ସହର ଭିତରେ ୧୧ ଟିକିଆ ହାତୀ ପଲ, ଲୋକେ ଆତଙ୍କିତ
ଢେଙ୍କାନାଳ (ହରେକ୍ରିଷ୍ଣ ରାଉତ): ଜିଲ୍ଲା ବନଖଣ୍ଡ କାମାକ୍ଷାନଗର ସହର ମଧ୍ୟରେ ହାତୀ ପଲଙ୍କ ତାଣ୍ଡବ। ସକାଳୁ ପ୍ରାୟ ୧୧ ଟିକିଆ ହାତୀ ପଲ ଆସି କାମାକ୍ଷାନଗର ଅବକାରୀ ଥାନା ପଛ ପାଖରେ ଉପଦ୍ରବ କରିବା ସହ ତାଣ୍ଡବ ରଚିଥିଲେ। ଯାହାକୁ ନେଇ କାମାକ୍ଷାନଗର ସହରରେ ହାତୀଙ୍କ ଆତଙ୍କ ସୃଷ୍ଟି ହୋଇଥିବା…