ତୁର୍କୀ-ସିରିଆ ଭୂମିକମ୍ପର ୧୧ ଦିନ ପରେ ୩ ଜୀବନ୍ତ ଉଦ୍ଧାର; ମୃତ୍ୟୁ ସଂଖ୍ୟା ୪୫ ହଜାର ଟପିଲା
ଇସ୍ତାନବୁଲ: ତୁର୍କୀ-ସିରିଆ ଭୂମିକମ୍ପର ୧୧ ଦନ ବିତିଯାଇଥିଲେ ବି ଏବେ ଧ୍ୱସଂସ୍ତୁପ ଭିତରେ ଜୀବନ ଚାପି ହୋଇ ରହିଥିବା ଆଶାରେ ସର୍ଚ୍ଚ ଅପରେଶନ ଜାରି ରହିଛି। ଶୁକ୍ରବାର ଉଦ୍ଧାରକାରୀ ଟିମ୍ ୩ ଜଣଙ୍କୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରିଛନ୍ତି। ଭୂମିକମ୍ପରେ ମୋଟ ମୃତ୍ୟୁ ସଂଖ୍ୟା ୪୫ ହଜାର…