ବିଏମ୍ସି କମିଶନରଙ୍କ ନାଁରେ ବିଜେପିର ଏତଲା
ବ୍ରହ୍ମପୁର: ସହରରେ ବଢୁଥିବା ମଶା ଉପଦ୍ରବକୁ ନିୟନ୍ତ୍ରଣ ଦାବିରେ ଗତ ୭ ତାରିଖରେ ବ୍ରହ୍ମପୁର ମହାନଗର ନିଗମ(ବିଏମସି) କାର୍ଯ୍ୟାଳୟ ଠାରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ବେଳେ ଉତ୍ତେଜନା ଦେଖାଦେଇଥିଲା। କେତେକ ବିଜେପି କର୍ମୀ କମିଶନରଙ୍କ ଚାମ୍ବର ଭିତରକୁ ଧସେଇ ପଶିବା ନେଇ ଅଭିଯୋଗ…