ଆମେରିକାରେ ଏୟାର ଟ୍ରାଫିକ ବ୍ୟବସ୍ଥାରେ ତ୍ରୁଟି, ୧୨୦୦ ବିମାନ ଉଡାଣରେ ଅସୁବିଧା
ୱାଶିଂଟନ: ଏକ ବଡ ଧରଣର କମ୍ପ୍ୟୁଟର ତ୍ରୁଟି ଯୋଗୁ ଆମେରିକାରେ ବିମାନ ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇଛି । ଏୟାର ଟ୍ରାଫିକ କଂଟ୍ରୋଲରେ ବୈଷୟିକ ତ୍ରୁଟି ଦେଖାଯିବାରୁ ୧୨୦୦ରୁ ଊର୍ଦ୍ଧ୍ୱ ବିମାନ ଉଡାଣରେ ବିଳମ୍ବ ହୋଇଛି । ଯାତ୍ରୀମାନେ ଭୟଭୀତ ହେବା ସହ ପ୍ରବଳ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।…