Latest Odisha News

BREAKING NEWS

ଦ୍ରାବିଡ, ଷ୍ଟାଫଙ୍କୁ ବାରମ୍ବାର ବିଶ୍ରାମ ନେଇ ପ୍ରଶ୍ନ ଉଠାଇଲେ ପୂର୍ବତନ କୋଚ ଶାସ୍ତ୍ରୀ

ନୂଆଦିଲ୍ଲୀ: ଟିମ ଇଣ୍ଡିଆ କୋଚ ରାହୁଲ ଦ୍ରାବିଡ ଏବଂ ଅନ୍ୟ ସହଯୋଗୀ ଷ୍ଟାଫଙ୍କୁ ବାରମ୍ବାର ବିଶ୍ରାମ ଦିଆଯାଉଥିବା ପ୍ରଶ୍ନ ଉଠାଇଛନ୍ତି ରବି ଶାସ୍ତ୍ରୀ । ସେମାନଙ୍କୁ ଏତେ ବ୍ରେକ କାହିଁକି ଦିଆଯାଉଛି ବୋଲି ପୂର୍ବତନ କୋଚ ଶାସ୍ତ୍ରୀ କହିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ସୀମିତ ଓଭର ସିରିଜ…

ବକୁଳ ବନ ବିଦ୍ୟାଳୟ ପରିଚାଳନା ଦାୟିତ୍ୱ ଲୋକସେବକ ମଣ୍ଡଳକୁ ଦିଆଯାଉ- ଧର୍ମେନ୍ଦ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର: ପଣ୍ଡିତ ଗୋପବନ୍ଧୁ ଦାସ ଶିକ୍ଷା ମାଧ୍ୟମରେ ସ୍ୱରାଜ ଓ ସ୍ୱାବଲମ୍ବୀ  ଚେତନା ଜାଗ୍ରତ କରିବା ପାଇଁ ୧୯୦୯ରେ ସତ୍ୟବାଦୀ ବକୁଳ ବନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । କିନ୍ତୁ ଏବେ ସେହି ବିଦ୍ୟାଳୟ ଜରାଜୀର୍ଣ୍ଣ ଅବସ୍ଥାରେ । ଏହା ଖୁବ ଚିନ୍ତାର ବିଷୟ ।  ଏହାକୁ ସାମାଜିକ…

କୋଳରେ ଅସୁସ୍ଥ ଛୁଆକୁ ଧରି ୧୯ ମାସର ବକେୟା ଦରମା ମାଗୁଛନ୍ତି ଦମ୍ପତି

ବାରିପଦା: କୋଳରେ ଅସୁସ୍ଥ ଛୁଆ । ପାଖରେ ଥାକେ ଔଷଧ । ଆଖିରୁ ଝରୁଛି ଧାର ଧାର ଲୁହ । ଅସହାୟ ହୋଇ ଅସୁସ୍ଥ ଛୁଆକୁ ଧରି ଧାରଣା ଦେଇଛନ୍ତି ଦମ୍ପତି । ଏ ଦୃଶ୍ୟ ହେଉଛି ଉଦଳା ମହାବିଦ୍ୟାଳୟର । ଧାରଣାରେ ବସିଛନ୍ତି ମହାବିଦ୍ୟାଳୟରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାମ କରୁଥିବା ଦେବାଶିଷ ବାରିକଙ୍କ…

ବାନ୍ଧି ଦେଲେ ହାତଗାେଡ଼,ବିନା ଆନାସ୍ଥେସିଆରେ କଲେ ବନ୍ଧ୍ୟାକରଣ ଅପରେସନ

ବିନା ଆନାସ୍ଥେସିଆରେ ହେଲା ମହିଳାଙ୍କର  ଅପରେସନ । ଜୋରଜବରଦସ୍ତ ହାତ ଗୋଡ ଧରି ମୁହଁ ବନ୍ଦ କରିକି କରାଗଲା ବନ୍ଧ୍ୟାକରଣ ଅପରେସନ । ଏମିତି ଘଟଣା ଘଟିଛି ବିହାରର ଖାଗଡିଆ ଜିଲ୍ଲାରେ । ଏହି ଜିଲ୍ଲାର ଅଲୋଲି କମ୍ୟୁନିଟି ହେଲଥ ସେଣ୍ଟରରେ  ପରିବାର ନିୟନ୍ତ୍ରଣ ଯୋଜନାରେ ବନ୍ଧ୍ୟାକରଣ…

ବିଶ୍ୱ ଚାମ୍ପିୟନକୁ ହରାଇଲା ଅଷ୍ଟ୍ରେଲିଆ

ଆଡିଲେଡ: ଏଠାରେ ଅନୁଷ୍ଠିତ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଅଷ୍ଟ୍ରେଲିଆ ୬ ୱିକେଟରେ ଟି୨୦ ବିଶ୍ୱ ଚାମ୍ପିୟନ ଇଂଲଣ୍ଡକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଡେଭିଡ ମଲାନଙ୍କ ୧୩୪ ରନ ସହାୟତାରେ ୫୦ ଓଭରରେ ୯ ୱିକେଟ ହରାଇ ୨୮୭ ରନ କରିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟ…

ନ୍ୟାୟ ପାଇଁ ପ୍ରେମିକର ଘର ସାମ୍ନାରେ ପ୍ରେମିକାର ଧାରଣା

କାମାକ୍ଷାନଗର: ବିବାହର ପ୍ରତିଶୃୁତି ଦେଇ ଅଧା ବାଟରେ ପ୍ରେମିକାକୁ ଛାଡ଼ି ଛୁ ମାରିଲା ପ୍ରେମିକ । ଶଙ୍ଖା ସିନ୍ଦୂର ଧରି ପ୍ରେମିକର ଘର ସାମ୍ନାରେ ଧାରଣାରେ ବସିଲା ପ୍ରେମିକା । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କଙ୍କଡାହାଡ଼ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ । ଦୀର୍ଘ ୧୪ ବର୍ଷ ଧରି…

ପସନ୍ଦ ହେଲାନି ଲେହେଙ୍ଗା, ବାହାଘର ଭାଙ୍ଗିଦେଲା କନିଆ

ଡେରାଡୁନ: ଚାଲିଥିଲା  ବାହାଘର ପ୍ରସ୍ତୁତି  ।  ଉଭୟ ବର ଓ କନ୍ୟା ଘର କିଣା କିଣିରେ ବ୍ୟସ୍ତ ଥାଆନ୍ତି । କନ୍ୟା ପାଇଁ ଲେହେଙ୍ଗା ଓ ବର ପାଇଁ ଶେରଓ୍ୱାନୀ କିଣା ହେଲା । କିନ୍ତୁ ବର କିଣି ଥିବା ଲେହେଙ୍ଗା କନ୍ୟାକୁ ପସନ୍ଦ ଆସିନଥିଲା । ବାସ, ଏତିକିରେ ବାହାଘର ଭାଙ୍ଗି ଦେଲେ କନ୍ୟା ।  ଘଟଣା…

ଅଧଘଣ୍ଟାରେ ମିଳିଲା ହଜିଲା ଏୟାରପଡ଼୍; ଫେରାଇବା କୌଶଳ ଦେଖି ସମସ୍ତେ କଲେ ପ୍ରଶଂସା

ନୂଆଦିଲ୍ଲୀ: ଯେଉଁଠି ଆଲମିରା ଭିତରେ ଥିବା ଜିନିଷକୁ ବନ୍ଧୁକମୁନରେ ଲୁଟି ନେଉଛନ୍ତି ଦୁବୃର୍ତ୍ତ  ସେଠି ହଜିବା ଜିନିଷକୁ ଫେରି ପାଇବାର ଆଶା କିଏ ରଖିଥାଏ  ?   ଜିନିଷ ଥରେ ହଜିଲା ପରେ ତାହା ଫେରି ପାଇବା ସହଜ ନୁହେଁ । ହେଲେ ଦୁନିଆରେ ଏମିତି କିଛି ଭଲ ଲୋକ ଅଛନ୍ତି ଯିଏ ହଜିଯାଇଥିବା ଜିନିଷକୁ…

ମନ୍ତ୍ରୀଙ୍କ ପିଏ ପରିଚୟ ଦେଇ ଫୋନରେ କରୁଥିଲେ ପକେଟ୍ ଖାଲି

ଭୁବନେଶ୍ୱର: ହ୍ୟାଲୋ… ମୁଁ ମନ୍ତ୍ରୀଙ୍କ ପି.ଏ. କହୁଛି । ମନ୍ତ୍ରୀଙ୍କ ମାଆ ହୋମଯଜ୍ଞ କରିବେ । ଆପଣ ଯଜ୍ଞ ପାଇଁ କିଛି ସାହାଯ୍ୟ କରନ୍ତୁ ।... କିଛି ଏମିତି ଢଙ୍ଗରେ ଜାଲ ବିଛାଇଥିଲା କିନ୍ନର ମନିଷା ଓରଫ ସୌମ୍ୟ ରଞ୍ଜନ ପ୍ରଧାନ । କେତେବେଳେ ନେତା ତ କେତେବେଳେ ମନ୍ତ୍ରୀଙ୍କ ପିଏ ବୋଲି ପରିଚୟ…

୧୩୫ ଟଙ୍କାରେ ୭ ଦିନିଆ ବିଦେଶ ଯାତ୍ରା

ନୁୂଆଦିଲ୍ଲୀ:  ବିଦେଶ ଯାତ୍ରା କରିବାକୁ ସମସ୍ତଙ୍କର ମନ । ହେଲେ ପକେଟ ସମସ୍ତଙ୍କୁ ଅନୁମତି ଦିଏନି । ତେଣୁ ବିଦେଶ ଭ୍ରମଣ ସ୍ୱପ୍ନ ସମସ୍ତଙ୍କର ଅଧାରେ ରହିଯାଏ । ହେଲେ ଏହି ଖବର ଶୁଣିବା ପରେ ମରିଯାଇଥିବା ସ୍ୱପ୍ନ ପୁଣି ମୁଣ୍ଡ ଟେକିବ । ମାତ୍ର ୧୩୫ଟଙ୍କାରେ ୭ ଦିନିଆ ବିଦେଶ ଯାତ୍ରା । ତା…