ ଧର୍ମେନ୍ଦ୍ରଙ୍କୁ କର୍ଣ୍ଣାଟକ ପ୍ରଭାରୀ ଭାବେ ନିଯୁକ୍ତ କଲା ବିଜେପି। ଏନେଇ ଦଳ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଧର୍ମେନ୍ଦ୍ରଙ୍କ ସହିତ ତାମିଲନାଡୁ ବିଜେପି ଅଧ୍ୟକ୍ଷ…