Latest Odisha News

BREAKING NEWS

ରାଜ୍ୟରେ ସମ୍ଭାବ୍ୟ ଚତୁର୍ଥ କରୋନା ଲହର ଆଶଙ୍କା ନାହିଁ: ବିଶେଷଜ୍ଞ

ଭୁବନେଶ୍ୱର: ଓଡିଶା ପାଇଁ କରୋନାର କୌଣସି ବିପଦ ନାହିଁ। ଶୁକ୍ରବାର ଏପରି ଏକ ଆଶ୍ୱାସନା ଦେଉଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଜୟନ୍ତ ପଣ୍ଡା। ତେଣୁ ରାଜ୍ୟରେ ସମ୍ଭାବ୍ୟ ଚତୁର୍ଥ କରୋନା ଲହର ଆଶଙ୍କା ନାହିଁ ବୋଲି ବିଶେଷଜ୍ଞ ଆଶ୍ୱାସନା ଦେଇଛନ୍ତି। ଚୀନ ସମେତ ଅନେକ ଦେଶରେ BF.7 ଏବଂ…

ନଜର ପକାନ୍ତୁ ଗତ ବର୍ଷ କେଉଁ ମନ୍ଦିରକୁ କେତେ ଟଙ୍କା ଦାନରେ ମିଳିଛି?

ନୂଆଦିଲ୍ଲୀ: ସମଗ୍ର ଦେଶରେ ୫ ଲକ୍ଷରୁ ଅଧିକ ମନ୍ଦିର ରହିଛି । ଏହି ସବୁ ମନ୍ଦିରକୁ କୌଣସି ଇଚ୍ଛା ପୂରଣ ପାଇଁ ଲକ୍ଷ ଲକ୍ଷ ଭକ୍ତ ଦାନ କରନ୍ତି। ଯେଉଁଥିପାଇଁ ଦେଶର ପ୍ରସିଦ୍ଧ ମନ୍ଦିରଗୁଡ଼ିକୁ ଲକ୍ଷ ଲକ୍ଷ ଟଙ୍କା ମିଳିଥାଏ। ଏହି ଦାନ ଆକାରରେ ସୁନା ଓ ରୂପା ଅଳଙ୍କାର ମଧ୍ୟ ମିଳେ। ଏହି କାରଣରୁ…

୧ ଲିଟର ପେଟ୍ରୋଲରେ ତେଲ କମ୍ପାନୀକୁ ୧୦ ଟଙ୍କା ଲାଭ

ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲର ଅଧିକ ମୂଲ୍ୟ ଜନସାଧାରଣଙ୍କୁ ଅସ୍ତବ୍ୟସ୍ତ କରିଦେଇଛି। ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବା ପାଇଁ ଆରବିଆଇ କ୍ରମାଗତ ଭାବରେ ସୁଧ ହାର ବୃଦ୍ଧି କରୁଛି। ଏହି ସମୟରେ, ଖବର ଅଛି ଯେ ଇଣ୍ଡିଆନ ଅଏଲ, ଭରତ ପେଟ୍ରୋଲିୟମ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ ଭଳି କମ୍ପାନୀ…

ବଢ଼ିବ ବରଗର ଭଳି ଫାଷ୍ଟଫୁଡର ଦାମ, ଏହି ସବୁ ଦେଶରେ ବଢିବା ନେଇ ମ୍ୟାକଡୋନାଲ୍ଡ କଲା ଘୋଷଣା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ବର୍ତ୍ତମାନ ମୁଦ୍ରାସ୍ଫୀତିର ସମ୍ମୁଖୀନ ହୋଇଛି। ଏହି କାରଣରୁ, ପିଲାମାନଙ୍କ ଠାରୁ ବୟସ୍କଙ୍କ ପ୍ରିୟ ଫାଷ୍ଟଫୁଡ୍ ବରଗର ମଧ୍ୟ ବର୍ତ୍ତି ପାରି ନାହିଁ। ମ୍ୟାକଡୋନାଲ୍ଡ ପରି ରେଷ୍ଟୁରାଣ୍ଟ ଚେନକୁ ୧୦ ମାସ ମଧ୍ୟରେ ତୃତୀୟ ଥର ପାଇଁ ସେମାନଙ୍କ ମେନୁର ମୂଲ୍ୟ ବୃଦ୍ଧି…

ଜାଣନ୍ତୁ ଓଲଟା ଚାଲିର ଉପକାରିତା, ପିଠି ଯନ୍ତ୍ରଣାଠାରୁ ଏହି ସବୁ ରୋଗ ଦୂର ହୋଇଯିବ!

ଓଡ଼ିଶା ସମ୍ବାଦ ବ୍ୟୁରୋ: ଚାଲିବା ସ୍ୱାସ୍ଥ୍ୟ ପାଇଁ ସର୍ବୋତ୍ତମ ବ୍ୟାୟାମ ଭାବରେ ବିବେଚନା କରାଯାଏ। ଏହାର ଅର୍ଥ, ଯଦି ଆପଣ ଜିମ୍ ଯିବାକୁ ଏବଂ ଭାରୀ ମେସିନ୍ ଉଠାଇବାକୁ ଚାହୁଁ ନାହାଁନ୍ତି, ଶରୀରର ବିଭିନ୍ନ ଅଙ୍ଗ ପାଇଁ ବିଭିନ୍ନ ବ୍ୟାୟାମ କରିବାକୁ ଚାହୁଁ ନାହାଁନ୍ତି, ତେବେ ପ୍ରତିଦିନ…

କଂଗ୍ରେସ ଛାଡ଼ି ବିଜେପିରେ ମିଶିଲେ ବରୀର ଯୁବନେତା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏବଂ ଭାରତୀୟ ଜନତା ପାର୍ଟି ପ୍ରତି ଦେଶବାସୀ ତଥା ରାଜ୍ୟବାସୀଙ୍କ ଆସ୍ଥା ବୃଦ୍ଧି ପାଇ ଚାଲିଛି । ଆମେ ସମସ୍ତେ ମିଳିମିଶି ମୋଦିଙ୍କ ହାତମୁଠାକୁ ଟାଣ କରି ଦେଶର ବିକାଶ ପଥକୁ ତ୍ୱରାନ୍ୱିତ କରିବା । ଆଜିର ମିଶ୍ରଣ ପର୍ବ ଦଳର ସଂଗଠନକୁ…

ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି ଡ଼ଟ୍ ଫେଷ୍ଟର ୨ୟ ସଂସ୍କରଣ

ଭୁବନେଶ୍ୱର: ଏଫ୍‌ଆଇଏଚ୍ ପୁରୁଷ ହକି ବିଶ୍ୱକପ୍ ସମୟରେ ଭୁବନେଶ୍ୱରରେ ଏକ ପାର୍ବଣର ବାତାବରଣ ସୃଷ୍ଟି କରିବା ପାଇଁ ଆରମ୍ଭ ହେବାକୁ ଯାଉଛି ଡ଼ଟ୍ ଫେଷ୍ଟର ୨ୟ ସଂସ୍କରଣ । ଯାହାକି ଆସନ୍ତା ଜାନୁଆରୀ ୧୫ରୁ ୨୯ ତାରିଖ ୨୦୨୩ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକ ମାନଙ୍କୁ ବହୁଳ…

୫୨ ଦିନ ବ୍ୟବଧାନରେ ଯାଆଁଳା ଶିଶୁ ଜନ୍ମ, ମାଆ ଓ ଶିଶୁଙ୍କ ଜୀବନ ବଞ୍ଚାଇଲେ କିମ୍ସ ଡାକ୍ତର

ଭୁବନେଶ୍ୱର: ଗର୍ଭରେ ଯାଆଁଳା ଶିଶୁ ଥିବା ନେଇ ଜଣା ପଡ଼ିବା ପରେ ଗତ ଅକ୍ଟୋବର ମାସରେ ଜଣେ ମହିଳା ପ୍ରଥମ ମୃତଶିଶୁକୁ ଜନ୍ମ ଦେଇଥିଲେ। ଅନ୍ୟ ଶିଶୁଟି ଡିସେମ୍ବର ମାସରେ ଜନ୍ମ ଗ୍ରହଣ କଲା । ଦୀର୍ଘ ୫୨ ଦିନ ଧରି କିମସ ଡାକ୍ତର ଅକ୍ଳାନ୍ତ ପରିଶ୍ରମ କରି ମାଆ ଓ ଶିଶୁର ଜୀବନ ବଞ୍ଚାଇବାରେ ସଫଳ…

ବନ୍ଦ ହୋଇଗଲା ଅଜୟ, ଅମୀର, ସଲମାନଙ୍କ ଏହି ସବୁ ଫିଲ୍ମ

ମୁମ୍ବାଇ: ବଲିଉଡର ଏବେ ଖରାପ ବେଳା ଚାଲିଛି କହିଲେ ଭୁଲ ହେବନି । ସୁଶାନ୍ତ ସିଂ ରାଜପୁତଙ୍କ ଅଭିଶାପ ସତେ ଯେପରି ଏହାକୁ ଗ୍ରାସ କରିଛି । ବଡ ବଡ ଫିଲ୍ମ ଫ୍ଲପ ହେବା ପରେ ପ୍ରଡ୍ୟୁସରମାନଙ୍କୁ ଘାରିଛି ଭୟ । ଏପରିକି କେତେକ ବହୁ ଚର୍ଚ୍ଚିତ ଫିଲ୍ମ ଡବାରେ ପଡିଯାଇଛି । ଏହା ମଧ୍ୟରେ ଅଜୟ ଦେବଗାନ,…

ଭିସେରା ଚୋରି ପଛରେ ଅଛି କି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସମ୍ପୃକ୍ତି ?

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ମଙ୍ଗଳ ବଜାରରେ ଥିବା ଶବ ବ୍ୟବଚ୍ଛେଦ ଗୃହରୁ ଭିସେରା ଚୋରି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ବିବାଦ ଘେରକୁ ଟାଣି ଆଣିଛି । ଅଭିଯୋଗ ଅନୁସାରେ, ୨୦୨୨ ଡିସେମ୍ବର ମାସରୁ ଶବ ବ୍ୟବଚ୍ଛେଦ ଗୃହ ଝରକା ଭାଙ୍ଗି କିଏ ଭିସେରା ଚୋରି କରିଛି । ତଥାପି ଅଭିଯୋଗ ପରେ…