Latest Odisha News

BREAKING NEWS

ଗୋଡ଼ ନାହିଁ ତଥାପି ସ୍ୱାବଲମ୍ବୀ ଅମୂଲ୍ୟ

କେନ୍ଦ୍ରାପଡ଼ା :  ତାଙ୍କ ହାତର ନିହଣ ଇତିହାସ ଲେଖେ । ସେ ଇତିହାସ ନିଜ ସଂଘର୍ଷର । ନିଜ ସଫଳତାର । ସେ ଇତିହାସରେ ଯଶ କି ଅପଯଶ ନଥାଏ । ସେ ଇତିହାସ ଦିଏ ବଞ୍ଚିବାର ପ୍ରେରଣା, ସଂଘର୍ଷ କରିବା ପାଇଁ ସାହସ । ସେ ଭିନ୍ନକ୍ଷମ, ହେଲେ ନିଜକୁ ଅସହାୟ ବୋଲି ଭାବିନାହାନ୍ତି କି  ସମୟ ସୁଅରେ ତାଙ୍କ…

ପୁରୀ ଅନ୍ନପୂର୍ଣ୍ଣା ଥିଏଟରରେ ମନ ମୋହିଲା ମାହାରୀ ନୃତ୍ୟ

ପୁରୀ : ମାହାରୀ ନୃତ୍ୟ ତାଳେ ତାଳେ ଝୁମିଲେ ଦର୍ଶକ । ପୁରୀର ଐତିହାସିକ ଅନ୍ନପୂର୍ଣ୍ଣା ଥିଏଟରରେ ମନ ମୋହିଲା ଓଡ଼ିଶାର ପାରମ୍ପରିକ ନୃତ୍ୟ ଓ ସଙ୍ଗୀତ । ସୁହାଗ ନଳିନୀ ଦାସ ମାହାରୀ ନୃତ୍ୟ ପରିବେଷଣ କରିଥିଲେ । ସେହିପରି ଓଡିଶୀ, ଛାନ୍ଦ, ଚମ୍ପୁ ପରିବେଷଣ କଲେ ନୃତ୍ୟଶିଳ୍ପୀ । ଶାଶ୍ୱତ ଯୋଶୀ ଓ…

ନ୍ୟୁଜିଲାଣ୍ଡକୁ ୩୦୭ ରନ୍ ଟାର୍ଗେଟ୍

ଅକଲାଣ୍ଡ: ଅକଲାଣ୍ଡରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଛି ଏକଦିବସୀୟ କ୍ରିକେଟ୍ ମ୍ୟାଚ୍ । ଟସ୍ ଜିତି ଫିଲ୍ଡି ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । ନ୍ୟୁଜିଲାଣ୍ଡକୁ ୩୦୭ ରନ୍ ଟାର୍ଗେଟ୍ ଦେଇଛି ଭାରତ । ୭ ଓ୍ୱିକେଟ୍ ବିନିମୟରେ ନିର୍ଦ୍ଧାରିତ ଓଭରରେ ଭାରତ ୩୦୬ ରନ୍ କରିପାରିଛି । ଫିନ୍…

ଚାଷୀ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ, ସାଢେ ୧୧ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ୱିତୀୟ ଦିନରେ ବି ଗୃହରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ୧୧ଟା ୩୦ ମିନିଟ ପର୍ଯ୍ୟନ୍ତ ଗୃହ ମୁଲତବୀ ରହିଛି । ଚାଷୀ ପ୍ରସଙ୍ଗ ନେଇ ମୁହାଁମୁହିଁ ହୋଇଥିଲେ ଶାସକ ଓ ବିରୋଧୀ । ଗୃହ ମଧ୍ୟରେ ପ୍ରବଳ ହଟ୍ଟଗୋଳ କରିବାରୁ ବାଚସ୍ପତି ବିକ୍ରମ…

ଜଳିଗଲା ଝିଅ ବାହାଘରର ସବୁ ଫର୍ଣ୍ଣିଚର ଓ ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ

କାମାକ୍ଷାନଗର: ଝିଅ ବାହାଘର ପାଇଁ ଏକଜୁଟ କରିଥିଲେ ଫର୍ଣ୍ଣିଚର ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ । କିନ୍ତୁ ନିଆଁର ଲେଲିହାନରେ ସବୁ ଜଳି ଛାରଖାର ହୋଇଗଲା । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଙ୍ଗୁରା ଗାଁର ବାବୁଲି ଦିଆଣି ସର୍ବସ୍ୱାନ୍ତ ହୋଇଛନ୍ତି । ରାତିରେ ଶୋଇଥିବାବେଳେ କୌଣସି…

ଓଡ଼ିଶା ପାଳୁଛି ହକି ଲିଜେଣ୍ଡ୍ ଦିଲ୍ଲୀପ ତିର୍କୀଙ୍କ ଜନ୍ମଦିନ

ଭୁବନେଶ୍ୱର : ଓଡ଼ିଶା ପାଳୁଛି ହକି ଲିଜେଣ୍ଡ ଡ. ଦିଲ୍ଲୀପ ତିର୍କୀଙ୍କ ଜନ୍ମଦିନ । ତାଙ୍କ ଜନ୍ମ ଦିନ ପାଇଁ ରାଜଧାନୀ ଭୁବନେଶ୍ୱର ସମେତ ଜନ୍ମମାଟି ସୁନ୍ଦରଗଡ ଓ ଅନ୍ୟାନ୍ୟ ସ୍ଥାନରେ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ହକି ପ୍ରେମୀ  । ତାଙ୍କ ଉଦ୍ଦେଶ୍ୟରେ ଭୁବନେଶ୍ୱରରେ ଏକ ଫଟୋ ସମ୍ମିଳନୀର…

‘ନାଗଫାଶ’ କେଳେଙ୍କାରୀକୁ ନେଇ ଆଜି ବି ଗୃହ ହୋଇପାରେ ହୁଲୁସ୍ତୁଲ

ଭୁବନେଶ୍ୱର : ବିଧାନସଭା ଶୀତକାଳୀନ ଅଧିବେଶନର ଆଜି ଦ୍ୱିତୀୟ ଦିନ । ନାଗ ଦମ୍ପତ୍ତିଙ୍କ କଳା କାରନାମା ନେଇ ପ୍ରଥମ ଦିନରେ ଗୃହ ବାରମ୍ବାର ମୁଲତବୀ ରହିଥିଲା । ଆରମ୍ଭରୁ ଭଟ୍ଟା ପଡିଥିବା ବେଳେ ଆଜି ବି ଗୃହରେ ପୁଣି ନାଗ ଝଡ଼ ଉଠିପାରେ । ଅର୍ଚ୍ଚନା ନାଗଙ୍କ ବ୍ଲାକମନି, ମନି ଲଣ୍ଡରିଂ ମାମଲାରେ…

ଅର୍ଚ୍ଚନା-ଶ୍ରଦ୍ଧାଞ୍ଜଳିକୁ ମୁହାଁମୁହିଁ ଜେରା କରିବ ଇଡ଼ି !

ଭୁବନେଶ୍ୱର: ଇଡି ନୋଟିସ କରିଥିବା ୧୨ ଜଣଙ୍କ ମଧ୍ୟରୁ ଅଦ୍ୟାବଧି ତିନି ଜଣ ହାଜର ହୋଇ ଇଡି ଜେରାର ସମ୍ମୁଖୀନ ହୋଇଛନ୍ତି। ଏବେ ଆଗକୁ କିଏ ଇଡି ଅଫିସରେ ଆସି ଜେରାର ସମ୍ମୁଖୀନ ହେବେ ସେ ନେଇ ପ୍ରଶ୍ନ ଉଠିଥିବା ବେଳେ ଏବେ ଏହି ଘଟଣାର ମୁଖ୍ୟ ଚରିତ୍ର କୁହାଯାଉଥିବା ଅର୍ଚ୍ଚନା ନାଗ ଏବଂ…

ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ପ୍ରଫେସର ସୂର୍ଯ୍ୟକାନ୍ତ ଦାସ ସ୍ମାରକୀ’ ବକୃତା

ଭୁବନେଶ୍ୱର : ସ୍ନାତକୋତ୍ତର ବାଣିଜ୍ୟ ବିଭାଗ, ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ସୂର୍ଯ୍ୟକାନ୍ତ ଦାସ ସ୍ମୃତି ସଂସଦ ମିଳିତ ଆନୁକୁଲ୍ୟରେ ୧୯ତମ 'ପ୍ରଫେସର ସୂର୍ଯ୍ୟକାନ୍ତ ଦାସ ସ୍ମାରକୀ ବକୃତା' ଅନୁଷ୍ଠିତ ହୋଇଯାଇଛି। ପ୍ରଫେସର ଦାସ ଆମେରିକାରେ ନିଜର ଉଚ୍ଚ ଶିକ୍ଷା ସମାପ୍ତ କରି ୧୯୬୨ ମସିହାରେ…

ଯୌନ ଶୋଷଣର ବିଲୋପ ପାଇଁ ଅଭିଭାବକମାନେ ପିଲାଙ୍କ କଥା ଶୁଣିବା ଦରକାର

ଭୁବନେଶ୍ୱର : ପିଲାମାନଙ୍କ ଉପରେ ହେଉଥିବା ଯୌନ ନିର୍ଯ୍ୟାତନା ଓ ଶୋଷଣକୁ ସବୁସ୍ତରରେ ବିଲୋପ କରିବାକୁ ହେବ । ନଚେତ ଏହା ଏକ ବ୍ୟାଧି ଭାବରେ ବ୍ୟାପିବା ସହ ଆଗାମୀ ପୀଢିକୁଏହା ଆକ୍ରାନ୍ତ କରିବ । ଯୌନ ଶୋଷଣକୁ ବିଲୋପ ପାଇଁ ପିଲାଙ୍କଠାରୁ ଆରମ୍ଭ କରି ଅଭିଭାବକ, ସରକାରୀ ଓ ବେସରକାରୀସ୍ତରରେ…