Latest Odisha News

BREAKING NEWS

ଇଂଲଣ୍ଡର ପୂର୍ବତନ ଷ୍ଟାର ଅଲରାଉଣ୍ଡର ଫ୍ଲିଂଟଫ ଦୁର୍ଘଟଣାରେ ଗୁରୁତର

ଲଣ୍ଡନ: ଇଂଲଣ୍ଡ କ୍ରିକେଟ ଦଳର ପୂର୍ବତନ ଷ୍ଟାର ଅଲରାଉଣ୍ଡର ଆଣ୍ଡ୍ର‌୍ୟୁ ଫ୍ଲିଂଟଫ କାର ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇ ପଡିଛନ୍ତି । ତାଙ୍କୁ ଏୟାରଲିଫ୍ଟ କରାଯାଇ ଡାକ୍ତରଖାନାକୁ ନିଆଯାଇଛି । ଯିବା ବାଟରେ ଡାକ୍ତର ତାଙ୍କ ଚିକିତ୍ସା କରିଥିଲେ । ଏବେ ସେ ବିପଦମୁକ୍ତ ଅଛନ୍ତି । ଦକ୍ଷିଣ…

୧୯୦ ତମ ଜନ୍ମଦିନ ପାଳିଲା ଜୋନଥନ

ନୂଆଦିଲ୍ଲୀ: ୧୯୦ ତମ ଜନ୍ମଦିନ ପାଳନ କଲା ଜୋନଥନ । ଦୀର୍ଘ ଜୀବନ ପାଇଁ ଏଇ ଜୋନଥନର ନାଁ ଗିନିଜ ବୁକରେ ସାମିଲ ହୋଇଛି । ଆପଣ ବି ଶୁଣି ଆଶ୍ଚର୍ଯ୍ୟ ହୋଇ ଯାଉଥିବେ, ଭାବୁଥିବେ ଏତେ ବୟସ୍କ ବ୍ୟକ୍ତି କେଉଁଠି ଅଛନ୍ତି ?  ନାଁ ଆଜ୍ଞା, ଆମେ କୌଣସି ବୟସ୍କ ମଣିଷଙ୍କ କଥା କହୁନାହୁଁ । ଆମେ ଏଠି…

‘ପଠାନ’ ଫିଲ୍ମରେ ଦୀପିକାଙ୍କ ନାରଙ୍ଗୀ ବିକିନିକୁ ବିରୋଧ, ମନ୍ତ୍ରୀ କହିଲେ ରିଲିଜ୍ ହେବାକୁ ଦେବୁନି…

ମୁମ୍ବାଇ: ରିଲିଜ୍ ପୂର୍ବରୁ ବିରୋଧ । ଦୀପିକା ପାଦୁକୋନଙ୍କ ବିକିନିକୁ ନେଇ ତେଜୁଛି ବିବାଦ । ଶାହରୁଖଙ୍କ ପ୍ରତୀକ୍ଷିତ ପଠାନ ଫିଲ୍ମକୁ ପ୍ରଶଂସକ ଅପେକ୍ଷା କରିଥିବା ବେଳେ ଫିଲ୍ମ ବିବାଦ ଘେରକୁ ଆସିଛି । ପଠାନ ଚଳଚ୍ଚିତ୍ରର ପ୍ରଥମ ଗୀତ ରିଲିଜ୍ ହେବା ମାତ୍ରେ ବିବାଦ ଆରମ୍ଭ ହୋଇଛି । ଲୋକେ…

ବ୍ରହ୍ମପୁରର ସବୁ ୱାର୍ଡରେ କାର୍ଯ୍ୟକ୍ଷମ ହେବ ୱାର୍ଡ ଅଫିସ୍‌

ବ୍ରହ୍ମପୁର:ଶାସନର ବିକେନ୍ଦ୍ରୀକରଣ ଏବଂ ସହରବାସୀଙ୍କ ହାତ ପାହାନ୍ତରେ ବିଭିନ୍ନ ପ୍ରକାର ସେବା ଯୋଗାଇଦେବା ଲକ୍ଷ୍ୟ ନେଇ ବ୍ରହ୍ମପୁର ମହାନଗର ନିଗମ ତରଫରୁ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ମହାନଗର ନିଗମର ସମସ୍ତ ୪୨ଟି ୱାର୍ଡରେ ୱାର୍ଡ ଅଫିସର କାର୍ଯ୍ୟକ୍ଷମ ହେବ। ପ୍ରଥମ ଥର…

ମାମୁ ଘର ବୁଲିବାକୁ ଆସିଥିଲେ, ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ

ବ୍ରହ୍ମପୁର: ମାମୁ ଘରକୁ ବୁଲିବାକୁ ଆସିଥିଲେ  ୨ ଭଉଣୀ ।  ଆଉ ଫେରିଲେନି ଘରକୁ । ସବୁଦିନ ପାଇଁ ଚାଲିଗଲେ ଅଫେରା ଦୁନିଆକୁ । ଗଞ୍ଜାମ ବଡଗଡ ଥାନା ଅନ୍ତର୍ଗତ ତାକରଡ଼ା ଗ୍ରାମରେ ଏକ ଲାଟ୍ରିନ ଟାଙ୍କିରେ ପଡି ଦୁଇ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି । ଦୁଇ ଶିଶୁ କନ୍ୟା ସମ୍ପର୍କୀୟ ଭଉଣୀ ବୋଲି…

ଶତକ ହାସଲରୁ ପୂଜାରା ବଂଚିତ, ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୨୭୮/୬

ଚଟୋଗ୍ରାମ: ଏଠାରେ ବୁଧବାରଠାରୁ ଆରମ୍ଭ ହୋଇଥିବା ବାଂଲାଦେଶ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟର ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୬ ୱିକେଟ ହରାଇ ୨୭୮ ରନ ସଂଗ୍ରହ କରିଛି । ଚେତେଶ୍ୱର ପୂଜାରା ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ ମଧ୍ୟ ଅଳ୍ପକେ ଶତକ ହାସଲରୁ ବଂଚିତ ହୋଇଥିଲେ । ସେ ୯୦ ରନ…

ଦିଲ୍ଲୀ ଏମ୍ସ ସର୍ଭର ହ୍ୟାକ କରିଥିଲା ଚୀନ

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସର ସର୍ଭରକୁ ଚୀନ ହ୍ୟାକ କରିଥିବା ଜଣାପଡିଛି । ହ୍ୟାକ ହୋଇଥିବା ୧୦୦ଟି ସର୍ଭରରୁ ୫ଟିରେ ଚୀନର କାରସାଦି ଥିବା ଜଣାପଡିଛି । ଏକ ବଡଧରଣର କ୍ଷତି ପୂର୍ବରୁ ଅଧିକାରୀମାନେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାରୁ ସବୁ କିଛି ନିୟନ୍ତ୍ରଣ ମଧ୍ୟରେ ରହିଥିଲା । ତଥାପି ଅନେକ…

ପିଟି ଦେଲା ବସ; ଚାଲିଗଲା ୩ ଜୀବନ

ସୁନ୍ଦରଗଡ: ସୁନ୍ଦରଗଡ ଥାନା ହେମଗିରି ଥାନା ଅଞ୍ଚଳରେ ମର୍ମନ୍ତୁଦ ଦୁର୍ଘଣଟଣା । ସ୍ଥାନୀୟ ଗୋପାଳପୁର ଗାଁ ନିକଟରେ ଘଟିଛି ଏହି ଦୁର୍ଘଟଣା । ବସ୍ ଧକ୍କାରେ ଚାଲି ଯାଇଛି ୩ ବାଇକ ଆରୋହୀଙ୍କ ଜୀବନ । ମୃତକମାନେ ହେଲେ ହେମଗିରି ଥାନା ଗୋପାଳପୁର ଗାଁର ରୋହନ ପାଣ୍ଡେ, ଶ୍ୟାମ ଦିଗାଲ ଓ ଓମ ଭୈଶାଲ…

‘ଦ କଶ୍ମୀର ଫାଇଲ’କୁ ମିଳିଲା ଏଇ ୨ ସଫଳତା, ଖୁସି ଜାହିର କଲେ ବିବେକ

ମୁମ୍ବାଇ:ପୁଣି ଚର୍ଚ୍ଚାକୁ ଆସିଲା ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ କଶ୍ମୀର ଫାଇଲ’ । ଉକ୍ତ ଫିଲ୍ମକୁ ଲାଗ ଲାଗ ୨ଟି ସଫଳତା ମିଳିଛି । ଦିନକ ପୂର୍ବରୁ ବିବେକ ଅଗ୍ନହୋତ୍ରୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସୂଚନା ଦେଇ କହିଥିଲେ, ‘ଦ କଶ୍ମୀର ଫାଇଲ’ ସ୍ୱିଜରଲାଣ୍ଡ ଅନ୍ତର୍ଜାତୀୟ ଫିଲ୍ମ…

ତୱାଙ୍ଗ ସଂଘର୍ଷକୁ ନେଇ ଚୀନ ରଚିଲା ନୂଆ କାହାଣୀ

ଭୁବନେଶ୍ୱର: ତୱାଙ୍ଗର ତିକ୍ତ ସତ କଣ ? କରୋନା ଭଳି ପୁଣି କାହାଣୀ କହୁଛି ଚୀନ । ବାରମ୍ବାର LAC ଅତିକ୍ରମଣ ପାଇଁ ଉଦ୍ୟମ କରୁଥିବା ଡ୍ରାଗନ ସେନା ଅରୁଣାଚଳ ତୱାଙ୍ଗ ସଂଘର୍ଷକୁ ନେଇ ଅଡ଼ୁଆରେ ପଡ଼ିଛି । ଆମେରିକା ସହ ଅନ୍ୟ ପାଶ୍ଚାତ୍ୟ ରାଷ୍ଟ୍ର ଏପରିକି ଚୀନର ନିଜ ନାଗରିକ ସେଠାକାର ଦମନକାରୀ…