ଏଣ୍ଟ ଗ୍ରୁପରୁ ନିୟନ୍ତ୍ରଣ ହରାଇଲେ ଜ୍ୟାକ୍ ମା: ଚୀନ ସରକାରଙ୍କୁ ସମାଲୋଚନା ପଡିଲା ମହଙ୍ଗା
ବେଜିଂ: ଏଣ୍ଟ ଗ୍ରୁପର ଫାଉଣ୍ଡର ଜ୍ୟାକ୍ ମାଙ୍କର ଆଉ କମ୍ପାନୀ ଉପରେ ନିୟନ୍ତ୍ରଣ ରହିବ ନାହିଁ। କମ୍ପାନୀରେ ତାଙ୍କର ଭୋଟିଂ ରାଇଟକୁ ମାତ୍ର ୬.୨ ପ୍ରତିଶତକୁ ଖସାଇ ଦିଆଯାଇଛି। ଦିନେ କମ୍ପାନୀରେ ଜ୍ୟାକ୍ ମାଙ୍କର ୫୦ ପ୍ରତିଶତରୁ ଅଧିକ ଭୋଟିଂ ରାଇଟ୍ ଥିଲା। ସେହିପରି କମ୍ପାନୀରେ ତାଙ୍କର…