କବିତା : ସମ୍ପର୍କ
ସବିତା ତ୍ରିପାଠୀ
କିଛି ସମ୍ପର୍କ ସାଉଁଟି ଥାଏ
ସ୍ମୃତି ସବୁ ଜୀବନର,
କିଛି ସମ୍ପର୍କ ଭେଟିଦିଏ
ମୂଲ୍ୟହୀନ ସମୟ ଆମ ଜୀବନର,,,,,
ସମ୍ପର୍କ ତ ଗଢିଉଠେ ଅନେକ
କିନ୍ତୁ ମନ ଖୋଲି କଥା
ହେବାକୁ ଦିପଦ,
ଓଠ ପାଲଟିଥାଏ ମୁକ
କିଛି ସମ୍ପର୍କ ଆଗେ ହାରିଯାଏ
ଆମ ନିର୍ମଳ ହୃଦୟ,
ମନଟା ଖଳ…