Latest Odisha News

BREAKING NEWS

ମମତାଙ୍କ ରାଜ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସକୁ ଦୁଇ ଦିନରେ ଦ୍ବିତୀୟ ଥର ପଥର ମାଡ଼

କୋଲକାତା: ମଙ୍ଗଳବାର ପଶ୍ଚିମବଙ୍ଗର ଦାର୍ଜିଲିଂ ଜିଲ୍ଲାର ସିଲିଗୁଡି ସବଡିଭିଜନ ଅନ୍ତର୍ଗତ ଫନସିଦେବାରେ ଦୁର୍ବୃତ୍ତମାନେ ସେମି ହାଇ ସ୍ପିଡ୍ ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ଫିଙ୍ଗିଛନ୍ତି। ଏହି ଘଟଣାରେ ଦୁଇଟି ଝରକା ଏବଂ ଗୋଟିଏ କବାଟ ଭାଙ୍ଗିଯାଇଛି। ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଏହା ହେଉଛି…

ବିଜୟରୁ ଟି-୨୦ ସିରିଜ ଯାତ୍ରା ଆରମ୍ଭ କଲା ଭାରତ: ଶେଷ ପର୍ଯ୍ୟନ୍ତ ଲଢ଼ି ମାତ୍ର ଦୁଇ ରନରେ ହାରିଲା ଶ୍ରୀଲଙ୍କା

ମୁମ୍ବାଇ: ବିଜୟରୁ ଟି-୨୦ ସିରିଜ ଯାତ୍ରା ଆରମ୍ଭ କଲା ଭାରତ। ଶେଷ ପର୍ଯ୍ୟନ୍ତ ଲଢ଼ି ମାତ୍ର ଦୁଇ ରନରେ ହାରିଲା ଶ୍ରୀଲଙ୍କା। ଆଜି ଭାରତ-ଶ୍ରୀଲଙ୍କା ମଧ୍ୟରେ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍ ମହାରାଷ୍ଟ୍ରର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିଲା। ଆଜିର ମ୍ୟାଚ୍‌ରେ ଶ୍ରୀଲଙ୍କା ଟସ୍‌ ଜିତି…

ପ୍ରଥମ ଥର ବ୍ରିଟେନ୍‌ ରାଜାଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ; ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ହେଲା…

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ବ୍ରିଟେନ୍ ରାଜା କିଙ୍ଗ୍ସ ଚାର୍ଲ୍ସ ତୃତୀୟଙ୍କ ସହ କଥା ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କିଙ୍ଗ୍ସ ଚାର୍ଲ୍ସ ୟୁକେ ରାଜଗାଦି ସମ୍ବାଳିବା ପରେ ମଙ୍ଗଳବାର ପ୍ରଥମ ଥର ପାଇଁ ଫୋନ୍ ଯୋଗେ ତାଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଦୀର୍ଘ ସମୟ ଧରି…

ଆକର୍ଷଣ କେନ୍ଦ୍ର ହେବ ଶିଖରଚଣ୍ଡୀ ମନ୍ଦିର, ଉନ୍ନୟନ ମାଷ୍ଟରପ୍ଲାନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର: ଶିଖରଚଣ୍ଡୀ ମନ୍ଦିର ଓ ଏହାର ପାରିପାର୍ଶ୍ୱିକ ଅଞ୍ଚଳର ଉନ୍ନୟନ କରାଯାଇ ଏହାକୁ ଭୁବନେଶ୍ବର ସହରର ଅନ୍ୟତମ ଆକର୍ଷଣ କେନ୍ଦ୍ର ଭାବରେ ବିକଶିତ କରାଯିବ । ୫୩.୬୪ ଏକର ଅଞ୍ଚଳରେ ଏହି ଉନ୍ନତି କାର୍ଯ୍ୟ କରାଯିବ ଏବଂ ଏଥିପାଇଁ ୨୫ କୋଟି ଟଙ୍କା ଖର୍ଚ୍ଚ କରାଯିବ । ମୁଖ୍ୟମନ୍ତ୍ରୀ…

ଡା. ଶୁଭଶ୍ରୀଙ୍କ କରଙ୍କୁ ଶ୍ରଦ୍ଧାଞ୍ଜଳି

ବ୍ରହ୍ମପୁର: କେନ୍ଦୁଝର ଜିଲା ଯୋଡା ଅର୍ବାନ ହସପିଟାଲରେ କାର୍ଯ୍ୟରତ ଡା. ଶୁଭଶ୍ରୀ କରଙ୍କ ବିୟୋଗରେ ଏମକେସିଜି ମେଡ଼ିକାଲ କଲେଜ ତରଫରୁ ଶୋକ ପ୍ରକାଶ ପାଇଛି। ଦୁଇ ଦିନ ତଳେ ଡା. ଶୁଭଶ୍ରୀଙ୍କ ମୃତଦେହ ତାଙ୍କ କୋଠରୀରୁ ଠାବ ହୋଇଥିଲା। ବିଷକ୍ରିୟାରୁ ତାଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ପଛର…

ଭାରତ ଯୋଡ଼ ଯାତ୍ରାରେ ଯୋଗ ଦେଲେ ପୂର୍ବତନ RAW ମୁଖ୍ୟ: ରାହୁଲଙ୍କ ହାତରେ ହାତ ମିଶାଇ ଚାଲିଲେ

ନୂଆଦିଲ୍ଲୀ: ୯ ଦିନର ବିରତୀ ପରେ ଆଜି ପୁଣିଥରେ ରାହୁଲ ଗାନ୍ଧୀଙ୍କର ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ ହୋଇଯାଇଛି। ରାହୁଲଙ୍କର ଏହି ଯାତ୍ରାରେ ସାମିଲ୍ ହେଉଛନ୍ତି ବହୁ ଜ୍ଞାନୀଗୁଣି ବୁଦ୍ଧିଜୀବୀ। ସିନେ ତାରକାଙ୍କ ସହ ଅର୍ଥନୀତିଜ୍ଞ ଓ ବଡ଼ ବଡ଼ ପଦବୀରେ ରହି ସାରିଥିବା ଅଫିସରମାନେ ମଧ୍ୟ ଏହି ଯାତ୍ରାରେ…

ଶ୍ରୀକ୍ଷେତ୍ରରେ ହୋଟେଲ ଛାତରୁ ଖସି ପର୍ଯ୍ୟଟକ ମୃତ

ପୁରୀ: ଶ୍ରୀକ୍ଷେତ୍ରରେ ଅଘଟଣ । ହୋଟେଲ ଛାତରୁ ଖସି ଆଖି ବୁଜିଲେ ପର୍ଯ୍ୟଟକ । ସମୁଦ୍ରକୂଳ ଥାନା ଚକ୍ରତୀର୍ଥ ରୋଡରେ ଥିବା ଥିବା ହୋଟେଲ ନୀଳାଚଳର ଛାତରୁ ଖସି ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ମୃତ ପର୍ଯ୍ୟଟକ ହେଉଛନ୍ତି ଛତିଶଗଡ଼ର ଅଶୋକ ଅଗ୍ରୱାଲ । ଅଶୋକ ହୋଟେଲ ନୀଳାଚଳରେ ତାଙ୍କ…

ସୁପ୍ରିମକୋର୍ଟ କାହିଁକି କହିଲେ ଜିମ ନୁହେଁ ସିନେମା ହଲ

ନୂଆଦିଲ୍ଲୀ: ସିନେମା ହଲ ଭିତରକୁ ବାହାରୁ ଖାଦ୍ୟ ପାନୀୟ ନେବା ସମ୍ପର୍କରେ ଆଜି ମାନ୍ୟବର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣୀ କରି କହିଛନ୍ତି ସିନେମା ହଲ ଏକ ବେସରକାରୀ ସମ୍ପତି । ଏଠାରେ ମାଲିକଙ୍କର…