ଭାଷା ଭାଗବତ : ଜ୍ଞାନର ଆଲୋକ
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଭାଷା ଚଳେନି ଆପେ ଆପେ
ଶବ୍ଦ, ଅକ୍ଷର କଲେ ବ୍ୟାପେ
ଲୋକେ କରଂତି ବ୍ୟବହାର
ଶୁଭେ ଓ ଦିଶେ ଅଂତଃସ୍ବର
ଭାଷା ମୂଳତଃ ଲୋକାଶ୍ରୟୀ
ଚଳଇ ତାଂକ ଅନୁଯାୟୀ
କ୍ଷଣ କ୍ଷଣକେ ହୁଏ ଆନ
ଚଳେନି ବିଧି କି ବିଧାନ
ଭାଷାର ଏହି…