ଆମେରିକା ରାଷ୍ଟ୍ରପତି ଦୌଡ଼ରେ ଭାରତୀୟ ବଂଶୋଦ୍ଭବ ରୋ ଖାନ୍ନା, ସ୍ୱାଧିନତା ସଂଗ୍ରାମୀ ଥିଲେ ଜେଜେ
ନୂଆଦିଲ୍ଲୀ: ଆମେରିକୀୟ ପ୍ରମୁଖ କମ୍ପାନୀଗୁଡ଼ିକ ଉପରେ ଭାରତୀୟଙ୍କ ରାଜୁତି ରହିଥିବା ବେଳେ ଆମେରିକା ରାଜନୀତିରେ ମଧ୍ୟ ଭାରତୀୟଙ୍କ ପ୍ରଭାବ ବଢ଼ିଛି। ଏବେ ରାଷ୍ଟ୍ରପତି ଦୌଡ଼ରେ ଜଣେ ଭାରତୀୟ ଥିବା ସୂଚନା ମିଳିଛି। ସେ ହେଉଛନ୍ତି ରୋ ଖନ୍ନା। ୨୦୨୪ରେ ହେବାକୁ ଥିବା ଆମେରିକା ରାଷ୍ଟ୍ରପତି…