Latest Odisha News

BREAKING NEWS

ପଦ୍ମପୁର ପାଇଁ ପ୍ରଚାରର ଶେଷ ଦିନରେ କମ୍ପିବ ମୈଦାନ

ପଦ୍ମପୁର : ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାରର ଆଜି ଶେଷ ଦିନ । ତେଣୁ ତିନି ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀଙ୍କ ପାଇଁ ପ୍ରତ୍ୟେକ ଦଳ ଶେଷ ପ୍ରୟାସ କରିବେ । ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଶେଷ ଉଦ୍ୟମ କରିବେ ଦଳ । ବିଜେପି ପକ୍ଷରୁ ପ୍ରଦୀପ ପୁରୋହିତଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

କବିତା : ମୋହ

ଅର୍ଚ୍ଚନା ଦେଓ  ସକାଳ ମୁହଁ ଧୋଇ ଯାଇଥିଲି ତୁମ ଘର ବାଟେ ଆକର୍ଷଣ ଓ ଦୁର୍ବଳତା ନେଇଗଲା ଠିକ୍ ଦୁଆର ସାମ୍ନାକୁ ହେଲେ ଗେଟ୍ ଖୋଲିବା ପାଇଁ ସାହାସ କି ତୁମକୁ ଅପେକ୍ଷା କ ରିବାର ଧୈର୍ଯ୍ୟ ମୋର ନଥିଲା ଫେରି ଆସିଲି ଗେଟ୍ ମୁହଁରୁ କେତେ ବର୍ଷ ବିତିଗଲାଣି ଏହାରି ଭିତରେ ତୁମେ…

ଭାଷା ଭାଗବତ : ଭାଷାର ବିଭିନ୍ନ ପ୍ରକାର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସବୁ ତ ବିଭିନ୍ନ ପ୍ରକାର ଭାଷାରେ କିଛି ନୁହେ ସ୍ଥିର ଯାହାଂକ ଯେଉଁ ଭଳି ମନ କରଂତି କଥନ, ଲିଖନ ତେଣୁ ତ ଭାଷା ଚଳମାନ ଏହି ସତ୍ୟକୁ ଦେଉଁ ଧ୍ୟାନ ଭାଷାରେ ଯାହା ସତେ ଚଳେ ସେ ସବୁ କେହି ନ ଲେଖିଲେ ମିଳେନି ପୂରା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢାରେ ପରିକ୍ରମା କରି ଆମେ ମୁକ୍ତିମଣ୍ଡପ ବାମ ପାର୍ଶ୍ଵରେ ଥିବା ଅନନ୍ତ ବାସୁଦେବଙ୍କ ମନ୍ଦିର ନିକଟରେ ପହଁଞ୍ଚି ଗଲେଣି। ଏହି ଅତ୍ୟନ୍ତ ପ୍ରାଚୀନ…

ଢେଙ୍କାନାଳର ‘ମଗଜ ଲଡୁ’ ପାଇବ ଜିଆଇ ଟ୍ୟାଗ୍ !

ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ମିଠା ‘ମଗଜ ଲଡୁ’ ଭୈଗୋଳିକ ସୂଚକାଙ୍କ (GI) ଟ୍ୟାଗ୍ ପାଇବାକୁ ଯାଉଛି। ଯଦି ନିମାପଡା 'ଝିଲି’ ପାଇଁ ପ୍ରସିଦ୍ଧ, କେନ୍ଦ୍ରାପଡା ‘ରସବାଳି’ ଏବଂ ନୟାଗଡ଼ ‘ଛେନା ପୋଡା’ ପାଇଁ ପ୍ରସିଦ୍ଧ ତାହେଲେ ଢେଙ୍କାନାଳ ‘ମଗଜି ଲଡୁ’ ପାଇଁ ପ୍ରସିଦ୍ଧ।…

‘ଜିଲ୍ଲାପାଳ ଭାବେ ପଦ୍ମପୁରକୁ ଯେମିତି ଦେଖିଥିଲି ଏବେ ବି ସେମିତି, ଲୋକେ ବିକାଶରୁ ବଞ୍ଚିତ’

ଭୁବନେଶ୍ୱର: ୨୦୨୩ ଡିସେମ୍ବର ସୁଦ୍ଧା ପଦ୍ମପୁରକୁ ଜିଲ୍ଲାରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି। ଏହାପରେ ବିଜେପିର ବରିଷ୍ଠ ନେତ୍ରୀ ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି ଦାବିକୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭ୍ରାନ୍ତିକର ବୋଲି…

ବିଜୁ ସେତୁ ଯୋଜନାରେ ଅନିୟମିତତା, ପୋଲ୍ ଖୋଲିଦେଲା ସିଏଜି

ଭୁବନେଶ୍ୱର: ଭାରତର ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ (ସିଏଜି)ଙ୍କ ଅଡିଟ ରିପୋର୍ଟରେ ଓଡ଼ିଶା ସରକାରଙ୍କ ମହତ୍ତ୍ୱାକାକ୍ଷୀ ବିଜୁ ସେତୁ ଯୋଜନା (ବିଏସ୍ଓ୍ୱାଇ) ଓ ଅନ୍ୟାନ୍ୟ ଅନେକ ବଡ଼ ପ୍ରକଳ୍ପରେ ବ୍ୟାପକ ଅନିୟମିତତା ହୋଇଥିବା ଜଣାପଡ଼ିଛି । ରାଜ୍ୟରେ ଥିବା ଗ୍ରାମାଞ୍ଚଳରେ ପରିବହନ…

ଓଟିଏମକୁ ସରକାର ନିଜ ହେପାଜତରେ ନେବାରେ ବିଳମ୍ୱ, କ୍ଷୁବ୍ଧ ହାଇକୋର୍ଟ

କଟକ: ସରକାରୀ ଉଦ୍ୟୋଗ ଓଡ଼ିଶା ଟେକ୍ସଟାଇଲ୍ ମିଲ୍ସ (ଓଟିଏମ୍) ଅଧିଗ୍ରହଣରେ ଓଡ଼ିଶା ସରକାରଙ୍କ ଅପ୍ରତ୍ୟାଶିତ ବିଳମ୍ବକୁ ନେଇ ଶୁକ୍ରବାର ଓଡ଼ିଶା ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଯଦିଓ ସରକାର ପୂର୍ବ ଆଦେଶ ଅନୁଯାୟୀ ୧୧୫ କୋଟି ଟଙ୍କା ଜମା କରିସାରିଛନ୍ତି। ହାଇକୋର୍ଟ ଜଷ୍ଟିସ ବିଶ୍ୱନାଥ…

ଗୋଟିଏ ଓଭରରେ ଛ’ଟି ଓ୍ୱିକେଟ୍ !

ଓଡ଼ିଶା ସମ୍ବାଦ ବ୍ୟୁରୋ: କ୍ରିକେଟ୍ ଏକ ଅନିଶ୍ଚିତତାର ଖେଳ। ଯେକୌଣସି ସମୟରେ ଏହି ଖେଳର ମୋଡ଼ ବଦଳିଯାଇପାରେ। ଆଜିର ସମୟରେ ଏହି କ୍ରିକେଟ୍ ବ୍ୟାଟସମ୍ୟାନଙ୍କ ଖେଳ ଭାବରେ ବିବେଚନା କରାଯାଏ। ଅର୍ଥାତ୍ ବ୍ୟାଟସମ୍ୟାନଙ୍କ ପ୍ରାଧାନ୍ୟ ବିସ୍ତାର ଅଧିକ ରହିଛି। ପାକିସ୍ତାନ ଏବଂ ଇଂଲଣ୍ଡ ମଧ୍ୟରେ…

ମୂଷା ଧରିବା ପାଇଁଁ ବାହାରିଲା ଚାକିରି, ବାର୍ଷିକ ପ୍ୟାକେଜ ୧.୩ କୋଟି

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆପଣ ମୂଷାମାନଙ୍କୁ ଘୃଣା କରନ୍ତି କି? ଆପଣ ମୂଷାମାନଙ୍କ 'ରକ୍ତ ଖାଇବାକୁ' ଇଚ୍ଚୁକ କି? ଆପଣଙ୍କ କଥାବାର୍ତ୍ତା କରିବାର ଦକ୍ଷତା ବହୁତ ଭଲ ଏବଂ ଆପଣ ଜଣେ ବଦମାସ ପ୍ରକୃତିର ବ୍ୟକ୍ତି କି? ଯଦି ଆପଣଙ୍କର ଏପରି ଗୁଣ ଅଛି, ତେବେ ଆପଣ ବାର୍ଷିକ ୧.୩ କୋଟି ଟଙ୍କା ଦରମା…