Latest Odisha News

BREAKING NEWS

କବିତା : ଚେର

କୈଳାସ ଚନ୍ଦ୍ର ସାହାଣୀ  ଚେର ହିଁ ବୃକ୍ଷର ମୂଳ ଅସ୍ତିତ୍ବ ଯାହା ସବୁରି ଅଲକ୍ଷରେ ମାଟି ତଳେ ଥାଏ ; ନିଜ ପାରିଲା ପଣିଆରେ ସେ ଶୋଷିନିଏ ଜଳ ସହ ମାଟିର ବଳ , ବୃକ୍ଷ ପଲ୍ଲବିତ ହୁଏ ଚିତ୍ରିତ ଶାଖା ମେଲେ ଫୁଲ ଫଳରେ ଜନମନ ହରେ , କିନ୍ତୁ ଚେର ଥାଏ ମାଟିର ଅଭ୍ୟନ୍ତରେ ଗୋଟେ…

ଶିଶୁ କବିତା : କେଁ କଟର

ଜ୍ୟୋତ୍ସ୍ନା ରାଣୀ ଦେବୀ କେଁ କଟର କେଁ କଟର ସାରୁ ବୁଦା ମୂଳେ ବେଙ୍ଗ ଅଠର ହାତକୁ ଟାଣି ନାଚୁଛନ୍ତି ପରା ତା ଧିନି ଧିନି । କକର୍ କଅ କକର୍ କଅ କୁକୁଡ଼ା ଅଛନ୍ତି ସେଠାରେ ଛଅ ଚୁଳ ହଲେଇ ଗାଉଛନ୍ତି ନାଚି ଥେଇକି ଥେଇ । ମେଁ ମେଁ ସେଠି ପନ୍ଦର ଛେଳି ଠେଲାପେଲା ହୋଇ କରନ୍ତି…

ଭାଷା ଭାଗବତ : କେଉଁ ଲିଖନଧାରା ?

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ହୁକା: ହୁଂକା= ହୁଙ୍କା ସଖା: ସଂଖ୍ୟା= ସଙ୍ଖ୍ୟା ବଗ: ବଂଗ= ବଙ୍ଗ ଢଗ: ଢଂଗ= ଢଙ୍ଗ ଅଚଳ: ଅଂଚଳ= ଅଞ୍ଚଳ ବଛା: ବାଂଛା= ବାଞ୍ଛା ଗଜା: ଗଂଜା= ଗଞ୍ଜା ପଜା: ପଂଝା= ପଞ୍ଝା ଅଟା: ଅଂଟା= ଅଣ୍ଟା କଠା: କୁଂଠା=…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ବେଢା ପରିକ୍ରମା ଅବସରରେ ଆମେ ଦର୍ଶନ କଲେ ଶ୍ରୀ ପାତାଳେଶ୍ୱର ମହାଦେବଙ୍କୁ, ଯେଉଁଠି ରହିଛି କିଛି ଶିଳାଲେଖା। ଏହି ଶିଳାଲେଖା ଗୁଡିକ ଗଙ୍ଗ ବଂଶୀ ରାଜା…

ବିଦେଶରେ ବନ୍ଦେ ଭାରତ ଏକ୍ସପ୍ରେସକୁ ନେଇ ଚର୍ଚ୍ଚା, ରପ୍ତାନୀ ପାଇଁ ଚିନ୍ତା କରୁଛି ମନ୍ତ୍ରାଳୟ

ନୂଆଦିଲ୍ଲୀ: ବନ୍ଦେ ଭାରତ ଟ୍ରେନକୁ ବିଶ୍ୱ ସ୍ତରୀୟ କରାଯାଉଛି। ରେଳ ମନ୍ତ୍ରଣାଳୟ ଏହି ଟ୍ରେନକୁ କେନ୍ଦ୍ର ସରକାରଙ୍କ ମେକ୍ ଇନ୍ ଇଣ୍ଡିଆ ଅଧୀନରେ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ସହିତ ରପ୍ତାନୀ ଅନୁକୂଳ କରିବ। ଏଥିପାଇଁ ଟ୍ରେନର ସ୍ପୀଡ ବଢାଇବା ସହିତ ଅନେକ ବୈଶୟିକ ଫିଚର ଅପଡେଟ୍ କରୁଛି। ଏହି…

ଆରଭିଏମକୁ ନେଇ ମତାମତ କ’ଣ? ସୋମବାର ସର୍ବଦଳୀୟ ବୈଠକ ଡାକିଲେ ଇସି

ନୂଆଦିଲ୍ଲୀ: ନିଜ ନିର୍ବାଚନମଣ୍ଡଳୀରେ ନଥାଇ ଦେଇ ହେବ ଭୋଟ୍। ଏଥିପାଇଁ ନିର୍ବାଚନ କମିଶନ ରିମୋଟ ଭୋଟିଂ ସିଷ୍ଟମ ତିଆରି କରିଛନ୍ତି। ହେଲେ ଏହାକୁ ନେଇ ରାଜନୈତିକ ଦଳଙ୍କ ମତାମତ କଣ ରହିଛି ଜାଣିବାକୁ ସୋମବାର ବୈଠକ ଡାକିଛି। ନିର୍ବାଚନ କମିଶନ ଦେଶର ସମସ୍ତ ଜାତୀୟ ଦଳର ସଭାପତି ତଥା ସାଧାରଣ…

ଆମେରିକା ରାଷ୍ଟ୍ରପତିଙ୍କ ଘରୁ ମିଳିଲା ଗୋପନୀୟ ଦସ୍ତାବିଜ, ତେଜିଲା ରାଜନୀତି

ଓ୍ବାଶିଂଟନ: ବଡ ଅଡୁଆରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ। ତାଙ୍କ ଡେଲାୱେରର ୱିଲମିଙ୍ଗଟନରେ ଥିବା ଘରୁ ପୂର୍ବରୁ ସାର୍ବଜନୀନ ହୋଇଥିବା ଡକ୍ୟୁମେଣ୍ଟ ତୁଳନାରେ ଅଧିକ ଡକ୍ୟୁମେଣ୍ଟ ମିଳିଛି। ଏହି ସବୁ ସରକାରୀ ଡକ୍ୟୁମେଣ୍ଟ ବାଇଡେନଙ୍କ ଘରୁ ମିଳିବା ପରେ ଅଡୁଆରେ ପଡିଛନ୍ତି ଆମେରିକାର ପ୍ରଥମ…

ଜେଲ ଭିତରୁ ଗଡକରୀଙ୍କ ଅଫିସକୁ ଫୋନ୍ କରି ହତ୍ୟା ଧମକ

ନାଗପୁର: କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ ଜେଲରୁ ଧମକ ଦିଆଯାଉଥିଲା। ସୂଚନା ଅନୁଯାୟୀ, ବେଲାଗାଭି ଜେଲରେ ବନ୍ଦୀ ଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ଜୟଶ ପୂଜାରୀ ଏହି ଧମକ ଦେଉଥିଲା। ସେ ଜେଲ ଭିତରେ ବେଆଇନ ଭାବେ ଫୋନ ବ୍ୟବହାର କରି ଗଡକରୀଙ୍କ ଅଫିସକୁ ଫୋନ୍ କରି ହତ୍ୟା ଧମକ ଦେଇଥିଲା ବୋଲି…

କମିଲା ଖାଇବା ତେଲର ଦାମ, ଗ୍ରାହକଙ୍କୁ ପକେଟକୁ କେବେ ମିଳିବ ଆଶ୍ୱସ୍ତି?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦରଦାମ ବୃଦ୍ଧି ବେଳେ ସମସ୍ତଙ୍କ ଅପେକ୍ଷା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବହିଖାତାକୁ। ନୂଆ ଆର୍ଥିକ ବର୍ଷରେ କଣ ଶସ୍ତା ହେବ କଣ ମହଙ୍ଗା ହେବ ସେ ନେଇ ଲୋକେ ଅପେକ୍ଷା କରିଛନ୍ତି। ଏହା ପୂର୍ବରୁ କିନ୍ତୁ ହାଣ୍ଡିଶାଳକୁ ଆଶ୍ବସ୍ତି କରିବା ଭଳି ଖବର…

ଅଯୋଧ୍ୟାରେ ଶୋଭା ପାଇପାରେ ସ୍ଥପତି ସୁଦର୍ଶନ ସାହୁଙ୍କ ହାତ ତିଆରି ମୂର୍ତ୍ତି

ଭୁବନେଶ୍ୱର: ବହୁଚର୍ଚ୍ଚିତ ଓ ପ୍ରତୀକ୍ଷିତ ଅଯୋଧ୍ୟାରେ ନିର୍ମାଣାଧୀନ ରାମ ମନ୍ଦିରରେ ଶୋଭା ପାଇପାରେ ଓଡ଼ିଆ ସ୍ଥପତି ସୁଦର୍ଶନ ସାହୁଙ୍କ ହାତ ତିଆରି ମୂର୍ତ୍ତି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କଠାରୁ ନିମନ୍ତ୍ରଣ ପାଇ ଶିଳ୍ପୀ ସୁଦର୍ଶନ ରାମ ମନ୍ଦିର ନିର୍ମାଣସ୍ଥଳ ପରିଦର୍ଶନ କରିଥିଲେ।…