କେଉଁ କାରଣ ପାଇଁ ଦିନିକିଆ ଓ ଟି-୨୦ ଖେଳାଳି ତାଲିକାରୁ ପନ୍ତ ବାଦ୍ ପଡ଼ିଲେ?
ମୁମ୍ବାଇ: ବିସିସିଆଇ ମଙ୍ଗଳବାର ବିଳମ୍ବିତ ରାତିରେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଏବଂ ଟି -୨୦ ସିରିଜ ପାଇଁ ଖେଳାଳି ତାଲିକା ଘୋଷଣା କରିଛି। ଦଳର ଶେଳାଳି ତାଲିକା ଘୋଷଣା ହେବା ପରେ ଗୋଟିଏ କଥା ଆଶ୍ଚର୍ଯ୍ୟଜନକ ଥିଲା। ଏହି ଦୁଇ ଫର୍ମାଟ ଖେଳରେ ଯୁବ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଋଷଭ…