ନାଟୁ ନାଟୁ ଓସ୍କାର ଜିତିବା ପରେ ଏମିତି କଣ କହିଲେ ଜ୍ୟାକଲିନଙ୍କ ମେକଅପ ଆର୍ଟିଷ୍ଟ
ନୂଆଦିଲ୍ଲୀ: ବ୍ୟବସାୟୀକ ସଫଳତା ପରେ ଆରଆରଆରର ନାଟୁ ନାଟୁ ଓସ୍କାର ପୁରସ୍କାର ହାସଲ କରି ଭାରତକୁ ଗୌରବାନ୍ୱିତ କରିଛି । ସାରା ଭାରତ ଏହି ସଫଳତାକୁ ନେଇ ଗର୍ବ କରୁଥିବା ବେଳେ ମଙ୍ଗଳବାର ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ମେକଅପ ଆର୍ଟିଷ୍ଟ ଶାନ ମୁଟ୍ଟାଥିଲ ଏ ନେଇ ଏକ ଚାଂଚଲ୍ୟକର ବୟାନ…