Latest Odisha News

BREAKING NEWS

ଜଗନ୍ନାଥ ରାଜା ଛୁଆ ବା ଶାସକରେ ସୀମିତ ନୁହଁନ୍ତି, ସେ ସାରା ଜଗତର-ତଥାଗତ

ଭଦ୍ରକ: ଢେଙ୍କାନାଳର ପୂର୍ବତନ ସାଂସଦ ତଥା ଧରିତ୍ରୀ ସମ୍ପାଦକ ତଥାଗତ ସତପଥୀଙ୍କ ମୁହଁରେ ଜଗନ୍ନାଥ ତତ୍ତ୍ୱ ! ସେତିକି ନୁହେଁ, ଜଗନ୍ନାଥଙ୍କ ତତ୍ତ୍ୱ ସହ ଓଡ଼ିଶାର ସଂସ୍କୃତି କିପରି ଜଡିତ ତାହା ମଧ୍ୟ ବର୍ଣ୍ଣନା କରିଛନ୍ତି ।   ଜଗନ୍ନାଥ ହେଉଛନ୍ତି ଆମ ଓଡ଼ିଶାର ଠାକୁର । ଜଗନ୍ନାଥଙ୍କ ନାଁ ସହ…

ବେଆଇନ ଗ୍ୟାସ ସିଲିଣ୍ଡର ଦୋକାନରେ ଲାଗିଲା ନିଆଁ, ବୃଦ୍ଧାଙ୍କୁ ଉଦ୍ଧାର କଲା ଅଗ୍ନିଶମ

ସୁବର୍ଣ୍ଣପୁର : ବେଆଇନ ଗ୍ୟାସ ସିଲିଣ୍ଡର କାରବାର ପଡ଼ିଲା ମହଙ୍ଗା । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ସହଲା ରୋଡ଼ ଥିବା ନିରାକାର ମେହେର ନିଜ ଦୋକାନରେ ଗ୍ୟାସ ସିଲିଣ୍ଡର ବେଆଇନ ଭାବେ ଗଚ୍ଛିତ ରଖି ବ୍ୟବସାୟ କରୁଥିଲେ । ତେବେ ହଠାତ ଗ୍ୟାସ ସିଲିଣ୍ଡର ରେ ନିଆଁ…

ଆଜି ଦିବଙ୍ଗତ ଓଡ଼ିଆ ଅଭିନେତ୍ରୀ ଝରଣା ଦାସଙ୍କ ଶେଷକୃତ୍ୟ

କଟକ: ଆଜି ଦିବଙ୍ଗତ ଓଡ଼ିଆ ଅଭିନେତ୍ରୀ ଝରଣା ଦାସଙ୍କ ଶେଷକୃତ୍ୟ ହେବ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ ତାଙ୍କର ଶେଷକୃତ୍ୟ । ଗାର୍ଡ ଅଫ୍ ଅନର ଦିଆଯିବା ନେଇ ମୁଖ୍ୟମନ୍ତ୍ରୀ ଗତକାଲି ସୂଚନା ଦେଇଥିଲେ । କଟକ ଗୋରାକବରସ୍ଥିତ ଚର୍ଚ୍ଚରେ ତାଙ୍କର ଅନ୍ତିମ ସଂସ୍କାର ହେବ । କଟକସ୍ଥିତ…

ବରିଷ୍ଠ ସାମ୍ୱାଦିକ ବୈଷ୍ଣବ ଚରଣ ଜେନାଙ୍କ ପରଲୋକ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ୱକାର ବୈଷ୍ଣବ ଜେନାଙ୍କ ପରଲୋକ । ଆଜି ଭୋର ସମୟରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା । ସେ ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ବେଞ୍ଜରାପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ୧୯୮୦ ମସିହାରୁ…

ନବରଙ୍ଗପୁର ଡାବୁ ଗାଁରେ କାର୍ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ଥାନା ସରାଗୁଡ଼ା ନିକଟରେ କାର ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ହୋଇଛି । ଭାରସାମ୍ୟ ହରାଇ କାରଟି ଗଛକୁ ପିଟିଥିଲା । ଘଟଣାସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ହୋଇଥିଲା ଓ  ଦୁଇ ଗୁରୁତରଙ୍କୁ କୋରାପୁଟ ସ୍ଥାନାନ୍ତର କରାଯାଇଥିଲା । ସେମାନଙ୍କ…

୫ରେ ପଦ୍ମପୁର ଭୋଟ୍, ବୁଥକୁ ପହଞ୍ଚୁଛି ଇଭିଏମ୍

ପଦ୍ମପୁର : ପଦ୍ମପୁର ପୋଲିଂ ପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । ୫ ତାରିଖରେ ପଡିବ ପଦ୍ମପୁର ଭୋଟ୍  । ସକାଳ ୭ଟାରୁ ୪ଟା ଯାଏଁ ଭୋଟିଂ ହେବ । ଆଜି ଡେସପାଚ୍ ହେବ ଇଭିଏମ୍ ବା ଭିଭିପାଟ୍ । ପୋଲିଂ ପାର୍ଟି ବି ବୁଥ୍ ଅଭିମୁଖେ ଯିବେ । ୩୧୯ ବୁଥରେ ମୋଟ ୨,୫୭,୪୭୪ ଭୋଟର କରିବେ ମତଦାନ…

ପଦ୍ମପୁର ପାଇଁ ପ୍ରଚାରର ଶେଷ ଦିନରେ କମ୍ପିବ ମୈଦାନ

ପଦ୍ମପୁର : ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାରର ଆଜି ଶେଷ ଦିନ । ତେଣୁ ତିନି ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀଙ୍କ ପାଇଁ ପ୍ରତ୍ୟେକ ଦଳ ଶେଷ ପ୍ରୟାସ କରିବେ । ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଶେଷ ଉଦ୍ୟମ କରିବେ ଦଳ । ବିଜେପି ପକ୍ଷରୁ ପ୍ରଦୀପ ପୁରୋହିତଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

କବିତା : ମୋହ

ଅର୍ଚ୍ଚନା ଦେଓ  ସକାଳ ମୁହଁ ଧୋଇ ଯାଇଥିଲି ତୁମ ଘର ବାଟେ ଆକର୍ଷଣ ଓ ଦୁର୍ବଳତା ନେଇଗଲା ଠିକ୍ ଦୁଆର ସାମ୍ନାକୁ ହେଲେ ଗେଟ୍ ଖୋଲିବା ପାଇଁ ସାହାସ କି ତୁମକୁ ଅପେକ୍ଷା କ ରିବାର ଧୈର୍ଯ୍ୟ ମୋର ନଥିଲା ଫେରି ଆସିଲି ଗେଟ୍ ମୁହଁରୁ କେତେ ବର୍ଷ ବିତିଗଲାଣି ଏହାରି ଭିତରେ ତୁମେ…

ଭାଷା ଭାଗବତ : ଭାଷାର ବିଭିନ୍ନ ପ୍ରକାର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସବୁ ତ ବିଭିନ୍ନ ପ୍ରକାର ଭାଷାରେ କିଛି ନୁହେ ସ୍ଥିର ଯାହାଂକ ଯେଉଁ ଭଳି ମନ କରଂତି କଥନ, ଲିଖନ ତେଣୁ ତ ଭାଷା ଚଳମାନ ଏହି ସତ୍ୟକୁ ଦେଉଁ ଧ୍ୟାନ ଭାଷାରେ ଯାହା ସତେ ଚଳେ ସେ ସବୁ କେହି ନ ଲେଖିଲେ ମିଳେନି ପୂରା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢାରେ ପରିକ୍ରମା କରି ଆମେ ମୁକ୍ତିମଣ୍ଡପ ବାମ ପାର୍ଶ୍ଵରେ ଥିବା ଅନନ୍ତ ବାସୁଦେବଙ୍କ ମନ୍ଦିର ନିକଟରେ ପହଁଞ୍ଚି ଗଲେଣି। ଏହି ଅତ୍ୟନ୍ତ ପ୍ରାଚୀନ…