ଯେତେବେଳେ ଯାହା
ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା
ଆମ ଭାରତବର୍ଷରେ ଗୁରୁଦିବସ ପାଳନ ବିଧି ଯିଏ ପ୍ରଚଳନ କରିଥିଲେ.. ତାଙ୍କୁ ମୋର କୋଟିଏ ପ୍ରଣାମ । ଏବେ ଯୁଗ ଆଗେଇଲା । ଯୁଗ ଅନୁସାରେ ତଳଦେଇ ପରମ୍ପରାର ବି ପ୍ରମୋସନହୋଇ ଢ଼େରେ ଉର୍ନ୍ନତି ହେଲାଣି । ଗୁରୁ ଓ ଛାତ୍ର -ଛାତ୍ରୀଙ୍କ ସମ୍ପର୍କ ଅଗ୍ରଗତି କଲାଣି ।…