ପଦ୍ମପୁର ଉପନିର୍ବାଚନ ପାଇଁ ୧୩ ଜଣ ଦାଖଲ କଲେ ପ୍ରାର୍ଥୀପତ୍ର
ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାର ଶେଷ ଦିନରେ ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ସହିତ ଆଉ କିଛି ସ୍ବାଧୀନ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ଏହି ହାଇଭୋଲଟେଜ ମୁକାବିଲା ପାଇଁ ମୋଟ୍ ୧୩ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।…