Latest Odisha News

BREAKING NEWS

ହାଇଦ୍ରାବାଦର ବେଗୁମପେଟରେ ଖୋଲିଲା ଭାରତର ପ୍ରଥମ ସୁନା ଏଟିଏମ୍

ହାଇଦ୍ରାବାଦ: ହାଇଦ୍ରାବାଦର ବେଗୁମପେଟରେ ଭାରତର ପ୍ରଥମ ସୁନା ଏଟିଏମ୍ ଉଦଘାଟିତ ହୋଇଛି । ଗୋଲ୍ଡସିକ୍କା ନାମକ କମ୍ପାନୀ ଆରମ୍ଭ କରିଛି ଏହି ବ୍ୟବସ୍ଥା । ଡେବିଟ୍-କ୍ରେଡିଟ କାର୍ଡ, ପ୍ରିପେଡ୍-ପୋଷ୍ଟ ପେଡ୍ ସ୍ମାର୍ଟକାର୍ଡରେ ଏଥର ସୁନା ଏଟିଏମରୁ ଲୋକେ ସୁନା କିଣିପାରିବେ ।  ୨୪ଘଣ୍ଟା ଖୋଲା…

ଅର୍ଚ୍ଚନାଙ୍କ ମୁହଁରୁ ସତ ଉଗାରିବ ଇଡି, ଖୋଲିବ କଳାସାମ୍ରାଜ୍ୟର ଗୁମର ?

ଭୁବନେଶ୍ୱର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଆଜିଠୁ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗକୁ ରିମାଣ୍ଡରେ ନେବ । ପଚାରିବ ୫ ବର୍ଷରେ ନାଗ-ଚାନ୍ଦ ଦମ୍ପତି କେମିତି ହେଲେ କୋଟିପତି । କାହାକୁ କାହାକୁ ହନିଟ୍ରାପରେ ଫସାଇ ଅର୍ଚ୍ଚନା ବ୍ଲାକମେଲ୍ କରି ଆଣିଛନ୍ତି କଳାଧନ । ସୋମବାର ଖୋର୍ଦ୍ଧା…

ଭାଷା ଭାଗବତ : ଶବ୍ଦର ଆଦାନ ପ୍ରଦାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଶବ୍ଦର ଆଦାନ ପ୍ରଦାନ ଭାଷାରେ ହୁଏ ପ୍ରତିକ୍ଷଣ ବହୁ ଭାଷାରୁ ଶବ୍ଦ ନେଇ ଭାଷାଟେ ସମୃଦ୍ଧ ହୁଅଇ ଭାଷାରେ ଥିଲେ ବ୍ୟତିକ୍ରମ ସୁଦ୍ଧା ହୋଇଲେ ବୋଧଗମ୍ୟ ଭାଷୀଏ ପାରଂତି ସଂଭାଳି ତେଣୁ ଭାଷାଟେ ପାରେ ଚଳି କୌଣସି ଭାଷା…

ଶୀତଦିନେ ଜଳଖିଆରେ ସାମିଲ କରନ୍ତୁ ଅଣ୍ଡା

ଓଡ଼ିଶା ସମ୍ବାଦ ବୁରୋ : ଶରୀର ସୁସ୍ଥ ପାଇଁ ସଠିକ୍ ପରିମାଣରେ ଖାଦ୍ୟ ଖାଇବା ଆବଶ୍ୟକ । କେତେକ ଖାଦ୍ୟ ମଧ୍ୟରୁ ଅଣ୍ଡା ଏପରି ଏକ ଖାଦ୍ୟ ଯାହା ଆମ ଶରୀରରେ ଅନେକ ପୋଷକ ତତ୍ତ୍ୱର ଅଭାବକୁ ପୂରଣ କରିଥାଏ । ଅଣ୍ଡା ପ୍ରୋଟିନଯୁକ୍ତ ଖାଦ୍ୟ । ଏଥିରେ ଭିଟାମିନ୍ ବି, ଭିଟାମିନ ବି ୧୨,…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅଣସର ନୀତି ସରିଯାଇଛି। ବନକ ଲାଗି ପରେ ଶ୍ରୀଜୀଉମାନେ ଅମାବାସ୍ୟା ସକାଳୁ ପ୍ରସ୍ତୁତ ହୋଇ ବସିଛନ୍ତି । ନିଜର ନବ ଯୌବନ ବେଶରେ ଦର୍ଶନ ଦେବା ପାଇଁ ଏହି ନବ ଯୌବନ ଦର୍ଶନ…

ଜାତୀୟ ରଗବୀ ଟିମରେ ଓଡିଶାରୁ ୧୦ ଖେଳାଳି

ଭୁବନେଶ୍ୱର: ୧୮ ବର୍ଷରୁ କମ ବାଳକ ଓ ବାଳିକା ଏସିଆନ ରଗବୀ ଚାମ୍ପିୟନଶିପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଘୋଷିତ ଭାରତୀୟ ଦଳରେ ୫ ବାଳିକାଙ୍କ ସମେତ ଓଡିଶା ୧୦ଜଣ ସ୍ଥାନ ପାଇଛନ୍ତି । ନେପାଳର କାଠମାଣ୍ଡୁରେ ଡିସେମ୍ବର ୧୧ ଓ ୧୨ରେ ଏହି ଚାମ୍ପିୟନଶିପ ଆୟୋଜିତ ହେବ । ୧୮ଜଣିଆ ବାଳିକା…

ଫିଫା ବିଶ୍ୱକପ: ଫ୍ରାନ୍ସ-ଇଂଲଣ୍ଡ କ୍ୱାର୍ଟର ଫାଇନାଲ ମୁକାବିଲା

ଦୋହା: ଚଳିତ ଫିଫା ବିଶ୍ୱକପ ଫୁଟବଲରେ ଆର୍ଜେଂଟିନା-ନେଦରଲାଣ୍ଡ ଓ ଫ୍ରାନ୍ସ-ଇଂଲଣ୍ଡ କ୍ୱାର୍ଟର ଫାଇନାଲରେ ପରସ୍ପରକୁ ଭେଟିବ । ପ୍ରି-କ୍ୱାର୍ଟରରେ ଫ୍ରାନ୍ସ ୩-୧ ଗୋଲରେ ପୋଲାଣ୍ଡକୁ ଓ ଇଂଲଣ୍ଡ ୩-୦ରେ ସେନେଗାଲକୁ ପରାସ୍ତ କରିଥିଲା । ଫ୍ରାନ୍ସ ପକ୍ଷରୁ ଓଲିଭର ଗିରୋଡ ୪୪ତମ ଏବଂ କାୟଲିନ…

ଜାଗା ମିଶନ୍‌ରେ ଚିହ୍ନଟ ହେବେ ବସ୍ତି ବାସିନ୍ଦା;ଆରମ୍ଭ ହେବ ତଥ୍ୟ ସଂଗ୍ରହ

ବ୍ରହ୍ମପୁର:ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ପଟ୍ଟା ପ୍ରଦାନ ପାଇଁ ବ୍ରହ୍ମପୁର ମହାନଗର ନିଗମ ତରଫରୁ ଗତ ୧୦ ତାରିଖରୁ ଚାଲିଥିବା ଡ୍ରୋନ୍‌ ସର୍ଭେ ଶେଷ ହୋଇଯାଇଛି। ସୋମବାର ଠାରୁ ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମହାନଗର ନିଗମର ସମ୍ମିଳନୀ କକ୍ଷରେ ଆରମ୍ଭ ହୋଇଯାଇଛି। ଡ୍ରୋନ୍‌…

ଏଏଫସି ଏସିଆନ କପ ୨୦୨୭: ଆୟୋଜକ ଦୌଡରୁ ଓହରିଲା ଭାରତ

ନୂଆଦିଲ୍ଲୀ:ଏଏଫସି ଏସିଆନ କପ ୨୦୨୭ ଆୟୋଜକ ଦୌଡରୁ ଭାରତ ଓହରି ଯାଇଛି । ଫଳରେ ସାଉଦି ଆରବ ଆୟୋଜକ ଅଧିକାର ହାତେଇବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି । ଏହି ଦୌଡରେ ଅନ୍ୟ କୌଣସି ଦେଶ ବିଡ ଦାଖଲ କରି ନାହାନ୍ତି । ଏସିଆନ ଫୁଟବଲ ମହାସଂଘ ମଧ୍ୟ ଭାରତ ଏବଂ ସାଉଦି ଆରବ ମଧ୍ୟରୁ ଏହି ଅଧିକାର ମିଳିବ…

କୁମ୍ବଲେଙ୍କୁ ପଛରେ ପକାଇବା ସହ ନୂତନ କୀର୍ତିମାନ ସ୍ଥାପନ କଲେ ଆଣ୍ଡରସନ

ରାୱଲପିଣ୍ଡି: ଏଠାରେ ଅନୁଷ୍ଠିତ ପ୍ରଥମ କ୍ରିକେଟ ଟେଷ୍ଟରେ  ଇଂଲଣ୍ଡ ୭୪ ରନରେ ପାକିସ୍ତାନକୁ ପରାସ୍ତ କରିଛି । ଏଥିସହ ୩ ମ୍ୟାଚ ବିଶିଷ୍ଟ ସିରିଜରେ ଇଂଲଣ୍ଡ ୧-୦ର ଅଗ୍ରଣୀ ହାସଲ କରି ନେଇଛି । ଏହି ମ୍ୟାଚରେ ଇଂଲଣ୍ଡ ପେସର ଜେମ୍ସ ଆଣ୍ଡରସନ ୱିକେଟ ହାସଲରେ ଭାରତର ଅନୀଲ କୁମ୍ବଲେଙ୍କୁ ପଛରେ…