Latest Odisha News

BREAKING NEWS

ତୃତୀୟ ଟି-୨୦ରେ ଟିମ୍ ଇଣ୍ଡିଆକୁ ଅଷ୍ଟ୍ରେଲିଆ ୨୧ ରନରେ ପରାସ୍ତ କଲା

ମୁମ୍ବାଇ: ମୁମ୍ବାଇର ବ୍ରେବୋର୍ନ ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚରେ ଅଷ୍ଟ୍ରେଲିଆର ମହିଳା ଦଳ ଭାରତକୁ ୨୧ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ଭ୍ରମଣକାରୀ ଦଳ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୧ ଅଗ୍ରଣୀ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୧୭୨ ରନ୍…

ନାବାଳିକାଙ୍କୁ ତେଜାବ ମାଡ଼ ଘଟଣା, ତିନି ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀରେ ଜଣେ 17 ବର୍ଷୀୟା ନାବାଳିକାଙ୍କୁ ଏସିଡ୍ ମାଡ଼ ଘଟଣାରେ ପୁଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି। ପଶ୍ଚିମ ଦିଲ୍ଲୀର ଉତ୍ତମ ନଗରର ମୋହନ ଗାର୍ଡେନ ଅଞ୍ଚଳରେ ବୁଧବାର ସକାଳେ ସ୍କୁଲ ଯାଉଥିବା ଜଣେ 17 ବର୍ଷୀୟା ନାବାଳିକାକୁ ଦୁଇ ମୁଖାପିନ୍ଧା ଦୁର୍ବୃତ୍ତ ଏସିଡ୍ ମାଡ଼…

ଠିକ୍ ଭାବେ ଚାଲିପାରୁନି ବିଧାନସଭା, ଏପଟେ ବିଧାୟକଙ୍କ ଦରମା ବୃଦ୍ଧି ନେଇ ତେଜିଲା ତର୍କ

ଭୁବନେଶ୍ୱର: ଓଡିଶାର ବିଧାୟକଙ୍କ ଦରମା ୧ ଲକ୍ଷରୁ ଅଢେଇ ଲକ୍ଷ ଟଙ୍କାକୁ ବୃଦ୍ଧି ହେବ । ଏଭଳି ସୂଚନା ମିଳିବା ପରେ ଏହାକୁ ନେଇ ବିଭିନ୍ନ ତର୍କ ସାମ୍ନାକୁ ଆସିଛି। ଓଡ଼ିଶା ବିଧାନସଭାର ବାଚସ୍ପତିଙ୍କ ଦ୍ୱାରା ଗଠିତ କମିଟି ଦରମା ବୃଦ୍ଧି ନେଇ ପ୍ରସ୍ତାବ ପଠାଇଛି। ବାଚସ୍ପତିଙ୍କୁ ଚିଠି ଲେଖି…

୨୦୨୪ ପାଇଁ ସମରସଜ୍ଜା, ବିଜେଡି ସହିତ ବିଜେପି ଓ କଂଗ୍ରେସ ପ୍ରସ୍ତୁତ କରିବ ରୋଡମ୍ୟାପ୍

ଭୁବନେଶ୍ୱର: ରାଜ୍ୟରେ ଆଗୁଆ ନିର୍ବାଚନକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ଓଡ଼ିଶାର ତିନି ପ୍ରମୁଖ ରାଜନୈତିକ ଦଳ ୨୦୨୪ ଲୋକସଭା ନିର୍ବାଚନ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିବା ଆରମ୍ଭ କରିଦେଇଛନ୍ତି। ଗୁରୁବାର (ଡିସେମ୍ବର ୧୫)ରେ ନବୀନ ନିବାସରେ ବିଜେଡିର ଏକ ବୈଠକ ବସିବାକୁ ଥିବା…

ସୁଇଜରଲାଣ୍ଡ ଆନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ:ଅଫିସିଆଲ ସିଲେକସନ ପାଇଁ ଶର୍ଟଲିଷ୍ଟ ହେଲା ଦି କଶ୍ମୀର ଫାଇଲ୍ସ

ମୁମ୍ବାଇ: ବିବେକ ଅଗ୍ନିହୋତ୍ରୀଙ୍କ ଦି କଶ୍ମୀର ଫାଇଲ୍ସ ଫିଲ୍ମ ପୁଣି ଚର୍ଚ୍ଚାରେ । ବ୍ୟବସାୟିକ ସଫଳତା ପରେ ଏବେ ଏହି ଫିଲ୍ମ ସମ୍ମାନଜନକ ସୁଇଜରଲାଣ୍ଡ ଆନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲର ଅଫିସିଆଲ ସିଲେକ୍ସନ ଶର୍ଟଲିଷ୍ଟରେ ସ୍ଥାନ ପାଇଛିି । ୧୯୯୦ ଦଶକରେ କଶ୍ମୀରରେ କିପରି କଶ୍ମୀର ପଣ୍ଡିତଙ୍କ…

ପାଠପଢ଼ା ସମୟରେ ଝାଡ଼ୁ କରୁଛନ୍ତି ସ୍କୁଲ୍ ପିଲା

ଚଣ୍ଡିଖୋଲ: ୟୁନିଫର୍ମ ପିନ୍ଧି ଝାଡ଼ୁ ମାରୁଛନ୍ତି ଛାତ୍ରଛାତ୍ରୀ । ବିଦ୍ୟାଳୟ ପରିସର ସହ ରାସ୍ତା କଡ଼ ସଫା କରୁଛନ୍ତି କୁନି କୁନି ପିଲା । ଏ ଦୃଶ୍ୟ ହେଉଛି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଝରକୂଳ ସରକାରୀ ଉର୍ଦ୍ଦୁ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର । ପିଲାମାନେ ଝାଡ଼ୁ କରିବାକୁ ନେଇ…

ଜମି କିସମ ପରିବର୍ତ୍ତନ ପାଇଁ ୪୫ ହଜାର ଲାଞ୍ଚ, ଧରା ପଡ଼ିଲେ ତହସିଲଦାର

ଖୋର୍ଦ୍ଧା: ଲାଞ୍ଚ ନେଇ ଧରା ପଡ଼ିଲେ ତହସିଲଦାର । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ତହସିଲଦାର ତଥା ସବ ରେଜିଷ୍ଟ୍ରାର ପୃଥ୍ୱୀରାଜ ମଣ୍ଡଳ ଭିଜିଲାନ୍ସ ହାତରେ ଲାଞ୍ଚ ନେଇ ଧରା ପଡ଼ିଛନ୍ତି । ଜମି ପଟ୍ଟାର କିସମ ପରିବର୍ତ୍ତନ ପାଇଁ ୪୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡ଼ିଛନ୍ତି । ଭିଜିଲାନ୍ସ…

ବିଜେପି ନେତା ଶୁଭେନ୍ଦୁଙ୍କ କମ୍ବଳ ବଂଟା କାର୍ଯ୍ୟକ୍ରମରେ ଦଳାଚକଟା, ୩ ମୃତ

କୋଲକାତା: ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଯୋଗ ଦେଇଥିବା ଏକ କାର୍ଯ୍ୟକ୍ରମରେ ଅଘଟଣ ଘଟିଛି । ବିଜେପି ନେତା ଶୁଭେନ୍ଦୁ ଆସନସୋଲରେ କମ୍ବଳ ବଂଟନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ମାତ୍ର ଅତ୍ୟଧିକ ଭୀଡ ହେବା ଯୋଗୁ ଦଳାଚକଟା ପରିସ୍ଥିତି ଉପୁଜିଥିଲା । ଏଥିରେ ୩ଜଣଙ୍କ…

ଋଷ ଠାରୁ ଶସ୍ତା ତେଲ କିଣିବାକୁ ନେଇ ଭାରତକୁ ସମାଲୋଚନା କଲା ୟୁକ୍ରେନ୍

ନୂଆଦିଲ୍ଲୀ: G7 ଦେଶ ଓ ସହଯୋଗୀଙ୍କ ପକ୍ଷରୁ ଋଷର ତେଲ ଉପରେ ପ୍ରାଇସ୍ କ୍ୟାପକୁ ଭାରତ ସମର୍ଥନ ପାଇଁ ନିଷ୍ପତ୍ତି ନେଇଛ । ଭାରତର ଏହି ନିଷ୍ପତ୍ତି ପରେ ୟୁକ୍ରେନର ବିଦେଶ ମନ୍ତ୍ରୀ ଦିମିତ୍ରୋ କୁଲେୱା କହିଛନ୍ତି, ୟୁକ୍ରେନର ସାଧାରଣ ଜନତାଙ୍କ ଜୀବନର ମୂଲ୍ୟ ବଦଳରେ ଋଷ ଠାରୁ ଭାରତ ଶସ୍ତାରେ ତେଲ…

ଜୋନାଲ ମିଟରେ ଓଡିଶାର ବୀରେନ୍ଦ୍ରଙ୍କୁ ରୌପ୍ୟ, ଜାତୀୟ ପ୍ରତିଯୋଗିତା ପାଇଁ ହାସଲ କଲେ ଯୋଗ୍ୟତା

ଇନ୍ଦୋର: ଓଡିଶାରେ କ୍ରୀଡାର ବିକାଶ ଘଟିବାରେ ଲାଗିଛି । ରାଜ୍ୟର ପ୍ରଥମ ପାରା ଶୁଟର ବୀରେନ୍ଦ୍ର ବଳିୟାରସିଂ ଇନ୍ଦୋରରେ ଅନୁଷ୍ଠିତ ତୃତୀୟ ଜୋନାଲ ପାରା ଶୁଟିଂ ଚାମ୍ପିୟନଶିପରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ସେ ଷ୍ଟାଣ୍ଡିଂ ଏସଏଚ-୧ ପୁରୁଷ ୧୦ ମିଟର ଇଭେଂଟରେ ରୌପ୍ୟ ପଦକ ଜିତିଛନ୍ତି ।…