ଧର୍ମ, ସଂସ୍କୃତି ଓ ପରମ୍ପରାର ମାସ କାର୍ତ୍ତିକ
8ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ବର୍ଷର ବାରଟି ମାସ ଭିତରେ କାର୍ତ୍ତିକ ମାସଟି ଏକ ଧାର୍ମିକ ମାସ । ଏହି ମାସରେ ପଡୁଥିବା ପୂର୍ଣ୍ଣିମା କାର୍ତ୍ତିକ ପୂର୍ଣ୍ଣମା ମଧ୍ୟ ରାସ ପୂର୍ଣ୍ଣିମା ନାମରେ ଅଭିହିତ । ଅନ୍ୟ ପଟରେ ଓଡ଼ିଶାରେ କାର୍ତ୍ତିକ ପୂର୍ଣ୍ଣିମା 'ବୋଇତ ବନ୍ଦାଣ' ଦିବସ!--more-->…