ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢା ପରିକ୍ରମା ଅବସରରେ ଆମେ ପଞ୍ଚଶକ୍ତି ମନ୍ଦିରରେ ମା ଭୁବନେଶ୍ୱରୀ ଓ ମା ସରସ୍ବତୀଙ୍କ ବିଷୟରେ କିଛି କିଛି ତତ୍ତ୍ୱ ଓ ତଥ୍ୟ ଜାଣିଲେ। ଆସନ୍ତୁ…