Latest Odisha News

BREAKING NEWS

ବ୍ରହ୍ମପୁର ଉପକଣ୍ଠରେ ନକଲି ସିଗାରେଟ ଓ ଗୁଟଖା ଫ୍ୟାକ୍ଟ୍ରି ଠାବ

ବ୍ରହ୍ମପୁର: ଦେଶର ଏକ ନାମିଦାମୀ କମ୍ପାନୀର ସିଗାରେଟ ଓ ଗୁଟଖାକୁ ନକଲି କରି ବଜାରକୁ ଛାଡୁଛନ୍ତି ବ୍ରହ୍ମପୁରର ଜଣେ ବ୍ୟବସାୟୀ। ସହର ଉପକଣ୍ଠା ଲାଠି ମୁଖ୍ୟ ରାସ୍ତାରେ ଏହି ନକଲି ଫାକ୍ଟ୍ରି ରହିଛି। ଅନେକ ଦିନ ହେବ ଏହି ଫାକ୍ଟ୍ରି ଚାଲୁଥିଲେ ମଧ୍ୟ ସ୍ଥାନୀୟ ପୁଲିସ କିମ୍ବା ପ୍ରଶାସନ…

ମନ୍ତ୍ରୀ ରୀତା ସାହୁଙ୍କ ପୁୁଅ ଥାନାରେ ଅଟକ

ବିଜେପୁର: ମନ୍ତ୍ରୀ ରୀତି ସାହୁଙ୍କ ପୁଅ ଥାନାରେ ଅଟକ। ମହିଳାଙ୍କୁ ଖରାପ ବ୍ୟବହାର ସହିତ ଶାଢୀ ଟାଣିବା ଅଭିଯୋଗର ପୋଲିସ ରୀତା ସାହୁଙ୍କ ପୁଅ ସୌରଭ ସାହୁଙ୍କୁ ଥାନାରେ ଅଟକ ରଖିଛି। ବିଜେପୁର ଏନଏସି ଅଧ୍ୟକ୍ଷା ସୀତା ବାରିକଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ମାମଲାରେ ପୁଲିସ ରୀତାଙ୍କ…

ଇଡକଲ ଡେପୁଟି ମ୍ୟାନେଜରଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୪ କୋଟି ଠାବ

ଭୁବନେଶ୍ୱର: ଭିଜିଲାନ୍ସ ବିଭାଗ ମଙ୍ଗଳବାର ଇଡକଲର ଡେପୁଟି ମ୍ୟାନେଜର ଗୟା ସାନ୍ତରାଙ୍କ ବ୍ୟାଙ୍କ ଆକାଉଣ୍ଟରେ ୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ୟାଙ୍କ ଜମା ରାଶି ଥିବା ଜାଣିବାକୁ ପାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୟା ସାନ୍ତରା ଏବେ ଭିଜିଲାନ୍ସ ସ୍କାନରରେ। ଭିଜିଲାନ୍ସର…

ଚାଷୀ ସମସ୍ୟା ନେଇ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଭେଟିଲେ ବିଜେପି ସାଂସଦ

ନୂଆଦିଲ୍ଲୀ: ମଣ୍ଡି ସମସ୍ୟା ନେଇ ରାଜ୍ୟ ସରକାରଙ୍କୁ ବିଜେପି ଘେରିବା ପରେ ଏବେ ଦିଲ୍ଲୀରେ ଏହି ପ୍ରସଙ୍ଗ ଉଠାଇଛି। ରାଜ୍ୟରେ କ୍ରମାଗତ ଧାନ କିଣାରେ ଦୁର୍ନୀତି, ମଣ୍ଡି ପରିଚାଳନାରେ ଅବ୍ୟବସ୍ଥା ଓ ଚାଷୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ହସ୍ତକ୍ଷେପ କରିବାକୁ…

ଖାଇବା ଟେବୁଲରେ ଏକାଠି ନଜର ଆସିଲେ ପିଏମ୍ ମୋଦି ଓ ମଲ୍ଲିକାର୍ଜୁନ ଖଡ଼ଗେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବିରୋଧୀ ଦଳ ନେତା । ତାହା ପୁଣି ଗୋଟିଏ ଟେବୁଲରେ । ଆଜ୍ଞା ହଁ ପରପ୍ୱକ ଭାରତୀୟ ଗଣତନ୍ତ୍ରରେ ଏଭଳି ଦେଖିବାକୁ ମିଳିଛି । ସଂସଦ ଭିତରେ ସରକାରଙ୍କୁ ସମାଲୋଚନା କରୁଥିବା ବିରୋଧୀ, ସଂସଦ ବାହାରେ ବନ୍ଧୁ । ଆଜି ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କ ସହ ବିରୋଧୀ…

୩୩ ତାଲିବାନୀଙ୍କୁ ମାରିଲେ ପାକ ସେନା, ଶେଷ ହେଲା ବନ୍ଧକ ଡ୍ରାମା

ଲାହୋର: ପାକିସ୍ତାନର ବନ୍ନୁ ଜିଲ୍ଲାରେ ୪୦ ଘଂଟା ଧରି ଚାଲିଥିବା ବନ୍ଧକ ଡ୍ରାମାର ପରିସମାପ୍ତି ଘଟିଛି । କାଂଉଟର ଟେରୋଜିମ ସେଂଟରକୁ କବଜା କରିଥିବା ତେହେରିକ ଇ ତାଲିବାନର ୩୩ ଆତଙ୍କାଦୀଙ୍କୁ ପାକ ସେନା ମାରିବାରେ ସଫଳ ହୋଇଛନ୍ତି । ରକ୍ଷା ମନ୍ତ୍ରୀ ଖ୍ୱାଜା ଅସିଫ ସଂସଦରେ ଆଜି ଏ ସମ୍ପର୍କରେ…

ତୋ ବିନା ଲାଗେନା ଭଲ କିଛି…

ଦୋହା: ଫିଫା ବିଶ୍ୱକପ ୨୦୨୨ ସଂସ୍କରଣରେ ଚାମ୍ପିୟନ ହୋଇଛି ଆର୍ଜେଂଟିନା । ଦୀର୍ଘ ଦିନ ଧରି ପ୍ରଶଂସକଙ୍କୁ ଏହି ସ୍ୱପ୍ନକୁ ସାକାର କରିଛନ୍ତି ଲିଓନେଲ ମେସିଙ୍କ ଟିମ । ମେସିଙ୍କ ସ୍ୱପ୍ନ ମଧ୍ୟ ସାକାର ହୋଇଛି । ଆର୍ଜେଂଟିନା ଏବେ ଉତ୍ସବମୁଖରିତ । ଏହା ହେବା ବି ନିଶ୍ଚିତ । ଏଠାରେ ସମସ୍ତେ ଫୁଟବଲ…

ପୁରୀରେ NMA ଅଧ୍ୟକ୍ଷ, ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ ବୁଲି ଦେଖିଲେ ଐତିହ୍ୟ କରିଡର

ପୁରୀ: କିଭଳି ଚାଲିଛି ଶ୍ରୀମନ୍ଦିର ଐତିହ୍ୟ କରିଡର କାର୍ଯ୍ୟ ? ସୁ୍ପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ହେଉଛି ତ ? ଆଜି ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ଏନଏମଏ ଅଧ୍ୟକ୍ଷ କିଶୋର କେ ବାସା । ପ୍ରଥମେ ଶ୍ରୀମନ୍ଦିର ଯାଇ କିଶୋର କେ…

ବ୍ରିଟେନ ନୋଟରେ ଏଥର କିଙ୍ଗ ଚାର୍ଲସଙ୍କ ଫଟୋ ରହିବ

ଲଣ୍ଡନ: ରାଣୀ ଏଲିଜାବେଥଙ୍କ ମୃତ୍ୟୁ ପରେ ଏବେ ବ୍ରିଟେନ ନୋଟରେ କିଙ୍ଗ ଚାର୍ଲସଙ୍କ ଫଟୋ ରହିବ । ବ୍ରିଟେନ ସେଂଟ୍ରାଲ ବ୍ୟାଙ୍କ ଏ ନେଇ ଚାର୍ଲସଙ୍କ ଫଟୋ ଥିବା ନୂତନ ନୋଟର ଡିଜାଇନ ଜାରୀ କରିଛି । ସେପ୍ଟମ୍ବରରେ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମୃତ୍ୟୁ ପରେ ଚାର୍ଲସଙ୍କୁ ରାଜା କରାଯାଇଥିଲା ।…

ଫୁଟବଲ ଖେଳାଳିଙ୍କ ଜର୍ସି ପିନ୍ଧି ବାହାହେଲେ, ବିବାହ ବେଦିରୁ ଫାଇନାଲ ମ୍ୟାଚ ଦେଖିବାକୁ ଧାଇଁଲେ

ଥିରୁଅନନ୍ଦପୁରମ: ଫିଫା ୱାର୍ଲଡ କପ ନିଶା ଏବେ ବି ଉତୁରନି ଫ୍ୟାନ୍ସ ମନରୁ । ନିଜ ପ୍ରିୟ ଖେଳାଳିଙ୍କ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଅଛନ୍ତି  ପାଗଳ ଫୁଟବଲପ୍ରେମୀ । ଏମିତି ଏକ ଫୁଟବଲ ପ୍ରେମୀ ଯୋଡିଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭାଇରାଲ ହୋଇଥିବା ଏହି ଫଟୋ କେରଳର…