Latest Odisha News

BREAKING NEWS

ରାନୀ ପଣ୍ଡାଙ୍କ କାର୍‌ ଧକ୍କାରେ ଯୁବକ ମୃତ

କଟକ : ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଦୁର୍ଘଟଣା ଘଟିଛି । କାର୍‌ ଓ ବାଇକ୍ ମଧ୍ୟରେ ଧକ୍କା ହୋଇ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଛି  । ମୃତ ଯୁବକ ଜଣକ ହେଲେ ସୁକାନ୍ତ ବେହେରା । ବାଇକ ଚାଳକ ସୁକାନ୍ତ ବେହେରାଙ୍କ ବୟସ ୨୮ ବର୍ଷ  । ସୂଚନା ଅନୁଯାୟୀ ଆଠଗଡ଼ ବ୍ଲକ ଅନ୍ତର୍ଗତ…

ଆଜି ସମ୍ବିଧାନ ଦିବସ: ବିଶ୍ୱର ବୃହତ୍ ଲିଖିତ ଦସ୍ତାବିଜ୍ ଭାରତୀୟ ସମ୍ୱିଧାନ

ନୂଆଦିଲ୍ଲୀ: ସବୁ ଭାରତୀୟଙ୍କ ପାଇଁ ନଭେମ୍ୱର ୨୬ ତାରିଖ ଖୁବ ଗୁରୁତ୍ୱପୂର୍ଣ୍ଣ । ୧୯୪୯ ମସିହା ଆଜିର ଦିନରେ ଦେଶର ସମ୍ୱିଧାନକୁ ବିଧିବଦ୍ଧ ଭାବେ ଗ୍ରହଣ କରାଯାଇଥିଲା। ତେଣୁ ଏହାକୁ ସମ୍ୱିଧାନ ଦିବସ ଭାବେ ଦେଶରେ ପାଳନ କରାଯାଉଛି । ପରେ ୨୬ ଜାନୁଆରୀ ୧୯୫୦ମସିହାରେ ସମ୍ୱିଧାନକୁ ଦେଶରେ ପ୍ରଣୟନ…

ଆଜି ଇସ୍ରୋ ଲଞ୍ଚ କରିବ ପିଏସଏଲଭି-ସି୫୪ ରକେଟ୍

ଚେନ୍ନାଇ: ଆଜି ଇସ୍ରୋ ଲଞ୍ଚ କରିବ ପିଏସଏଲଭି-ସି୫୪ ରକେଟ୍ । ଶ୍ରୀହରିକୋଟାସ୍ଥିତ ସତୀଶ ଧଓ୍ୱନ ସ୍ପେସ ସେଣ୍ଟରରୁ ଲଞ୍ଚ୍ ହେବ । ଓସିଏନସାଟ୍-୩ ଓ ୮ ନାନୋ ସାଟେଲାଇଟ୍ ଏହି ରକେଟରେ ଉତକ୍ଷେପଣ ହେବ । ସାଢେ୧୦ଟାରୁ ଆରମ୍ଭ ହେବ ଉତକ୍ଷେପଣ ପ୍ରକ୍ରିୟା । ନାନୋ ସାଟେଲାଇଟ୍ ମଧ୍ୟରୁ ଗୋଟିଏ…

୩ୟ ଦିନରେ ସ୍ୱାଭାବିକ ହେବ କି ଶୀତ ଅଧିବେଶନ!

ଭୁବନେଶ୍ୱର : ଆଜି ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିନ । ଚାଷୀ ପ୍ରସଙ୍ଗ, ଅର୍ଚ୍ଚନା ନାଗ ହନିଟ୍ରାପ ମାମଲାକୁ ନେଇ ଗତ ଦୁଇ ଦିନ ଧରି ଗୃହ କାର୍ଯ୍ୟ ଠପ୍ ହୋଇଛି । ଆଜି ଗୃହ ସ୍ୱାଭାବିକ ହେବା ନେଇ ଆଶଙ୍କା ରହିଛି । ତେବେ ଆଜି ବିଭିନ୍ନ ବିଭାଗର ପ୍ରଶ୍ନକାଳ  ରିପୋର୍ଟ ଉପସ୍ଥାପନ ହେବା ସହିତ…

କବିତା : ବାପା

ଦୀପକ ନାୟକ  ସ୍ୱପ୍ନ ଆକାଶର ତାରା ମୁଁ ତାଙ୍କର ସ୍ୱପ୍ନ ରାଇଜର ରାଜା ମୁଁ ତାଙ୍କର ମୁଣ୍ଡ ଝାଳ ତୁଣ୍ଡରେ ମାରି ଦେଇଛନ୍ତି ମତେ ଆହାର ଦୁଖ ସବୁ ଛାତିରେ ଚାପି ଦିଅନ୍ତି ମୋ ମୁହେଁ ହସ ଦୁନିଆରେ ସବୁଠୁ ସୁନ୍ଦର ସେ ସରଳ କୋମଳ ମନ ତାଙ୍କର ମୋ ଚଲା ପଥେ ହାତ ଧରି ଚାଲିଛ ଦୁଃଖୀ…

ଭାଷା ଭାଗବତ : ବୁଢ଼ୀ ମାଆର ଭାଷା

9ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭାଷା ନୁଖୁରା ଥିବା ଦେଖି ମୁଁ ଯେଣୁ ହେଲିନାହିଁ ସୁଖୀ ଭାଷା ମଥାରେ ତେଲ ବୋଳି କଲି ଲୋକେ ଦେଖିବା ଭଳି ଏ ଭାଷା ହେଲା ଯେବେ ବୁଢ଼ୀ ସଂତାନଗଣ ଦେଲେ ଛାଡ଼ି ନ କଲେ ତା'ର ସେବା, ଯତ୍ନ ଏହା ତ ଏବର ଚଳନ ମୁଁ ତା'ର…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀ ବାଳମୁକୁନ୍ଦ ରୂପ ଦର୍ଶନ କରିବା। ବଟ ଜଗନ୍ନାଥଙ୍କ ସମ୍ମୁଖରେ ଓ ବାଟମଙ୍ଗଳାଙ୍କ ଦକ୍ଷିଣ କୋଣରେ ଅବସ୍ଥିତ ଏକ ମନ୍ଦିରରେ ଶ୍ରୀ ବାଳମୁକୁନ୍ଦ ବିରାଜମାନ…

ଗୁଜରାଟରେ ନୋଟା ବିଗାଡ଼ିପାରେ ନେତାଙ୍କ ଖେଳ

ଅହମ୍ମଦାବାଦ: ଗୁଜରାଟରେ ଏଥର ନୋଟା କୁ ନେଇ ଭୟଭୀତ ଅଛନ୍ତି ପ୍ରାର୍ଥୀ ।  ଗତ ନିର୍ବାଚନରେ ​​୩୦ ଟି ବିଧାନସଭା ଆସନର ପରିଣାମ ନୋଟାର ଭୋଟ ଠାରୁ କମ ଥିଲା । ଯାହା କି ଏଥର ନେତାଙ୍କ ଛାତି ଧଡପଡ କରାଉଛି । ଏଥର ଯଦି ପୂର୍ବଥର ଭଳି ନୋଟାକୁ ଭୋଟରମାନେ ସମର୍ଥନ ଦିଅନ୍ତି ତେବେ ଅନେକ…

ପାକିସ୍ତାନ ଖେଳାଳି ଭାରତ ନଆସିଲେ ବିଶ୍ପକପ କିଏ ଦେଖିବ ?: ରମିଜ ରାଜା

ନୂଆଦିଲ୍ଲୀ: ୨୦୨୩ ଏସିଆ କପ୍ କେଉଁଠି ହେବ ତାକୁ ନେଇ ଏବେ ଜୋରଦାର ଚର୍ଚା । କାରଣ ଭାରତ କହିସାରିଛି ପାକିସ୍ତାନରେ ଏସିଆ କପ ହେଲେ ଭାରତୀୟ ଖେଳାଳି ପାକିସ୍ତାନ ଯିବେ ନାହିଁ । ଶେଷ ଥର ୨୦୦୮ରେ ଏସିଆ କପ୍ ଖେଳିବା ପାଇଁ ପାକିସ୍ତାନ ଗସ୍ତ କରିଥିଲା ଭାରତୀୟ ଦଳ । ତେବେ ପାକିସ୍ତାନ କ୍ରିକେଟ…

ଇଡିର ଜେରା ପରେ ଚନ୍ଦନ କହିଲେ, ଯାହା କହିବା କଥା କହିଦେଇଛି ସାରଙ୍କୁ

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଦ୍ୱିତୀୟ ଥର ପାଇଁ ଇଡି ଜେରାର ସାମ୍ନା କରିଛି ଶ୍ରଦ୍ଧାଞ୍ଜଳି । ସେହିପରି ଅର୍ଚ୍ଚନାଙ୍କ ଡ୍ରାଇଭର ଚନ୍ଦନ ମଧ୍ୟ ଇଡି ଅଧିକାରୀଙ୍କ ପ୍ରଶ୍ନର ଉତ୍ତର ଦେଇଛି । ଶୁକ୍ରବାର ଶ୍ରଦ୍ଧାଞ୍ଜଳିଙ୍କୁ ୧୪ ଘଣ୍ଟା, ଚନ୍ଦନଙ୍କୁ ୯ ଘଣ୍ଟା ଜେରା…