Latest Odisha News

BREAKING NEWS

ଆତ୍ମହତ୍ୟା କରିଥାନ୍ତେ କରନ ଜୋହର !

ମୁମ୍ବାଇ: ବିବାଦୀୟ କ୍ରିଟିକ୍ସ କେଆରକେ ଆଜି ଏକ ଚାଂଚଲ୍ୟକର ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ବ୍ରହ୍ମାସ୍ତ୍ର ଫିଲ୍ମ ସୁପରଫ୍ଲପ ହେବା ପରେ ଏହାର ପ୍ରଡ୍ୟୁସର କରନ ଜୋହର ଆତ୍ମହତ୍ୟା କରିବା ପାଇଁ ଚିନ୍ତା କରୁଥିଲେ । ମାତ୍ର ଠିକ ସମୟରେ ମୁକେଶ ଅମ୍ବାନୀ ତାଙ୍କୁ ୩୦୦ କୋଟି ଧାର ଦେବାରୁ ସେ…

ବାଂଲାଦେଶ ଗସ୍ତରୁ ଓହରିଲେ ସାମି

ନୂଆଦିଲ୍ଲୀ:ବାଂଲାଦେଶ ବିପକ୍ଷ ଦିନିକିଆ କ୍ରିକେଟ ସିରିଜରୁ ଭାରତର ପେସ ବୋଲର ମହମ୍ମଦ ସାମି ଆଘାତ ସମସ୍ୟା ଯୋଗୁ ଓହରି ଯାଇଛନ୍ତି । ୩ ମ୍ୟାଚ ବିଶିଷ୍ଟ ସିରିଜ ରବିବାରଠାରୁ ଆରମ୍ଭ ହେବ । ସାମିଙ୍କ ଅନୁପସ୍ଥିତିରେ ମୁକେଶ କୁମାର ଓ ନବଦୀପ ସୈନୀଙ୍କ ମଧ୍ୟରେ ଜଣଙ୍କୁ ଦଳରେ ସାମିଲ କରାଯାଇପାରେ…

ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍: ‘ବୁଝିବିଚାରି କହୁନାହାଁନ୍ତି, ଆପଣ ଥକିଗଲେଣି’

ପଦ୍ମପୁର: ଶେଷ ଦିନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବାକ୍ୟବାଣ ମାରିଛନ୍ତି ଧର୍ମେନ୍ଦ୍ର । ୨୨ ବର୍ଷ ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଲେ । ୧୯୯୩ ବରିଷ୍ଠ ନାଗରିକମାନେ ଜିଲ୍ଲା ଦାବି ନେଇ…

ଜୁଏଲ୍, ଜୟନାରାୟଣ ଓ ପ୍ରଦୀପଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି

ଭୁବନେଶ୍ୱର : ଆଜି ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନ । ତିନି ଦଳ ମୈଦାନରେ ଘମାଘୋଟ ଲଢେଇ ଲାଗିଥିବା ବେଳେ ନିର୍ବାଚନ ଅଧିକାରୀଙ୍କୁ ବି ଆୟୁଧ କରିଛନ୍ତି । ବିଜେଡି ଆଜି ପୁଣି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେପି ନେତାଙ୍କ ବିରୁଦ୍ଧରେ ଫେରାଦ ହୋଇଛି । ନିଜ…

ଗୁଗୁଲ CEO ସୁନ୍ଦର ପିଚାଇଙ୍କୁ ପଦ୍ମ ଭୂଷଣ ସମ୍ମାନ

ନୂଆଦିଲ୍ଲୀ: ଗୁଗୁଲର CEO ସୁନ୍ଦର ପିଚାଇଙ୍କୁ ପଦ୍ମ ଭୂଷଣ । ଭାରତର ସବୁଠାରୁ ବଡ ତୃତୀୟ ନାଗରିକ ସମ୍ମାନ  ପଦ୍ମ ଭୂଷଣରେ ସମ୍ମାନିତ ହୋଇଛନ୍ତି  ସୁନ୍ଦର ପିଚାଇ  । ଆମେରିକୀ ନାଗରିକ ତଥା ତାମିଲନାଡୁ ମଦୁରାଇରେ ଜନ୍ମିତ ସୁନ୍ଦର ପିଚାଇଙ୍କୁ  ବ୍ୟାବସାୟିକ ଏବଂ ଉଦ୍ୟୋଗିକ କ୍ଷେତ୍ରର ସଫଳତା…

ରାଜ୍ୟପାଳଙ୍କ ଦ୍ୱାରା ‘ଓଡ଼ିଆ ସାହିତ୍ୟରେ ଆଧୁନିକତାର ଦିଗ’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ବର : ଏଥେନା ବୁକ୍ସ ଆନୁକୁଲ୍ୟରେ ପ୍ରକାଶିତ ବିଶିଷ୍ଟ ସମାଲୋଚକ ପ୍ରଦୀପ କୁମାର ସ୍ୱାଇଁଙ୍କ 'ଓଡ଼ିଆ ସାହିତ୍ୟରେ ଆଧୁନିକତାର ଦିଗ' ପୁସ୍ତକ ରାଜ ଭବନ ପରିସରରେ ମହାମହିମ ରାଜ୍ୟପାଳ ଗଣେଶୀ ଲାଲଙ୍କ କର କମଳରେ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ଲେଖକ ଶ୍ରୀ ସ୍ୱାଇଁ, ପ୍ରକାଶକ ତଥା…

ମେକ୍ ଇନ୍ ଓଡ଼ିଶା: ୬ ଲକ୍ଷ ଏସଏଚଜିକୁ ଏସଏମ୍ଇରେ ରୂପାନ୍ତରଣ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ

ଭୁବନେଶ୍ୱର : ମେକ୍‌ ଇନ୍ ଓଡିଶା କନକ୍ଲେଭରେ ଆଜି ମହିଳା  ଉଦ୍ୟୋଗୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ । ରାଜ୍ୟରେ ୬ ଲକ୍ଷ ଏସଏଚଜି କାମ କରୁଛନ୍ତି । ଏଗୁଡିକୁ ଏସଏମଇରେ ରୂପାନ୍ତରଣ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ମିଶନ ଶକ୍ତି…

ଶ୍ରଦ୍ଧା ମର୍ଡର କେସର ନୂଆ ଟ୍ୱିଷ୍ଟ: ଅଫତାବ ଘରୁ ମିଳିଲା ଚାଇନିଜ ଚାପଡ

ନୂଆଦିଲ୍ଲୀ: ଶ୍ରଦ୍ଧା ୱାକର ହତ୍ୟା ଘଟଣାର ନୂଆ ଟ୍ୱିଷ୍ଟ । ନାର୍କୋ ଟେଷ୍ଟ, ପଲିଗ୍ରାଫ ଟେଷ୍ଟରେ  ଗୋଟି ଗୋଟି ସତ ଉଗାଳିଛି ଜହ୍ଲାଦ ପ୍ରେମିକ ଅଫତାବ । ୨ ଜଣ ଡାକ୍ତର, ଜଣେ ସାଇକୋଲୋଜିଷ୍ଟ ଓ ୨ଜଣ ଫଟୋ ବିଶେଷଜ୍ଞଙ୍କ  ଉପସ୍ଥିତିରେ ୨ ଘଣ୍ଣା ଧରି ହୋଇଥିଲା ଜେରା । ଜେରାବେଳେ ଲିଭ୍ ଇନ…

ଟିଏମସି ନେତାଙ୍କ ଘରେ ବୋମା ବିସ୍ଫୋରଣ, ୩ ମୃତ

କୋଲକାତା: ତୃଣମୂଳ କଂଗ୍ରେସ ନେତାଙ୍କ ଘରେ ବୋମା ବିସ୍ଫୋରଣ । ବିସ୍ଫୋରଣରେ ଅତି କମରେ ୩ ଜଣ ଲୋକଙ୍କ ଜୀବନ ଯାଇଛି । ଘଟଣା ଘଟିଛି ପଶ୍ଚିମ ବଙ୍ଗ ପୂର୍ବ ମେଦିନପୁର ଇଲାକାରେ । ଶୁକ୍ରବାର ରାତି ପ୍ରାୟ ୧୧ଟା ୧୫ରେ  ନୟବିଲ୍ଲା ଗାଁରେ ରହୁଥିବା ତୃଣମୂଳ କଂଗ୍ରେସ ପ୍ରେସିଡେଣ୍ଟଙ୍କ ଘରେ…

ଥାନାରେ ବ୍ୟବସାୟୀଙ୍କୁ ନିର୍ଧୁମ ମାଡ଼; ଆଇଆଇସିଙ୍କ ବଦଳି

ବ୍ରହ୍ମପୁର: ଥାନା ଭିତରେ ଜଣେ ବ୍ୟବସାୟୀଙ୍କୁ ନିର୍ଧୁମ ମାଡ଼ ମାରିବା ଘଟଣାରେ ଗୋପାଳପୁର ଥାନା ଆଇଆଇସି ଶ୍ରୀକାନ୍ତ ଖମାରୀଙ୍କ ବଦଳି ହୋଇଯାଇଛି। ତାଙ୍କୁ ବ୍ରହ୍ମପର ପୋଲିସ ଜିଲା ମୁଖ୍ୟାଳୟକୁ ବଦଳି କରାଯାଇଛି। ମାରାଇନ୍‌‌ ଥାନା ଆଇଆଇସି ସାରଦା ପ୍ରସନ୍ନ ଦାସଙ୍କୁ ଗୋପାଳପୁର ଥାନା ଆଇଆଇସି…