୧୦୨ ସନ୍ତାନ ଜନ୍ମ ପରେ ବୁଦ୍ଧି ପଶିଲା, କଲେ ପରିବାର ନିୟୋଜନ
ନୂଆଦିଲ୍ଲୀ: ହୁ ହୁ ବଢୁଛି ଜନସଂଖ୍ୟା । ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହୋଇଛି ପରିବାର ନିୟନ୍ତ୍ରଣ ଯୋଜନା । ହେଲେ ଏହାର ବ୍ୟତ୍ରିକମ ହେଉଛନ୍ତି ମୁସା ହସାହୟା । ତାଙ୍କର ୨ ବା ୪ ପତ୍ନୀ ନୁହଁନ୍ତି, ୧୨ ଜଣ ପତ୍ନୀ । ଆଉ ସନ୍ତାନ ସଂଖ୍ୟା ଶୁଣିଲେ…