ନ୍ୟୁଜିଲାଣ୍ଡ ଟେଷ୍ଟ ଟିମ ଅଧିନାୟକ ପଦ ଛାଡିଲେ ୱିଲିୟମସନ
ହାମିଲଟନ: ପାକିସ୍ତାନ ଗସ୍ତ ପୂର୍ବରୁ କେନ ୱିଲିୟମସନ ନ୍ୟୁଜିଲାଣ୍ଡ ଟେଷ୍ଟ ଟିମ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ସ୍ଥାନରେ ଟିମ ସାଉଦିଙ୍କୁ ନୂତନ ଅଧିନାୟକ ଓ ଟମ ଲାଥାମଙ୍କୁ ଉପ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି । ନ୍ୟୁଜିଲାଣ୍ଡ ଟିମ ଆସନ୍ତା ସପ୍ତାହରେ ପାକିସ୍ତାନ ଗସ୍ତରେ…