ଭାଷା ଭାଗବତ : ଭାଷାର ଗୌରବ
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ନବାକ୍ଷରୀକୁ ଆଶ୍ରା କରି
ଭାଷାରେ ଭାବରାଶି ଭରି
ଲେଖେଁ ମୁଁ ଅଂତର୍ମନ କଥା
ଭାଷାକୁ ଲୋଡ଼ା ନିରାପତ୍ତା
ଅଗଦ୍ୟ ଲେଖିବାର ପାଇଁ
କବିଂକ ମନ ବଳୁନାହିଁ
ଭାଷାର ପଦ୍ୟ ପରଂପରା
ଏବେ ହେଲାଣି ଦରମରା
…