ଧରାପଡିଲା ଛିନତାଇ ଗ୍ୟାଙ୍ଗର କିଙ୍ଗପିନ୍, ପାରୋଲରେ ଆସି ଥିଲା ଫେରାର
ଭୁବନେଶ୍ୱର: ରାଜଧାନୀରେ ଛିନତାଇ କରି ଆତଙ୍କ ଖେଳାଇଥିବା ଶିବା, ମୁନା ଏବଂ ସୈରବ ମୁଲା ଗିରଫ। କମିଶନରେଟ ପୋଲିସ ନଜରରେ ଥିବା ଏହି ମୋଷ୍ଟ ଓ୍ୱାଣ୍ଟେଡ ଅପରାଧୀ ରାଜଧାନୀରେ ମହିଳାଙ୍କ ବେକରୁ ଚେନ୍ ଛିଣ୍ଡାଇ ଲୁଟପାଟ କରୁଥିଲା। ଗୁରୁବାର ଖଣ୍ଡଗିରି ଥାନା ପୁଲିସ ଏହି ଅପରାଧୀକୁ ଗିରଫ…