କବିତା : ଶୁଭେଚ୍ଛା
ଗଦାଧର ସାହୁ
ଶୁଭେଛାର ସୁଅ
ସବୁଠି ଛୁଟୁଛି
କିଏ ସେ ଆସୁଛି ବୋଲି,
ତୁମ ଘରେ ଯିଏ
ଆଜିର କୁଣିଆଁ
ଆମ ଘରେ ଆଜି କାଲି ।
ସଭିଙ୍କ ବିଶ୍ବାସ
ସେ ନୂଆ ବରଷ
ଆଣିବ ସୁଖ ସମୃଦ୍ଧି,
ପରଷ୍ପର ପାଇଁ
କାମନା କରନ୍ତି
ଇଶ୍ବରେ କରି ବିନତୀ।
କରୁଛୁ ପ୍ରାର୍ଥନା
ଶାନ୍ତିର କାମନା
ସକଳ…