ସିବିଏସଇ ଦ୍ୱାଦଶ,ଦଶମ ପରୀକ୍ଷାକୁ ନେଇ ବଡ ଖବର: ଡେଟସିଟରେ ପରିବର୍ତ୍ତନ ଆଣିଲା ବୋର୍ଡ
ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ସିବିଏସଇ ବୋର୍ଡ ପରୀକ୍ଷା ୨୦୨୩ ପରୀକ୍ଷା ତାରିଖରେ ସାମାନ୍ୟ ପରିବର୍ତ୍ତନ ଆସିଛି । ସିବିଏସଇ ଗୁରୁବାର ଦ୍ୱାଦସ ଏବଂ ଦଶମ ପରୀକ୍ଷାର ଡେଟସିଟ ଜାରି କରିଥିଲେ । ଡେଟସିଟ ଜାରି କରିବାର ୩ ଦିନ ପରେ ଦ୍ୱାଦଶ ପରୀକ୍ଷା ଟାଇମଟେବୁଲରେ…