Latest Odisha News

BREAKING NEWS

ମାଓବାଦୀଙ୍କ ପୋଷ୍ଟର: ବଙ୍ଗାଳୀଙ୍କୁ ଜମି ନଦେବାକୁ ଆଦିବାସୀଙ୍କୁ ନିବେଦନ

ରାଇଘର: ମାଓବାଦୀମାନେ ନବରଙ୍ଗପୁର ଜିଲ୍ଲାର ରାଇଘର ଅଞ୍ଚଳର ଆଦିବାସୀମାନଙ୍କୁ ସେମାନଙ୍କର ଜମିଜମା ବଙ୍ଗୀୟ ଲୋକଙ୍କୁ ଚାଷ ତଥା ଅନ୍ୟାନ୍ୟ ଉଦ୍ଦେଶ୍ୟରେ ହସ୍ତାନ୍ତର ନକରିବାକୁ କହିଛନ୍ତି। ମାଓବାଦୀ ଏଭଳି ଚେତାବନୀ ଏକ ପୋଷ୍ଟର ଜରିଆରେ ଆଦାବାସୀଙ୍କୁ ଦେଇଛନ୍ତି। ଟ ରାଇଘର ବ୍ଲକର ଏହି…

ଦିନବେଳା ତାପମାତ୍ରା ଛୁଇଁଲାଣି ୩୮ ଡିଗ୍ରୀ, ଆହୁରି ବଢ଼ିବା ସମ୍ଭାବନା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ରବିବାର ପୂର୍ବାନୁମାନ କରିଛି ଯେ, ଆସନ୍ତା ଚାରିରୁ ପାଞ୍ଚ ଦିନ ମଧ୍ୟରେ ଓଡ଼ିଶାରେ ଦିନବେଳା ତାପମାତ୍ରା ସ୍ୱାଭାବିକ ତାପମାତ୍ରାଠାରୁ ଦୁଇରୁ ତିନି ଡିଗ୍ରି ଯାଏ ବଢ଼ିବ। ସାରା ରାଜ୍ୟରେ ପ୍ରବଳ ଗରମ ଅନୁଭୂତ ହେଉଥିବା ବେଳେ ଆଇଏମଡିର…

ରାଜଧାନୀରେ ଜମି ଜାଲିଆତି, ଦୁଇ ଠକ ଗିରଫ

ଭୁବନେଶ୍ୱର: ମୂଳ ଜମି ମାଲିକର ଦସ୍ତାବିଜକୁ ନକଲି କରି ଜମି ବିକ୍ରି କରି ମାଲାମାଲ ହେବାକୁ ଚେଷ୍ଟା କରୁଥିବା ଦୁଇ ଠକ ଗିରଫ। ରବିବାର ୨ଜଣ ସଦସ୍ୟଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)। ଏହି ରାକେଟର ମାଷ୍ଟରମାଇଣ୍ଡ୍‌ କଟକ ଜିଲ୍ଲା ଆଠଗଡ଼ ମଞ୍ଜରିପଡ଼ା…

ଇମ୍ରାନ୍ ଖାନଙ୍କୁ ଗିରଫ କରିବାକୁ ଆସି ଖୋଜି ପାଇଲାନି ପାକିସ୍ତାନ ପୋଲିସ

ଲାହୋର : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ବିରୋଧରେ ଅନେକ ଆଇନଗତ ମାମଲା ଚାଲିଥିବା ବେଳେ ସେ ଆଗୁଆ ନିର୍ବାଚନ ପାଇଁ ମଧ୍ୟ ସରକାର ଉପରେ ଚାପ ପକାଉଥିବା ଅଭିଯୋଗ ରହିଛି। ଏହି ସମୟରେ ପାକିସ୍ତାନ ପୁଲିସ ରବିବାର ତାଙ୍କୁ ଗିରଫ କରିବାକୁ ଉଦ୍ୟମ କରିଛି। ଆଉ ପୂର୍ବତନ…

‘ପାଣିରେ ବୁଡ଼ିଯିବାରୁ ଭିସୁଟ ଛାତ୍ରୀ ଚିନ୍ମୟୀଙ୍କ ମୃତ୍ୟୁ ଘଟିଛି’

ସମ୍ବଲପୁର: ଭିସୁଟ ଛାତ୍ରୀ ଚିନ୍ମୟୀ ସାହୁଙ୍କୁ ପାଣିରେ ଫିଙ୍ଗିବା ପୂର୍ବରୁ ତାଙ୍କ ଗଳାକାଟି ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରୁଥିବା ବେଳେ ତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରେ ମୃତ୍ୟୁର କାରଣ ପାଣିରେ ବୁଡ଼ିଯିବା ବୋଲି ଉଲ୍ଲେଖ କରାଯାଇଛି। ସମ୍ବଲପୁର ଏସପି ବି. ଗଙ୍ଗାଧର…

ଘରୋଇ କମ୍ପାନୀରେ ଚାକିରି କରିଥିବା କର୍ମଚାରୀଙ୍କୁ ଲାଗିପାରେ ଝଟକା, କମିବ ପିଏଫ ସୁଧ!

ନୂଆଦିଲ୍ଲୀ: ଘରୋଇ କ୍ଷେତ୍ରରେ ଚାକିରି କରିଥିବା ଲକ୍ଷ ଲକ୍ଷ ଲୋକଙ୍କୁ ଚଳିତ ମାସରେ ପିଏଫ୍ ସୁଧ ହାର ଉପରେ ଝଟକା ମିଳିପାରେ। ମିଳିଥିବା ସୂଚନା ଅନୁସାରେ ଚଳିତ ଆର୍ଥିକ ବର୍ଷରେ ପିଏଫ ଉପରେ ସୁଧହାର ଆହୁରି ହ୍ରାସ ପାଇବ ବୋଲି ଆଶା କରାଯାଉଛି। ଯାହା ଗତ ୪୩ ବର୍ଷ ମଧ୍ୟରେ ସର୍ବନିମ୍ନ ସୁଧ ହାର।…

କ୍ଷମତାକୁ ଫେରିଲେ ଋଷ-ୟୁକ୍ରେନ ଯୁଦ୍ଧ ଗୋଟିଏ ଦିନରେ ଶେଷ ହେବ: ଟ୍ରମ୍ପ

ନୂଆଦିଲ୍ଲୀ:ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ କ୍ଷମତାରେ ଥିଲେ, ଋଷ-ୟୁକ୍ରେନର ଯୁଦ୍ଧ ହୋଇନଥାନ୍ତା। ଟ୍ରମ୍ପ କହିଛନ୍ତି ଯେ ଯଦି ସେ ପୁଣିଥରେ କ୍ଷମତାକୁ ଫେରନ୍ତି ତାହେଲେ ଋଷ-ୟୁକ୍ରେନ ଯୁଦ୍ଧକୁ ଗୋଟିଏ ଦିନରେ ଶେଷ କରିଦେବେ। କେବଳ ଏହା ନୁହେଁ ତୃତୀୟ…

ବିଦେଶରେ ରାହୁଲଙ୍କ ‘ମନ୍ କୀ ବାତ୍’, କହିଲେ ଚୀନର ଅନୁପ୍ରବେଶ ପ୍ରସଙ୍ଗ ସଂସଦରେ ଉଠାଇ ହେଉନି

ଲଣ୍ଡନ: ବିଦେଶ ଗସ୍ତରେ ଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଭିନ୍ନ ପ୍ରସଙ୍ଗରେ ନିଜର 'ମନ୍ କୀ ବାତ୍' କରି କେନ୍ଦ୍ରର ମୋଦୀ ସରକାରକୁ ଟାର୍ଗେଟ କରୁଛନ୍ତି। ଏହି କ୍ରମରେ ନିକଟରେ ଯେଉଁ ବିବିସି ଅଫିସରେ ଆୟକର ଟିମ୍ ରେଡ୍ କରିଥିଲା ତାକୁ ନେଇ ଲଣ୍ଡନରେ ରାହୁଲ ଗାନ୍ଧୀ ମତ ରଖିବା…

ଗଳ୍ପ : ସରଭେଣ୍ଟ

ଅଭିଜିତ ଦେବର୍ଷି  ଶ୍ୟାମଲେନ୍ଦୁ ମହାପାତ୍ର ଓରଫ ଶ୍ୟାମ ଅଜା ନିଜ ଘର ବାରି , ବଂଶ ଆଭିଜାତ୍ୟ ର ଯେତିକି ପ୍ରଶଂସା ନା କରନ୍ତି ତା' ଠୁ ଅଧିକା ପ୍ରଶଂସା କରନ୍ତି ନିଜ ପୁଅ ସୋମର। କାହିଁକି ବା ନକରିବେ ? ତାଙ୍କ ପୁଅ ସୋମ ଓରଫ ସୋମ୍ୟଜିତ୍ ମହାପାତ୍ର ପଙ୍କରେ ପଦ୍ମ ସଦୃଶ। ଶ୍ୟାମ ଅଜାଙ୍କ…

ପସନ୍ଦ ଆସିଲାନି ଆରାଧ୍ୟାଙ୍କ ଷ୍ଟାଇଲ୍

ମୁମ୍ବାଇ: ଅଭିନେତା ଅଭିଷେକ ବଚ୍ଚନ ଓ ଐଶ୍ୱର୍ଯ୍ୟା ରାୟଙ୍କ ଝିଅ ଆରାଧ୍ୟାଙ୍କ ଷ୍ଟାଇଲକୁ ନେଇ ଏବେ ଖୁବ୍ ଚର୍ଚ୍ଚା । ଆରାଧ୍ୟାଙ୍କୁ ଏବେ ୧୧ ବର୍ଷ ବୟସ । ସେ ପ୍ରାୟତଃ ତାଙ୍କ ବାପାମାଆଙ୍କ ସହ ଦେଖିବାକୁ ମିଳିଥାନ୍ତି । ନିକଟରେ ମୁମ୍ବାଇରେ ଆୟୋଜିତ ଏକ ଗ୍ରାଣ୍ଡ ଇଭେଣ୍ଟରେ ଆରାଧ୍ୟା ତାଙ୍କ…