Latest Odisha News

BREAKING NEWS

କିଟ୍‌ରେ ଜାତୀୟ ମେଗା ନୃତ୍ୟ ମହୋତ୍ସବ: ଶାସ୍ତ୍ରୀୟ ଓ ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ

ଭୁବନେଶ୍ୱର: କିଟ୍ ପରିସରରେ ଆୟୋଜିତ ହୋଇଯାଇଛି ଜାତୀୟ ମେଗା ସାଂସ୍କୃତିକ ଓ ନୃତ୍ୟ ମହୋତ୍ସବ । ଏହି ମହୋତ୍ସବରେ ଓଡ଼ିଶା ସମେତ ୨୫ଟି ରାଜ୍ୟର ନୃତ୍ୟଦଳ ଯୋଗଦେଇ ଚମକ୍‌ଦାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶୀ ସମେତ କୁଚିପୁଡ଼ି, କଥକ,…

ଲିଥିୟମ ଉପରେ ଆତଙ୍କବାଦୀଙ୍କ ନଜର; ଆକ୍ରମଣ ପାଇଁ ଦେଲେ ଧମକ

ଶ୍ରୀନଗର: କିଛିଦିନ ତଳେ ଜାମ୍ମୁ କାଶ୍ମୀରରେ ଲିଥିୟମ ମିଳିବା ନେଇ ଖବର ପ୍ରକାଶ ପାଇଥିଲା। ଏହାପରେ ସାରା ଦେଶରେ ଖୁସିର ମାହୋଲ ଦେଖାଦେଇଥିଲା। ଆମ ଦେଶରୁ ଲିଥିୟମ ମିଳିଲେ ଚୀନ ଉପରେ ନିର୍ଭରଶୀଳତା କମିବ। ଦେଶରେ ଇଭି ଓ ମୋବାଇଲ୍‌ର ଶସ୍ତା ହେବ ବୋଲି କୁହାଯାଉଥିଲେ। ହେଲେ ଏହା ଉପରେ ଏବେ…

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ: ଶିବାନୀ ଶ୍ରେଷ୍ଠ ଅଭିନେତ୍ରୀ, ପୀତବାସ ତ୍ରିପାଠୀ ଶ୍ରେଷ୍ଠ ଅଭିନେତା

ଭୁବନେଶ୍ୱର: ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଭିତରେ ଅନୁଷ୍ଠିତ ହୋଇଯାଇଛି ୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ-୨୦୧୯ । ଉତ୍କଳ ମଣ୍ଡପରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୨୦୧୯ ମସିହା ପାଇଁ ବିଭିନ୍ନ ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ନୀଳମାଧବ ପଣ୍ଡାଙ୍କ ‘କାଲିର…

ରାତି ୧୦ ପରେ ଫୁଟିବନି ବାଣ କି ବାଜିବନି ଡିଜେ; ସରକାରୀ ନିୟମ ନ ମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଲକ୍ଷ୍ନୌ: ବାହାଘର ହେଉ ବା କୌଣସି ଉତ୍ସବ ରାତି ୧୦ଟା ପରେ ଫୁଟିବନି ବାଣ କି ବାଜିବନି ଡିଜେ। ଉତ୍ତର ପ୍ରଦେଶର ମୁଜାଫରନଗର ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି। କାରଣ ରାଜ୍ୟରେ ସେକେଣ୍ଡାରି ବୋର୍ଡ ପରୀକ୍ଷା ରହିଛି। ପିଲା ପରୀକ୍ଷା ପାଇଁ ପ୍ରସ୍ତୁତ ହେବ ବୋଲି ଏଭଳି କଡ଼ା…

ଶାହାରୁଖଙ୍କ ଯବାନରେ ଅଲ୍ଲୁଅର୍ଜନଙ୍କ ଏଂଟ୍ରି

ମୁମ୍ବାଇ: ପଠାନ ଫିଲ୍ମର ସଫଳତା ପରେ ଏବେ ଶାହାରୁଖ ଖାଁଙ୍କ ଆଗାମୀ ଫିଲ୍ମ ଯବାନ ଉପରେ ସମସ୍ତଙ୍କ ନଜର ରହିଛି । ସାଉଥ ଫିଲ୍ମମେକର ଏଟଲୀ କୁମାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଯବାନରେ ନୟନତାରା ଓ ବିଜୟ ସେତୁପତିଙ୍କ ପରି ପ୍ରତିଷ୍ଠିତ ସାଉଥ କଳାକାର ରହିଛନ୍ତି । ବଲିଉଡ ହଙ୍ଗାମାରେ ପ୍ରକାଶିତ…

ବିବାହର ୩ଦିନ ପରେ ଦୁର୍ଘଟଣାରେ ଦମ୍ପତିଙ୍କ ମୃତ୍ୟୁ

ବ୍ରହ୍ମପୁର: ଗଞ୍ଜାମ ଜିଲାର ଗୋଳନ୍ଥରା ଥାନା ତଥା ୧୬ ନମ୍ବର ଜାତୀୟ ରାଜପଥରେ ଟ୍ରାକ୍ଟର ଧକ୍କାରେ ନବ ବିବାହିତ ଦମ୍ପତିଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଆନ୍ଧ୍ରପ୍ରଦେଶର ଇଚ୍ଛାପୁରର ଜି.ବେଣୁ ଏବଂ ତାଙ୍କ ସ୍ତ୍ରୀ ସିଏଚ୍‌.ପ୍ରତିମା। ସୋମବାର ସନ୍ଧ୍ୟା ପ୍ରାୟ ସାଢେ଼ ୬ ଟା ବେଳେ ଏହି…

କୋଟିପତି କୁକୁର : ଅୟସରେ କାଟୁଛି ଦିନ

ମଣିଷ କୋଟିପତି ହେବା ଶୁଣିଥିବେ ବା ଦେଖିଥିବେ । କିନ୍ତୁ ଗୋଟେ କୁକୁର କୋଟିପତି ହେବା ଶୁଣିଛନ୍ତି । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଏହା ସତ ଯେ, ଇଟାଲିର ଗୋଟେ କୁକୁର ୬୫୫ କୋଟି ଟଙ୍କାର ମାଲିକ । ଏହାର ଅୟସ ଜୀବନକୁ ଦେଖିଲେ ଯେକୌଣସି ମଣିଷ ଇର୍ଷା କରିବ । ଏବେ ସେ ଦୁନିଆର ସବୁଠୁ…

ଡାକ୍ତରଖାନାରେ ଭର୍ତି ହେଲେ ବାବୁଲ ସୁପ୍ରିୟୋ

କୋଲକାତା: ପଶ୍ଚିମବଙ୍ଗ ମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ସେ ତାଙ୍କ ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନିଆ ଯାଇଥିଲା । ଇସିଜିରେ ସାମାନ୍ୟ ବ୍ୟତିକ୍ରମ ଦେଖିବାକୁ ମିଳିଥିବା ବେଳେ ତାଙ୍କର ଇକୋକାର୍ଡିୟୋଗ୍ରାଫି…

ଆଗକୁ ଆସୁଛି ଫିଲ୍ମ ‘ମାମା ୱେଡ଼ସ୍ ପାପା’

ଭୁବନେଶ୍ୱର:ଖୁବ୍‌ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଫିଲ୍ମ ‘ମାମା ୱେଡ଼ସ ପାପା’ । ଫିଲ୍ମରେ ଛୋଟ ଝିଅଟିଏ କିଭଳି ଓ କାହିଁକି ନିଜ ବାପା-ମାଆଙ୍କ ବିବାହ କରାଉଛି, ଏହା ଶୁଣିଲେ ନିଶ୍ଚିତ ଭାବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗିବ । ହେଲେ ଏଭଳି କାହିଁକି ଘଟୁଛି, କେଉଁ ପରିସ୍ଥିତିରେ…

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ମୋର୍ଗାନ

ଲଣ୍ଡନ: ଆନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଇଆନ ମୋର୍ଗାନ ଅବସର ଘୋଷଣା କରିଛନ୍ତି । ମୋର୍ଗନଙ୍କ ନେତୃତ୍ୱରେ ଇଂଲଣ୍ଡ ପ୍ରଥମ ଥର ପାଇଁ ଦିନିକିଆ ବିଶ୍ୱକପ ଜିତିଥିଲା । ଗତ ବର୍ଷ ଜୁନରେ ସେ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ ମଧ୍ୟ କ୍ଲବସ୍ତରୀୟ ମ୍ୟାଚ ଖେଳିବା ଜାରୀ…