Latest Odisha News

BREAKING NEWS

ରାସ୍ତା ଚିକ୍କଣ ହେଉଛି କିନ୍ତୁ ଓ୍ୱାର୍ଡରେ ମଶା ଭର୍ତ୍ତି, ବିଏମସି ଆଗରେ ବିଜେପିର ଅଭିନବ ପ୍ରତିବାଦ

ଭୁବନେଶ୍ୱର: ସ୍ମାର୍ଟ ସିଟିରେ ମଶାଙ୍କ ଉପଦ୍ରବକୁ ବିରୋଧ କରି ଶୁକ୍ରବାର ଭୁବନେଶ୍ୱର ମହାନଗର ନିଗମ ଅଫିସ ସମ୍ମୁଖରେ ଏକ ଅଭିନବ ପ୍ରତିବାଦ କରିଛି ଭାରତୀୟ ଜନତା ପାର୍ଟି। ବିଏମସିର ଫାଟକ ଆଗରେ ମଶାରି ବାନ୍ଧି ଭିତରେ ବସି ରାଜଧାନୀବାସୀଙ୍କ ସହ ପ୍ରତିଦିନ ଲଢ଼ୁଥିବା ମଶାଙ୍କ ଉପଦ୍ରବକୁ ବିରୋଧ…

ଓଡ଼ିଶା ଫେରିଲେ ଆଇଏଏସ ଉଷା ପାଢୀ

ଭୁବନେଶ୍ୱର: କେନ୍ଦ୍ର ଡେପୁଟେସନରେ ଯାଇଥିବା ଆଇଏଏସ ଉଷା ପାଢୀ ଫେରିଲେ ଓଡ଼ିଶା। ରାଜ୍ୟ ସରକାର ତାଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ସେହିପରି ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି। ସାଧାରଣ…

ବୋଲ୍ଟଙ୍କୁ ପଛରେ ପକାଇଲେ ନୀରଜ

ନୂଆଦିଲ୍ଲୀ: ଭାରତର ଷ୍ଟାର ଜାଭେଲିନ ଥ୍ରୋୟର ତଥା ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ବିଶ୍ୱର ଦ୍ରୁତତମ ଧାବକ ଜାମାଇକାର ଉସେନ ବୋଲ୍ଟଙ୍କୁ ପଛରେ ପକାଇ ସବୁଠାରୁ ଚର୍ଚ୍ଚିତ ଆଥଲେଟ ସାଜିଛନ୍ତି । ଆନ୍ତର୍ଜାତୀୟ ମୁକାବିଲାରେ ଆକର୍ଷଣୀୟ ପ୍ରଦର୍ଶନ ଏବଂ ନମ୍ର ଓ ଭଦ୍ର ବ୍ୟକ୍ତିତ୍ୱ…

ଫିଫା ବିଶ୍ୱକପ : ଟ୍ରେଣ୍ଡ ହେଉଛି ଏସବିଆଇ ପାସବୁକ

ନୂଆଦିଲ୍ଲୀ: ଫିଫା ବିଶ୍ୱକପ ଫାଇନାଲ ଏଥର ଆର୍ଜେଂଟିନା ଓ ଫ୍ରାନ୍ସ ମଧ୍ୟରେ ଖେଳାଯିବ । ୨ଥର ଚାମ୍ପିୟନ ଆର୍ଜେଂଟିନା ଟିମ ୩୬ ବର୍ଷ ପରେ ପୁନର୍ବାର ବିଶ୍ୱକପ ଜିତିବା ସମ୍ଭାବନା ସୃଷ୍ଟି କରିଛି । ତେବେ ଆର୍ଜେଂଟିନା ଟିମ ଫାଇନାଲକୁ ଯିବା ପରେ ଭାରତର ଏସବିଆଇ ପାସବୁକ ଟ୍ରେଣ୍ଡ ହେବାରେ ଲାଗିଛି…

ପୁରୁଷ ଟି୨୦ରେ ସର୍ବନିମ୍ନ ସ୍କୋର କଲା ସିଡନୀ ଥଣ୍ଡର୍ସ

ସିଡନୀ: ସିଡନୀ ଥଣ୍ଡର୍ସ ପୁରୁଷ ଟି୨୦ କ୍ରିକେଟରେ ଏକ ଅଲୋଡା ରେକର୍ଡ କରିଛି । ବିଗବ୍ୟାଶ ଲିଗର ଏକ ମୁକାବିଲାରେ ସିଡନୀ ଟିମ ବିଶ୍ୱ କ୍ରିକେଟରେ ସର୍ବନିମ୍ନ ସ୍କୋର ୧୫ ରନ କରି ଅଲଆଉଟ ହୋଇଯାଇଛି । ପ୍ରଥମେ ବ୍ୟାଟିଂ କରି ଆଡିଲେଡ ଷ୍ଟାଇକର୍ସ ୧୪୦ ରନର ଟାର୍ଗେଟ ରଖିଥିଲା । କ୍ରିସ ଲେନ ୩୬ ଓ…

ଭିକ ମାଗି ମନ୍ଦିରକୁ ଦାନ କଲେ ଲକ୍ଷେ ଟଙ୍କା

ଫୁଲବାଣୀ: ସେ ନିରୋଳା ଭକ୍ତଟିଏ । ତାଙ୍କର କିଛି ଲୋଡା ନାହିଁ । ସବୁ ସମର୍ପି ଦେଇଛନ୍ତି ଜଗନ୍ନାଥଙ୍କୁ । ତାଙ୍କୁ ଦେଖିଲେ ମନେ ପଡିଯାଏ ସେଇ ଭାବାବେଗ ଭରା ଭଜନ ଜଗନ୍ନାଥ ହୋ….କିଛି ମାଗୁନାହିଁ ତୋତେ..ଧନ ମାଗୁନାହିଁ . ଜନ ମାଗୁନାହିଁ… । ସେଥିପାଇଁ ବୋଧହୁଏ ସେ ଯାହା ମାଗି ମାଗି…

ଲଭ୍‌ରେ ନୂଆ ଛୁଙ୍କ ଦେବ ‘କଫି ସପ୍‌’ ଫିଲ୍ମ

ଭୁବନେଶ୍ୱର : ଖୁବ୍‌ଶୀଘ୍ର ପ୍ରେକ୍ଷାଳୟକୁ ଆସୁଛି ‘କଫି ସପ୍‌’ ଫିଲ୍ମ । ପୁଣି ପରଦାରେ ଓଡ଼ିଆ ଦର୍ଶକ ଦେଖିବେ ଲଭ୍‌ ଓ ଏଣ୍ଟରଟେନମେଣ୍ଟର ତଡ଼କା  । ରୌଦ୍ରୀ ଟେଲି ଆର୍ଟ ପ୍ରାଇଭେଟ ଲିମିଟେଡ ବ୍ୟାନରରେ ଏହି ଚଳଚ୍ଚିତ୍ର ପ୍ରସ୍ତୁତ କରାଯାଇଛି  । ଏହି ଚଳଚ୍ଚିତ୍ରରେ ନାୟକ ଏବଂ ନାୟିକାଙ୍କ…

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦ୍‌ଘାଟନର ବର୍ଷେ ପରେ ବି କାର୍ଯ୍ୟକ୍ଷମ ହେଉନି ମେଡ଼ିକାଲ କୋଠା

ବ୍ରହ୍ମପୁର: ଗୁଣାତ୍ମକ ସ୍ବାସ୍ଥ୍ୟ ସେବା ଯୋଗାଇଦେବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଉଦ୍‌ଘାଟିତ କୋଠାକୁ ଗୋଟିଏ ବର୍ଷ ପୂରିଲା। ଅଥଚ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ। ଗଞ୍ଜାମ ସ୍ବାସ୍ଥ୍ୟ ପ୍ରଶାସନର ଏଭଳି ଅପରାଗତା ଯୋଗୁ ଗୋଟିଏ ପଟେ ରୋଗୀମାନେ ସ୍ବାସ୍ଥ୍ୟ ସେବାରୁ…

ଚୀନ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି, ଆମ ସରକାର ଏହାକୁ ଗ୍ରହଣ କରୁନାହାନ୍ତି-ରାହୁଲ ଗାନ୍ଧି

ଜୟପୁର:ଚୀନ ଯୁଦ୍ଧ ପାଇଁ ସଜବାଜ ହେଉଛି । ହେଲେ ଭାରତ ସରକାର ଏହା ମାନିବାକୁ ପ୍ରସ୍ତୁତ ନାହାନ୍ତି  । ବେଜିଂ ଯୁଦ୍ଧ ପ୍ରସ୍ତୁତି କରୁଥିବାବେଳେ  ମୋଦି ପ୍ରଶାସନ ଶୋଇଛି ବୋଲି କହିଚନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି  । ସୀମାରେ ଭାରତ-ଚୀନ ସମ୍ପର୍କକୁ ନେଇ ଉତ୍ତେଜନା ଲାଗି ରହିଥିବାବେଳେ…

ରଣଜୀ ଟ୍ରଫି: ଡ୍ର ମ୍ୟାଚରେ ବରୋଦାକୁ ୩, ଓଡିଶାକୁ ୧ ପଂଏଟ

କଟକ: ବିକାଶ କ୍ରିକେଟ ଗ୍ରାଉଣ୍ଡରେ ଅନୁଷ୍ଠିତ ଓଡିଶା ଓ ବରୋଦା ରଣଜୀ ମ୍ୟାଚ ଡ୍ରରେ ସମାପ୍ତ ହୋଇଛି । ପ୍ରଥମ ଇନିଂସ ଅଗ୍ରଣୀ ଭିତିରେ ବରୋଦାକୁ ୩ ଓ ଓଡିଶାକ ୧ ପଂଏଟ ମିଳିଛି । ଓଡିଶାର ପ୍ରଥମ ଇନିଂସ ସ୍କୋର ୪୫୭ ରନକୁ ପିଛା କରି ବରୋଦା ୮ ୱିକେଟ ବିନିମୟରେ ୬୨୪ ରନ କରିଥିଲା । ଶାଶ୍ୱତ ରାଉତ…