ମୃତ୍ୟୁର ୧୭ ବର୍ଷ ପରେ ଧୁମ୍ଧାମ୍ରେ ପାଳିତ ହେଲା ବିବାହ
ନୂଆଦିଲ୍ଲୀ: ବାଜା ବାଜୁଥିଲା । ନାଚଗୀତ ମଧ୍ୟ ହେଉଥିଲା । ବରବେଶରେ ସଜ୍ଜେଇ ମଧ୍ୟ ହୋଇଥିଲେ ବର । ଠିକ୍ ସମୟରେ ମଣ୍ଡପରେ ପହଞ୍ôଚଥିଲେ ବର ସହ ବରଯାତ୍ରୀ । ସେଠାରେ କନ୍ୟା ଘର ପକ୍ଷରୁ ବରକୁ ସ୍ୱାଗତ ମଧ୍ୟ କରାଗଲା । ହେଲେ ବର ବଦଳରେ ଥିଲା ବରଙ୍କ ଫଟୋ ଚିତ୍ର । ଏମିତି ଏକ ଅଜବ ବିବାହ ଉତ୍ସବ…