Latest Odisha News

BREAKING NEWS

ଶିଶୁ କବିତା : ଟୁଉକୁ ମୁଷି

ତରୁଣ କୁମାର ମିଶ୍ର ଟୁଉକୁ ମୁଷିରେ ଟୁକେଇ ମୁଷି , କାହିଁକି ସେଠାରେ ବସିଛୁ ରୁଷି , ମନେ ପଡ଼ୁଛି କି ପୁରୁଣା କଥା ଧାନ ଖାଉଥିଲୁ ତୁ ଲୁଚି ଲୁଚି । ଏବେତ ବିଲରେ ହେଉନି ଚାଷ , ପଡ଼ିଆ ପଡ଼ିଛି ଚାଷ ଜମି ତ , ଟଙ୍କିଆ ଚାଉଳ ମାଗଣା ମିଳୁଛି , ହଳ ଲଙ୍ଗଳ କୁ ଖାଉଛି ଖତ । ଚାଳ ଘର…

ଧାରାବାହିକ ଉପନ୍ୟାସ: ବେଳାଭୂମିର ଚିହ୍ନ (୭୧)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ପଦ୍ମିନୀ ଭାବିଲି- ଏଇ ରାସ୍ତାରେ ଚନ୍ଦ୍ରଭାନୁଙ୍କ ସହ ଯିବାବେଳେ ସହଯାତ୍ରୀମାନେ ଭାବୁଥିବେ, ଏ ଭଳି ଜଣେ ସୁନ୍ଦର ପୁରୁଷ ପାଇଁ ଏ ସ୍ତ୍ରୀ ଉପଯୁକ୍ତ ନୁହେଁ । ଆଉ ଆଜି ସରୋଜ ସହ ତାକୁ ଦେଖି ଭାବୁଥିବେ, ଏ ସ୍ତ୍ରୀ ପାଇଁ…

କବିତା : ଚାଷଗୀତ

ପ୍ରବୀଣ କୁମାର କବି ଏଇ କିଛି ବର୍ଷ ହେଲା ଗାଢ୍ ରୁ ଆହୁରି ଗାଢ୍ ହେଲାଣି ମାଟିର ମଉନପଣ କ୍ଷେତର କ୍ଷତ, ସ୍ଵେଦର ସ୍ଵାଦ ଆଉ ଚାଷୀର ଫମ୍ପା ଉଦର ! ଆହୁରି ନିର୍ଯ୍ୟାତିତ - ନିଷ୍ପେସିତ ହେଲାଣି ତା ସ୍ବପ୍ନ, ତା ସ୍ୱର, ତା ସିଦ୍ଧି ଓ ସମୟ । ଏଇ କିଛି ବର୍ଷ ହେଲା ତା ପାଇଁ…

ଭାଷା ଭାଗବତ : ଦଳ ଦଳ ଦାସ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଗଣମାଧ୍ୟମ ଲୋକ ଚିତ୍ତ କରୁଛି ନିତି ପ୍ରଭାବିତ କାହିଁ ବ୍ୟକ୍ତିର ସ୍ବାଧୀନତା ? କେହି କହୁନି ମନୋବ୍ୟଥା ସୁଅରେ ଗଲେ ଭାସି ଭାସି କେହି କି ବୋଲାଏ ସାହସୀ ? ନିଜଠୁଁ ହୋଇଛୁଁ ବିଚ୍ଛିନ୍ନ କେହି ତ ହୋଇନୁ ସ୍ବାଧୀନ ଅଭ୍ୟାସ ବଶବର୍ତୀ ହୋଇ…

ମୃତ୍ୟୁର କାରଣ ପାଲଟିବ ମେଦବହୁଳତା, ଏକ ରିସର୍ଚ୍ଚରୁ ହେଲା ଖୁଲାସା

ଅସ୍ୱାସ୍ଥ୍ୟକର ଖାଦ୍ୟପେୟ, ଶାରିରୀକ ପରିଶ୍ରମର ଅଭାବ ଯୋଗୁଁ ମେଦ ବହୁଳତା ସୃଷ୍ଟି ହୋଇଥାଏ । ମେଦବହୁଳତା ଯୋଗୁ ଆମ ଶରୀରରେ ଅନେକ ରୋଗ ହେବାର ଆଶଙ୍କା ରହିଛି । ତେବେ ଅଧିକ ଓଜନ ସାଜିବ ମୃତ୍ୟୁର କାରଣ । ଏକ ନୂଆ ଅଧ୍ୟୟନରୁ ଖୁଲାସା ହୋଇଛି  ।  ତେବେ ଏକ ଅଧ୍ୟୟନ ଅନୁଯାୟୀ, ମେଦବହୁତଳତା…

୧୧ତମ ବାର୍ଷିକ ସୁଫିୟାନା ଓ ଆଧ୍ୟାତ୍ମିକ ସଙ୍ଗୀତ କାର୍ଯ୍ୟକ୍ରମ ‘ସମର୍ପଣ’ ଉଦଯାପିତ

ଭୁବନେଶ୍ୱର : ଓଡ଼ିଶା ପର୍ଯ୍ୟଟନ ବିଭାଗ ସହାୟତାରେ ଭୁବନେଶ୍ୱର ମ୍ୟୁଜିକ ସର୍କଲ ଦ୍ୱାରା ଅନୁଷ୍ଠିତ ହେଉଥିବା ୧୧ତମ ବାର୍ଷିକ ସୁଫିୟାନା ଓ ଆଧ୍ୟାତ୍ମିକ ସଙ୍ଗୀତ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଏହି ଅବସରରେ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର…

ଶ୍ରୀ ଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ବିଭିନ୍ନ ପର୍ବ ପର୍ବାଣୀରେ ଅନୁଷ୍ଠିତ ହେଉଥିବା ସ୍ୱତନ୍ତ୍ର ବେଶ ଗୁଡିକ ବିଷୟରେ ଆଲୋଚନା ଜାରି ରହିଛି । ଏହି ଧାରାରେ ଆମେ ଆଜି ଆଲୋଚନା କରିବା ଏକ ସ୍ୱତନ୍ତ୍ର ବେଶ "ଘୋଡ…

ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ

ଭୁବନେଶ୍ୱର : ଓଡ଼ିଆ ଭାଷା ପ୍ରତିଷ୍ଠାନ, ଭୁବନେଶ୍ୱର ଏବଂ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ବିଦ୍ୟାଳୟ, ପାରଳାଖେମୁଣ୍ଡିର ମିଳିତ ଆନୁକୂଲ୍ୟରେ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାରଳାଖେମୁଣ୍ଡି ସ୍ଥିତ ସ୍ୱୟଂଶାସିତ ମହାବିଦ୍ୟାଳୟରେ ପାଳିତ ହୋଇଯାଇଛି । ଏହି ଦିବସ ଉପଲକ୍ଷେ ପୂର୍ବରୁ…

ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟିର ରିପୋର୍ଟ, ମିଶନ ଶକ୍ତିରେ ଋଣ ନେଇ ଫେରାଉନାହାନ୍ତି ଏସଏଚଜି

ଭୁବନେଶ୍ୱର: ଭଟଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ବିଧାନସଭା ଷ୍ଟାଣ୍ଡିଂ କମିଟି ମିଶନ ଶକ୍ତିକୁ ନେଇ ଏକ ରିପୋର୍ଟ ପ୍ରକାଶ କରିଛି । ଯେଉଁଥିରେ କୁହାଯାଇଛି ମିଶନ ଶକ୍ତି ଯୋଜନାରେ ରାଜ୍ୟ ସରକାର ଯେଉଁ ଋଣ ପ୍ରଦାନ କରୁଛନ୍ତି ଏସଏଚଜି ମହିଳା ମାନଙ୍କୁ…

ପୁରୀ ଲକ୍ଷ୍ମୀ ମାର୍କେଟ ଅଗ୍ନିକାଣ୍ଡ ଘଟଣା: ବିଭାଗୀୟ ଅବହେଳାକୁ ସ୍ୱୀକାର କରିବ କିଏ?

ଭୁବନେଶ୍ୱର: ପୁରୀ ମରଚିକୋଟ ଛକଠାରେ ହୋଟେଲ୍ ସମ୍ରାଟ୍ ଓ ଲକ୍ଷ୍ମୀ ମାର୍କେଟ କମ୍ପଲେକ୍ସ ନିଆଁ ଲାଗିବା ଘଟଣାରେ ଏବେ ପ୍ରଶାସନ କ୍ଷୟକ୍ଷତି ଆକଳନ କରୁଛି। ନିଆଁ ଲାଗିବାର ୩୬ ଘଣ୍ଟା ପରେ ସମ୍ପୂର୍ଣ୍ଣ ଆୟତ୍ତ ହୋଇଥିବା ଏହି ଅଗ୍ନିକାଣ୍ଡ ଘଟଣା ପଛରେ କିନ୍ତୁ ଅଗ୍ନିଶମ ବିଭାଗର ଅବହେଳା ଓ…