ଭାଷା ଭାଗବତ : ନିରବ ଜଣାଣ
ପ୍ରଫୁଲ୍ଲ କୁମାର ତ୍ରିପାଠୀ ଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ପ୍ରଭୁ ତ ନିରବ ଭାବନା
ବୁଝଂତି, ଯେଣୁ ମୋତେ ଜଣା
କରିବିନାହିଁ ମୁଁ ଚିତ୍କାର
ପ୍ରାର୍ଥନା ଗାଇ ବାରଂବାର
କରିଛିଁ ସମୂହ ପ୍ରାର୍ଥନା
ପ୍ରଭୁଂକୁ ସବୁ କିଛି ଜଣା
ତେଣୁ କରିଲେ ଆଡ଼ଶୁଣା
ଏବେ ପଡ଼ୁଛି ମୋତେ ଜଣା…