Latest Odisha News

BREAKING NEWS

ଢେଙ୍କାନାଳର ‘ମଗଜ ଲଡୁ’ ପାଇବ ଜିଆଇ ଟ୍ୟାଗ୍ !

ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ମିଠା ‘ମଗଜ ଲଡୁ’ ଭୈଗୋଳିକ ସୂଚକାଙ୍କ (GI) ଟ୍ୟାଗ୍ ପାଇବାକୁ ଯାଉଛି। ଯଦି ନିମାପଡା 'ଝିଲି’ ପାଇଁ ପ୍ରସିଦ୍ଧ, କେନ୍ଦ୍ରାପଡା ‘ରସବାଳି’ ଏବଂ ନୟାଗଡ଼ ‘ଛେନା ପୋଡା’ ପାଇଁ ପ୍ରସିଦ୍ଧ ତାହେଲେ ଢେଙ୍କାନାଳ ‘ମଗଜି ଲଡୁ’ ପାଇଁ ପ୍ରସିଦ୍ଧ।…

‘ଜିଲ୍ଲାପାଳ ଭାବେ ପଦ୍ମପୁରକୁ ଯେମିତି ଦେଖିଥିଲି ଏବେ ବି ସେମିତି, ଲୋକେ ବିକାଶରୁ ବଞ୍ଚିତ’

ଭୁବନେଶ୍ୱର: ୨୦୨୩ ଡିସେମ୍ବର ସୁଦ୍ଧା ପଦ୍ମପୁରକୁ ଜିଲ୍ଲାରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି। ଏହାପରେ ବିଜେପିର ବରିଷ୍ଠ ନେତ୍ରୀ ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି ଦାବିକୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭ୍ରାନ୍ତିକର ବୋଲି…

ବିଜୁ ସେତୁ ଯୋଜନାରେ ଅନିୟମିତତା, ପୋଲ୍ ଖୋଲିଦେଲା ସିଏଜି

ଭୁବନେଶ୍ୱର: ଭାରତର ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ (ସିଏଜି)ଙ୍କ ଅଡିଟ ରିପୋର୍ଟରେ ଓଡ଼ିଶା ସରକାରଙ୍କ ମହତ୍ତ୍ୱାକାକ୍ଷୀ ବିଜୁ ସେତୁ ଯୋଜନା (ବିଏସ୍ଓ୍ୱାଇ) ଓ ଅନ୍ୟାନ୍ୟ ଅନେକ ବଡ଼ ପ୍ରକଳ୍ପରେ ବ୍ୟାପକ ଅନିୟମିତତା ହୋଇଥିବା ଜଣାପଡ଼ିଛି । ରାଜ୍ୟରେ ଥିବା ଗ୍ରାମାଞ୍ଚଳରେ ପରିବହନ…

ଓଟିଏମକୁ ସରକାର ନିଜ ହେପାଜତରେ ନେବାରେ ବିଳମ୍ୱ, କ୍ଷୁବ୍ଧ ହାଇକୋର୍ଟ

କଟକ: ସରକାରୀ ଉଦ୍ୟୋଗ ଓଡ଼ିଶା ଟେକ୍ସଟାଇଲ୍ ମିଲ୍ସ (ଓଟିଏମ୍) ଅଧିଗ୍ରହଣରେ ଓଡ଼ିଶା ସରକାରଙ୍କ ଅପ୍ରତ୍ୟାଶିତ ବିଳମ୍ବକୁ ନେଇ ଶୁକ୍ରବାର ଓଡ଼ିଶା ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଯଦିଓ ସରକାର ପୂର୍ବ ଆଦେଶ ଅନୁଯାୟୀ ୧୧୫ କୋଟି ଟଙ୍କା ଜମା କରିସାରିଛନ୍ତି। ହାଇକୋର୍ଟ ଜଷ୍ଟିସ ବିଶ୍ୱନାଥ…

ଗୋଟିଏ ଓଭରରେ ଛ’ଟି ଓ୍ୱିକେଟ୍ !

ଓଡ଼ିଶା ସମ୍ବାଦ ବ୍ୟୁରୋ: କ୍ରିକେଟ୍ ଏକ ଅନିଶ୍ଚିତତାର ଖେଳ। ଯେକୌଣସି ସମୟରେ ଏହି ଖେଳର ମୋଡ଼ ବଦଳିଯାଇପାରେ। ଆଜିର ସମୟରେ ଏହି କ୍ରିକେଟ୍ ବ୍ୟାଟସମ୍ୟାନଙ୍କ ଖେଳ ଭାବରେ ବିବେଚନା କରାଯାଏ। ଅର୍ଥାତ୍ ବ୍ୟାଟସମ୍ୟାନଙ୍କ ପ୍ରାଧାନ୍ୟ ବିସ୍ତାର ଅଧିକ ରହିଛି। ପାକିସ୍ତାନ ଏବଂ ଇଂଲଣ୍ଡ ମଧ୍ୟରେ…

ମୂଷା ଧରିବା ପାଇଁଁ ବାହାରିଲା ଚାକିରି, ବାର୍ଷିକ ପ୍ୟାକେଜ ୧.୩ କୋଟି

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆପଣ ମୂଷାମାନଙ୍କୁ ଘୃଣା କରନ୍ତି କି? ଆପଣ ମୂଷାମାନଙ୍କ 'ରକ୍ତ ଖାଇବାକୁ' ଇଚ୍ଚୁକ କି? ଆପଣଙ୍କ କଥାବାର୍ତ୍ତା କରିବାର ଦକ୍ଷତା ବହୁତ ଭଲ ଏବଂ ଆପଣ ଜଣେ ବଦମାସ ପ୍ରକୃତିର ବ୍ୟକ୍ତି କି? ଯଦି ଆପଣଙ୍କର ଏପରି ଗୁଣ ଅଛି, ତେବେ ଆପଣ ବାର୍ଷିକ ୧.୩ କୋଟି ଟଙ୍କା ଦରମା…

‘ବାୟୁ-ଗୁରୁତ୍ୱପୂର୍ଣ୍ଣ ଜୀବନ ଶକ୍ତି’ ଶୀର୍ଷକ ୩ ଦିନିଆ ଜାତୀୟ ସମ୍ମିଳନୀ

ଭୁବନେଶ୍ୱର: ଭାରତର ପ୍ରାଚୀନ ପରମ୍ପରା ଓ ଆଧୁନିକ ଜ୍ଞାନ କୌଶଳକୁ ବ୍ୟବହାର କରି ବାୟୁ ପ୍ରଦୂଷଣର ମୁକାବିଲା କରିବା ନିମନ୍ତେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଶୁକ୍ରବାର ଆହ୍ୱାନ ଦେଇଛନ୍ତି । 'ବାୟୁ-ଗୁରୁତ୍ୱପୂର୍ଣ୍ଣ ଜୀବନ ଶକ୍ତି'…

ଓଡ଼ିଶା ବକ୍ସସାଇଟରେ ପ୍ରଥମ, ଆଲୁମିନାରେ ପ୍ରଥମ, ଆଲୁମିନିୟମ୍ ଉତ୍ପାଦନରେ ପ୍ରଥମ: ଡ. ଚାନ୍ଦ

ଭୁବନେଶ୍ୱର: ଓଡ଼ିଶା ବକ୍ସସାଇଟରେ ପ୍ରଥମ, ଆଲୁମିନା ପ୍ରଥମ, ଆଲୁମିନିୟନ୍ ଉତ୍ପାଦନରେ ପ୍ରଥମ । ମେକ୍ ଇନ୍ କନକ୍ଲେଭରେ ଯୋଗ ଦେଇ ଏହା କହିଛନ୍ତି ବେଦାନ୍ତ ଆଲୁମିନିୟମର ସଭାପତି ଡକ୍ଟର ଟିକେ ଚାନ୍ଦ । ମେକ୍ ଇନ୍ କନକ୍ଲେଭର ଦ୍ୱିତୀୟ ଦିନରେ ଡାଉନଷ୍ଟ୍ରିମ୍ ଏବଂ ଆନୁଷଙ୍ଗିକ ଶିଳ୍ପକୁ ନେଇ…

ଓଡ଼ିଶାର ସର୍ବୋତ୍ତମ କର୍ପୋରେଟ୍ ନାଗରିକ ହେବା ଆମର ପ୍ରୟାସ: ନବୀନ ଜିନ୍ଦଲ

ଭୁବନେଶ୍ୱର: ଓଡ଼ିଶା ମୋର ଦ୍ୱିତୀୟ ଘର ଏବଂ ପ୍ରଥମ କର୍ମଭୂମି । ଆମର ପ୍ରୟାସ ହେଉଛି ଓଡ଼ିଶାର ସର୍ବୋତ୍ତମ କର୍ପୋରେଟ୍ ନାଗରିକ ହେବା ଏବଂ ଓଡ଼ିଶାର ଲୋକଙ୍କୁ ଆମର ସର୍ବୋତ୍ତମ ଅବଦାନ ପ୍ରଦାନ କରିବା, 'ବୋଲି ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ଅଧ୍ୟକ୍ଷ ନବୀନ ଜିନ୍ଦଲ ମେକ୍ ଇନ୍ ଓଡିଶା…

ଏମିତି କେବେ ମୃତ୍ୟୁ ହୋଇନଥିବ ! ଟ୍ରେନରେ ବସିଥିଲେ ଯାତ୍ରୀ, ବେକରେ ପଶିଗଲା ଲୁହାରଡ

ଲକ୍ଷ୍ନୌ: ଏମିତି କେବେ ମୃତ୍ୟୁ ହୋଇଥିବାର ଖବର ନଥିବ। ଟ୍ରେନରେ ଝରକା ପାଖରେ ଥିବା ସିଟରେ ବସିଥିଲେ ଯାତ୍ରୀ ଜଣଙ୍କ। ହେଲେ ଏକ ଲୁହା ରଡଟି ଯାତ୍ରୀଙ୍କ ବେକରେ ପଶିଯିବାରୁ ଯାତ୍ରୀଙ୍କର ମୃତ୍ୟୁ ଘଟିଛି । ଉତ୍ତର ପ୍ରଦେଶର ସୋମନାଥ ରେଳଷ୍ଟେସନରେ ଏହି ଅଘଟଣ ଘଟିଛି। ରେଳବାଇର ଅବହେଳା ଯୋଗୁଁ…