Latest Odisha News

BREAKING NEWS

ଘୃଣା ସୃଷ୍ଟିକାରୀ ଆଙ୍କରଙ୍କୁ ଟିଭି ପରଦାରୁ ହଟାଯାଉ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ହେଟ୍ ସ୍ପିଚ୍ ମାମଲାକୁ ନେଇ ମିଡିଆ ଉପରେ ଅସନ୍ତୋଷ ପ୍ରକାଶ କରିବା ସହ କଡ଼ା ଟିପ୍ପଣି କରିଛନ୍ତି ସୁପ୍ରିମକୋର୍ଟ। ଶୁକ୍ରବାର ହେଟ୍ ସ୍ପିଚ୍ ସହ ଜଡିତ ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଟିଭି ଚ୍ୟାନେଲ ଗୁଡିକର କାମ କରିବା ଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି। ସବୁକିଛି…

ଏକଦା ହକିର ‘ବାଦଶାହ’ ଥିଲା, ଏବେ କିନ୍ତୁ ବିଶ୍ୱକପ ଖେଳୁନି ପାକିସ୍ତାନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ପାକିସ୍ତାନର ରାଜନୀତିକ ଏବଂ ଅର୍ଥନୈତିକ ପରିସ୍ଥିତି ଯେପରି କୋମାରେ ପ୍ରବେଶ କରିଛି। ଏହାର ଜାତୀୟ ଖେଳ ହକି ସହିତ ପ୍ରାୟ ସମାନ ଘଟଣା ଘଟିଛି। ଦଶନ୍ଧି ଧରି ପାକିସ୍ତାନ ହକି ଜଗତରେ ପ୍ରାଧାନ୍ୟ ବିସ୍ତାର କରିଥିଲା। ୧୯୪୮ ରୁ ୧୯୮୪ ପର୍ଯ୍ୟନ୍ତ ହକିରେ କେବଳ…

ସରକାରୀ କର୍ମଚାରୀଙ୍କ ପାଇଁ ପୁଣିଥରେ ଲାଗୁ ହେଲା ପେନ୍‌ସନ ଯୋଜନା

ଶିମଲା: ହିମାଚଳ ପ୍ରଦେଶରେ ସରକାର ଗଠନ କରିବା ପରେ ପ୍ରତିଶ୍ରୁତି ପୂରଣ କରିଛି କଂଗ୍ରେସ। ସରକାରୀ କର୍ମଚାରୀଙ୍କ ପାଇଁ ପୁଣିଥରେ ପୁରୁଣା ପେନ୍‌ସନ ସ୍କିମ୍ ଲାଗୁ ହୋଇଛି। ଶୁକ୍ରବାର ମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ସୁଖୁ ପେନ୍‌ସନ୍‌ ଯୋଜନା ଲାଗୁ ହୋଇଥିବା ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ…

ବିଦେଶରେ ଏହି ଭାରତୀୟ କାର୍ କମ୍ପାନୀର କମାଲ; ବିଦେଶୀ ବଜାର କବ୍‌ଜା କଲାଣି କମ୍ପାନୀ

ନୂଆଦିଲ୍ଲୀ, ୧୨/୦୧: ବିଦେଶରେ ଭାରତୀୟ କାର୍ କମ୍ପାନୀର ପ୍ରଭାବ। ଦକ୍ଷିଣ ଆଫ୍ରିକାରେ ଦ୍ରୁତ ଅଭିବୃଦ୍ଧି କରୁଛି ଭାରତୀୟ କାର୍‌ ନିର୍ମାତା କମ୍ପାନୀ ମହିନ୍ଦ୍ରା। ଦକ୍ଷିଣ ଆଫ୍ରିକାରେ ମହିନ୍ଦ୍ରାର କାର୍‌ ବିକ୍ରିରେ ରେକର୍ଡ ବୃଦ୍ଧି ହୋଇଛି। ଆଉ ଏବେ କମ୍ପାନୀ ୨୦୨୨ ରେ ଦକ୍ଷିଣ ଆଫ୍ରିକାରେ…

୪୦୦ ୱିକେଟ କ୍ଲବରେ ଓଡିଶା ପେସର ବସନ୍ତ

ଭୁବନେଶ୍ୱର: ଓଡିଶା କ୍ରିକେଟ ଟିମର ସିନିୟର ପେସ ବୋଲର ବସନ୍ତ ମହାନ୍ତି ଆଜି ଏକ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ହିମାଚଳପ୍ରଦେଶ ବିପକ୍ଷ ରଣଜୀ ମ୍ୟାଚରେ ସେ ୩ଟି ୱିକେଟ କରିଥିଲେ । ଏଥିସହ ବସନ୍ତ ପ୍ରଥମ ଶ୍ରେଣୀ କ୍ରିକେଟରେ ୪୦୦ ୱିକେଟ ହାସଲ କରିଛନ୍ତି । ୩୬ ବର୍ଷୀୟ ବସନ୍ତ ୨୦୦୭ରେ…

ଆସନ୍ତା ଶିକ୍ଷାବର୍ଷରୁ ଉତ୍କଳ ବିଶ୍ବବିଦ୍ୟାଳୟରେ ଖୋଲିବ ‘ପରଫର୍ମିଂ ଆର୍ଟ’: କୁଳପତି

ଭୁବନେଶ୍ୱର: ପ୍ରାଚୀନ କାଳରୁ ପ୍ରଥମେ ସଂସ୍କୃତରେ ହିଁ ସଙ୍ଗୀତ ରଚନା, ଗାନ ଓ ପରିବେଷଣ କରାଯାଉଥିଲା। ଚାପଯୁକ୍ତ ଜୀବନକୁ ମୁକ୍ତ କରିଥାଏ ସଙ୍ଗୀତ। ସଙ୍ଗୀତ ଜୀବନରେ ଆନନ୍ଦ ଭରିଦେଇଥାଏ। ବୌଦ୍ଧିକ ଜ୍ଞାନ ହାସଲ କରି ଛାତ୍ରଛାତ୍ରୀମାନେ କିଭଳି ଚାପମୁକ୍ତ ଜୀବନ ଅତିବାହିତ କରିପାରିବେ ଏବଂ…

ପାକିସ୍ତାନର ଅତ୍ୟାଚାରରେ ଅସହ୍ୟ ପିଓକେ; ଭାରତରେ ମିଶିବାକୁ ତେଜିଲା ଆନ୍ଦୋଳନ

ଶ୍ରୀନଗର: ପାକିସ୍ତାନ ଅଧିକୃତ କାଶ୍ମୀର ପିଓକେରେ ଲୋକେ ଏବେ ପାକିସ୍ତାନ ଅତ୍ୟାଚାରରେ ଅସହ୍ୟ ହେଲେଣି। ସେମାନେ ଏବେ ଭାରତରେ ମିଶିବାକୁ ଚାହୁଛନ୍ତି। ଏନେଇ ପିଓକବାସିନ୍ଦା ଜୋର୍‌ଦାର ବିକ୍ଷୋଭ ପ୍ରଦର୍ଶନ କରିବା ଆରମ୍ଭ କରିଦେଇଛନ୍ତି। ତାଙ୍କ ସହ ଭେଦଭାବ କରାଯାଉଛି। ପାକିସ୍ତାନ ସରକାରଙ୍କ…

ଫେବୃଆରୀରେ କଂଗ୍ରେସର ପାଓ୍ୱାର ଶୋ’, ଓଡ଼ିଶା ଆସିବେ ଖଡଗେ ଓ ପ୍ରିୟଙ୍କା ଗାନ୍ଧୀ

ଭୁବନେଶ୍ୱର: ବିଜେପି ଓ ବିଜେଡି ପରେ ଓଡ଼ିଶାରେ କଂଗ୍ରେସ କରିବାକୁ ଯାଉଛି ପାଓ୍ୱାର ଶୋ'। ଆସନ୍ତା ମାସରେ ରାଜ୍ୟ କଂଗ୍ରେସ ହାଥ ସେ ହାଥ ଯୋଡ କାର୍ଯ୍ୟକ୍ରମ କରିବାକୁ ଯାଉଛି। ଏହି ଅବସରରେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଆସିବାର…

ଆମେରିକା ରାଷ୍ଟ୍ରପତି ଦୌଡ଼ରେ ଭାରତୀୟ ବଂଶୋଦ୍ଭବ ରୋ ଖାନ୍ନା, ସ୍ୱାଧିନତା ସଂଗ୍ରାମୀ ଥିଲେ ଜେଜେ

ନୂଆଦିଲ୍ଲୀ: ଆମେରିକୀୟ ପ୍ରମୁଖ କମ୍ପାନୀଗୁଡ଼ିକ ଉପରେ ଭାରତୀୟଙ୍କ ରାଜୁତି ରହିଥିବା ବେଳେ ଆମେରିକା ରାଜନୀତିରେ ମଧ୍ୟ ଭାରତୀୟଙ୍କ ପ୍ରଭାବ ବଢ଼ିଛି। ଏବେ ରାଷ୍ଟ୍ରପତି ଦୌଡ଼ରେ ଜଣେ ଭାରତୀୟ ଥିବା ସୂଚନା ମିଳିଛି। ସେ ହେଉଛନ୍ତି ରୋ ଖନ୍ନା। ୨୦୨୪ରେ ହେବାକୁ ଥିବା ଆମେରିକା ରାଷ୍ଟ୍ରପତି…

‘ଆମ ଯୁବପିଢିଙ୍କୁ ବୈଶ୍ୱିକ ନାଗରିକ ଭାବରେ ବିକଶିତ କରିବା ଆମର ଲକ୍ଷ୍ୟ’

ନୂଆଦିଲ୍ଲୀ: ୨୦୨୫ ସୁଦ୍ଧା ଭାରତର ୫୦ ପ୍ରତିଶତ ଯୁବବର୍ଗଙ୍କୁ ଧନ୍ଦାମୂଳକ ଶିକ୍ଷାରେ ସଶକ୍ତ କରାଯିବାର ଲକ୍ଷ୍ୟ ରଖାଯାଇଛି ଏବଂ ସ୍କୁଲ, ଦକ୍ଷତା ଓ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ନ୍ୟାସନାଲ କ୍ରେଡିଟ୍ ଫ୍ରେମଓ୍ୱାର୍କ (ଏନସିଏଫ୍) ବିକଶିତ କରାଯାଇଛି ବୋଲି…