Latest Odisha News

BREAKING NEWS

କମିବ ପ୍ଲାଷ୍ଟିକ ପ୍ରଦୂଷଣ: ପାଣି ପିଇ ବୋତଲ ଖାଇବେ

ନୂଆଦିଲ୍ଲୀ: ଏଣିକି କମିଯିବ ପ୍ଲାଷ୍ଟିକ ପ୍ରଦୂଷଣ । ପ୍ଲାଷ୍ଟିକ ଅଳିଆକୁ ନେଇ ଚିନ୍ତା କରିବାର ଦିନ ଶେଷ ହୋଇ ଆସିଲା । ପ୍ଲାଷ୍ଟିକ  ଆବର୍ଜନା ମଧ୍ୟରେ ସବୁଠାରୁ ବଡ ଅଳିଆ ଥିଲା ପାଣି ବୋତଲ । ହେଲେ ଏଣିକି ପ୍ଲାଷ୍ଟିକ ବୋତଲ ପାଇଁ ପ୍ରଦୂଷିତ ହେବନି ମାଟି କି ପାଣି । କାରଣ ଏଣିକି ଏମିତି…

ଠୁଳ କରିଥିଲେ ଆୟ ବହିର୍ଭୂତ ସମ୍ପତ୍ତି; ମାଡି ବସିଲା ଭିଜିଲାନ୍ସ  

ଭବାନୀପାଟଣା: ଠୁଳ କରିଥିଲେ ଆୟ ବହିର୍ଭୂତ ସମ୍ପତ୍ତି । ମାଡି ବସିଲା ଭିଜିଲାନ୍ସ ।   ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭବାନୀପାଟଣା ପୌର ସହକାରୀ ନିର୍ବାହୀ ଯନ୍ତ୍ରୀ ସମୀର ଠାକୁର।  ସହକାରୀ ନିର୍ବାହୀ ଯନ୍ତ୍ରୀ ସମୀର ଠାକୁରଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ପରମବ୍ରହ୍ମ ତତ୍ତ୍ୱ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା    ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପରମବ୍ରହ୍ମ ତତ୍ତ୍ୱର ଆଲୋଚନା ଜାରି ରଖିବା, ଏହି କ୍ରମରେ ପ୍ରଥମେ ୮ . ଅନ୍ତର୍ଯ୍ୟାମୀ -ଆକ୍ଷରିକ ଭାବରେ କହିଲେ ଯେ ଅନ୍ତର କଥା ଜାଣନ୍ତି ସେ ଅନ୍ତର୍ଯ୍ୟାମୀ ।…

ଓଡ଼ିଆ ବର୍ଣ୍ଣମାଳା

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ କ- କଣ୍ଠ୍ୟ ସ୍ପର୍ଶ ଅଘୋଷ ଅଳ୍ପପ୍ରାଣ ନିରୁନାସିକ ବ୍ୟଞ୍ଜନ ବର୍ଣ୍ଣ । ଖ- କଣ୍ଠ୍ୟ ସ୍ପର୍ଶ ଅଘୋଷ ମହାପ୍ରାଣ ନିରୁନାସିକ ବ୍ୟଞ୍ଜନ ବର୍ଣ୍ଣ । ଗ- କଣ୍ଠ୍ୟ ସ୍ପର୍ଶ ସଘୋଷ ଅଳ୍ପପ୍ରାଣ ନିରୁନାସିକ ବ୍ୟଞ୍ଜନ ବର୍ଣ୍ଣ । ଘ- କଣ୍ଠ୍ୟ ସ୍ପର୍ଶ ସଘୋଷ…

କବିତା : ମୁଁ ଆଉ ତୁମେ

ରୂପାଲୀ ପ୍ରିୟଦର୍ଶିନୀ ସାମନ୍ତରାୟ ମୁଁ ଜାନୁଆରୀ ଆଉ ତୁମେ ଡିସେମ୍ବର ଖୁବ୍ ପାଖା ପାଖି ଭଳି ଲାଗୁଛି । ହେଲେ ଆମର ଦୂରତା କେତେ ଏ ସମୟ ହିସାବ କରି ରଖିଛି ।। ଥରେ ଦେଖା ହେଲେ ପୁଣି ବରଷେ ଜାନୁଆରୀ ମିଳନ ଆଶାରେ ସେମିତି ଚାହିଁ ବସେ । ସମୟ ଗଡି ଯାଏ ବୟସ ବଢ଼ି ଯାଏ ଜାନୁଆରୀ…

ବରଗଡ଼ ଧନୁଯାତ୍ରା ଓ କଳାକୁଞ୍ଜ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ପ୍ରାଚୀନ ସମ୍ବଲପୁର ଜିଲ୍ଲାର ଇତିହାସ ବିଗତ ଷୋହଳ ଶତାବ୍ଦୀରୁ ଉର୍ଦ୍ଧ କାଳ ବେଶ ଚଳଚଞ୍ଚଳ ରହି ଆସିଥିଲା । ଇତିହାସ କହେ ୪ର୍ଥ ଶତାବ୍ଦୀରେ ସମୁଦ୍ରଗୁପ୍ତ ଉତ୍କଳର ରାଜାଙ୍କୁ ପରାଜିତ କରି ଯେଉଁ ସବୁ ଅଞ୍ଚଳ ଅଧିକାର କରିଥିଲେ, ସମ୍ବଲପୁର ତାହାର ଅଂଶ…

ଆମେରିକାରେ ଦୂତାବାସ ବିକ୍ରି କରିବ ପାକିସ୍ତାନ, ନିଲାମ ଡାକିଛନ୍ତି ଏହି ସବୁ ଦେଶର ବ୍ୟବସାୟୀ

ୱାଶିଂଟନ୍: ପାକିସ୍ତାନ ଆମେରିକାର ରାଜଧାନୀ ୱାଶିଂଟନ୍ ଡିସିରେ ଥିବା ଦୂତାବାସର ପୁରୁଣା ଭଙ୍ଗା କୋଠା ବିକ୍ରି କରୁଛି। ଏଭଳି ପରିସ୍ଥିତିରେ ଋଣ ଜନ୍ତାରେ ପୁଡି କାଙ୍ଗଳ ପରିସ୍ଥିତିରେ ଥିବା ପାକିସ୍ତାନକୁ ବଡ ଅଫର ମଧ୍ୟ ଆସିଛି। ଜଣେ ଭାରତୀୟ ଏବଂ ପାକିସ୍ତାନୀ ବ୍ୟକ୍ତି ଏହି କୋଠା କିଣିବା…

ଭାଷା ଭାଗବତ : ସବୁ ଜଣା ଥିଲେ ସୁଦ୍ଧା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଚିଂତା କରିବା ପାଇଁ କଷ୍ଟ ନ କଲେ କାମ ହୁଏ ନଷ୍ଟ ମନୁଷ୍ୟ ଚିଂତାକାରୀ ଜୀବ କିପାଇଁ ଚିଂତା ନ କରିବ ? ପୂର୍ବଲିଖିତ ପଦାବଳି ସ୍ମରଣ କରି, ଗଲେ ଚଳି ହୁଏନି ନୂଆ ଜ୍ଞାନୋଦୟ ଘଟେ ଭାଷାର ଅବକ୍ଷୟ ପରିବର୍ତିତ…