Latest Odisha News

BREAKING NEWS

ମାଲିକ ଟଙ୍କା ନ ଦେବାରୁ ରୋଷେଇ ଘରେ ବିଷାକ୍ତ ଅସରପା ଛାଡ଼ିଲେ ରୋଷେୟା: ଭୋଗିଲେ ୧୭ ମାସ ଜେଲ ଦଣ୍ଡ

କଥାରେ ଅଛି କ୍ରୋଧ ମଣିଷର ବଡ଼ ଶତ୍ରୁ । ରାଗିଥିବା ସମୟରେ ମଣିଷ ତାର ବୁଦ୍ଧି, ବିବେକକୁ ହରାଇ ବସିଥାଏ । ବ୍ରିଟେନର ଜଣେ ରୋଷେୟା ତାଙ୍କ କ୍ରୋଧକୁ ନିୟନ୍ତ୍ରଣ କରି ନ ଏମିତି କିଛି କାରନାମା କରିଛନ୍ତି ଯେଉଁଥିପାଇଁ ତାଙ୍କୁ ୧୭ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିଛି । ଏଭଳି ଏକ ରୋଚକ ଘଟଣା ଘଟିଛି…

ଡାକ୍ତରଙ୍କ ଘରୁ ଟଙ୍କା ସହ ସୁନା ଗହଣା ଲୁଟି ନେଲେ ଦୁର୍ବୃତ୍ତ

ବଲାଙ୍ଗୀର: ଡାକ୍ତରଙ୍କ ଘରୁ ଲୁଟ୍‌ ।  ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ସହରର ଶାନ୍ତିପଡ଼ା ନିବାସୀ ଡାକ୍ତର ପୁଷ୍ପରଞ୍ଜନ ମିଶ୍ରଙ୍କ ଘରେ ।  ଡାକ୍ତର ମିଶ୍ର  ତାଙ୍କ ପରିବାର ସହିତ ବାହାଘର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ସମୟରେ ଘଟିଛି ଏଭଳି ଅଘଟଣ । ଡାକ୍ତର ଦମ୍ପତ୍ତିଙ୍କ…

ସ୍କୁଲରେ ଛାଡ଼ିବାକୁ ଯାଉଥିଲା ମା’, ପଛ ସିଟ୍‌ରେ ପୁଅର କାର୍ଯ୍ୟ ଦେଖିଲେ ହେବେ ଆଶ୍ଚର୍ଯ୍ୟ..

ନୂଆଦିଲ୍ଲୀ: ସାଧାରଣତଃ ଛୋଟ ପିଲାମାନେ ସ୍କୁଲ ଯିବା ପାଇଁ ରାଜି ନ ହେଲେ, ବାପା-ମା’ମାନେ ଆକଟ କରି ବୁଝାଇଥାନ୍ତି । ଯଦି ପିଲାଟି ରାଜି ନ ହୁଏ, ତେବେ ଜୋରଜବରଦସ୍ତ ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ଯାଇଥାଆନ୍ତି ବାପା ମା’। ସୋସିଆଲ ମିଡିଆରେ ନିକଟରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି।…

ବର୍ଷା ପରେ କାହିଁକି ଦୃଶ୍ୟମାନ ହୁଏ ଇନ୍ଦ୍ରଧନୁ ?

ବ୍ୟୁରୋ : ଆପଣମାନେ ନିଶ୍ଚିତ ଭାବେ ଆକାଶରେ ଇନ୍ଦ୍ରଧନୁକୁ କିଛି ସମୟ ପାଇଁ ଦେଖିଥିବେ। ପ୍ରାୟତଃ ଏହା ବର୍ଷାଦିନରେ ଦେଖାଯାଏ। ଏହାଛଡ଼ା ଆକାଶରେ ଏକାସଙ୍ଗରେ ବିଭିନ୍ନ ରଙ୍ଗ ଦେଖିବାକୁ ମଳିଥାଏ। ଯାହା ଧନୁ ପରି, ତେଣୁ ଏହାକୁ ଇନ୍ଦ୍ରଧନୁ କୁହାଯାଏ। ତେବେ ଆପଣଙ୍କ ମନକୁ କେବେ ପ୍ରଶ୍ନ ଆସିଛି…

ବିଗ୍ ବ୍ରଦରର ପ୍ରତିଯୋଗୀ ହେବେ ଲୋକପ୍ରିୟ କଳାକାର ଅବଦୁ ରୋଜିକ୍

ନୂଆଦିଲ୍ଲୀ: ଭାରତର ଲୋକପ୍ରିୟ ରିୟାଲିଟି ସୋ’ ବିଗ୍ ବସ୍ । ତାଜାକିସ୍ତାନର ଅବଦୁ ରୋଜିକ୍ ଏହି ରିଆଲିଟି ସୋ’ରୁ ବେଶ୍ ଲୋକପ୍ରିୟ ହୋଇଥିଲେ । ବିଗ୍ ବସ୍ ୧୬ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଭାରତ ସମେତ ବିଦେଶରେ ମଧ୍ୟ ଲୋକଙ୍କ ମନ ଜିଣିଥିଲେ ଅବଦୁ। ପୂର୍ବରୁ  ଭାରତରେ ଅବଦୁଙ୍କ…

୩ ହଜାର ୯୦୦ କର୍ମଚାରୀଙ୍କୁ ଛଟେଇ କରିବ ଆଇବିଏମ୍‌

ନୂଆଦିଲ୍ଲୀ : ଆର୍ଥିକ ମାନ୍ଦାବସ୍ଥା ସ୍ଥିତି ଦେଇ ଗତି କରୁଛି ବିଭିନ୍ନ କମ୍ପାନୀ । ପ୍ରଥମେ ଟ୍ୱିଟର,ଗୁଗୁଲ ପରେ ଆମାଜନ ଆଉ ଏବେ ଆଇବିଏମ କ୍ରପ୍‌ କମ୍ପାନୀ ଏହି ତାଲିକାରେ ଯୋଡ଼ି ହୋଇଯାଇଛି । ପ୍ରଥମେ ଟ୍ୱିଟର କମ୍ପାନୀର ସିଇଓ ଏଲନ୍‌ ମସ୍କ କମ୍ପାନୀରୁ ୫୦ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ…

ଫୁଟବଲ ଇତିହାସରେ ପ୍ରଥମ ଥର ପାଇଁ ରେଫରୀ ଦେଖାଇଲେ ହ୍ୱାଇଟ କାର୍ଡ

ନୂଆଦିଲ୍ଲୀ: ଆପଣମାନେ ଫୁଟବଲ ମ୍ୟାଚରେ ବ୍ୟବହାର ହେଉଥିବା ୟୋଲୋ ଓ ରେଡ କାର୍ଡ ବିଷୟରେ ଭଲ ଭାବେ ଅବଗତ ହୋଇଥିବେ । ହ୍ୱାଇଟ କାର୍ଡ ବିଷୟରେ ଆପଣମାନେ ଜାଣନ୍ତି କି ? ପ୍ରଥମ ଥର ପାଇଁ ବେନାଫିକା ଓ ସ୍ପୋର୍ଟିଂ ଲିସବନ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ରେଫରୀ ହ୍ୱାଇଟ କାର୍ଡର ବ୍ୟବହାର କରିଛନ୍ତି ।…

ବେକରେ ମାଆଙ୍କ ମଙ୍ଗଳସୂତ୍ର ପିନ୍ଧନ୍ତି ପ୍ରସିଦ୍ଧ ଗାୟକ ପାଲାଶ୍ ସେନ୍

ମୁମ୍ବାଇ: ୯୦ ଦଶକର ପ୍ରସିଦ୍ଧ ଗାୟକ ପାଲାଶ୍ ସେନ୍‌ଙ୍କୁ ଲୋକେ ଏବେ ବି ମନେ ରଖିଛନ୍ତି । ‘କଭି ଆନା ତୁ ମେରୀ ଗଲି' ଏବଂ ‘ମାଏରୀ' ପରି ସୁପରହିଟ୍ ଗୀତରେ ଦର୍ଶକଙ୍କ ହୃଦୟ ଜିତିଥିଲେ ପାଲାଶ୍ । ଆଜି ବି ତାଙ୍କ ପ୍ରଶଂସକଙ୍କ ସଂଖ୍ୟା କମ୍ ନୁହେଁ । ଏକ ବିଶେଷ କାରଣ ପାଇଁ ସେ ଏବେ ବେଶ୍ ପରିଚିତ…

ନାଇଜେରିଆରେ ବୋମା ବିସ୍ଫୋରଣ

ନୂଆଦିଲ୍ଲୀ : ନାଇଜେରିଆର ଉତ୍ତର-ମଧ୍ୟ ରାଜ୍ୟ ନସାରାଓ୍ବା ବେନ୍ୟୁ ଅଞ୍ଚଳରେ ବୋମା ବିସ୍ଫୋରଣ । ବୋମା ମାଡ଼ରେ ୧୨ରୁ ଅଧିକ ଗୋ-ପାଳକ ଏବଂ ସେଠାରେ ଉପସ୍ଥିତ ଥିବା ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ସମସ୍ତ ଆହତ ମାନଙ୍କୁ…

ହିନ୍ଦୀ ସିନେମା ପାଇଁ ପଠାନ୍‌ର ଜବରଦସ୍ତ କମ୍‌ବ୍ୟାକ୍: ପ୍ରଥମ ଦିନରେ ରେକର୍ଡ ଆୟ କଲା ସିନେମା

ମୁମ୍ବାଇ: ନାନା ବିରୋଧ ପ୍ରତିବନ୍ଧକ ସତ୍ତ୍ୱେ ଗତକାଲି ସାରା ଦେଶର ରିଲିଜ୍ ହୋଇଛି ଶାହରୁଖ ଖାନ୍‌ଙ୍କ ଫିଲ୍ମ ପଠାନ। ଫିଲ୍ମକୁ ନେଇ ସିନେ କ୍ରିଟିକ୍‌ଙ୍କର ମିଶ୍ର ପ୍ରତିକ୍ରିୟା ମିଳିଥିବା  ବେଳେ ଇଣ୍ଟର୍‌ନେଟ୍‌ କିନ୍ତୁ ଟ୍ରେଣ୍ଡ ହେଉଛି କିଂ ଇଜ୍ ବ୍ୟାକ୍ ହ୍ୟାସ୍ ଟ୍ୟାଗ୍। ଦୀର୍ଘ ୪ ବର୍ଷ…